କାଲି ହାଇଭୋଲଟେଜ୍‌ ମ୍ୟାଚ୍‌: ୱାର୍ଲ୍ଡ ନମ୍ବର ୱାନ୍‌ ଆର୍ଜେଣ୍ଟିନାକୁ ଭେଟିବ ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱ ଲିଗ୍ ଫାଇନାଲ ଟୁର୍ଣ୍ଣାମେଣ୍ଟର ସେମିଫାଇନଲରେ ଭାରତର ମୁକାବିଲା ୱାଲର୍ଡ ନମ୍ବର ୱାନ ତଥା ରିଓ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ସହ ହେବ। ଆସନ୍ତାକାଲି ସନ୍ଧ୍ୟା ୭ଟା ୩୦ରେ ଏହି ହାଇ ଭୋଲଟେଜ୍ ମୁକାବିଲା ଖେଳାଯିବ। ଆଜି ଖେଳାଯାଇଥିବା ୩ୟ କ୍ୱାର୍ଟରରେ ଇଂଲଣ୍ଡକୁ ୩-୨ ଗୋଲରେ ହରାଇ ଆର୍ଜେଣ୍ଟିନା ସେମିଫାଇନାଲରେ ପ୍ରବେଶ କରିଛି। ଲିଗ୍‌ ପର୍ଯ୍ୟାୟରେ ଆର୍ଜେଣ୍ଟିନା, ବେଲଜିୟମ ଓ ସ୍ପେନଠାରୁ ହାରିଥିବାବେଳେ ନେଦରଲ୍ୟାଣ୍ଡ ସହ ଡ୍ର ରଖିଥିଲା। ଭାରତ ଗତକାଲି ବେଲଜିୟମକୁ […]

08-canada-india-pool-b_2b33a3fe-5674-11e7-9966-951b4a7c425b

08-canada-india-pool-b_2b33a3fe-5674-11e7-9966-951b4a7c425b

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 08:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱ ଲିଗ୍ ଫାଇନାଲ ଟୁର୍ଣ୍ଣାମେଣ୍ଟର ସେମିଫାଇନଲରେ ଭାରତର ମୁକାବିଲା ୱାଲର୍ଡ ନମ୍ବର ୱାନ ତଥା ରିଓ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ସହ ହେବ। ଆସନ୍ତାକାଲି ସନ୍ଧ୍ୟା ୭ଟା ୩୦ରେ ଏହି ହାଇ ଭୋଲଟେଜ୍ ମୁକାବିଲା ଖେଳାଯିବ। ଆଜି ଖେଳାଯାଇଥିବା ୩ୟ କ୍ୱାର୍ଟରରେ ଇଂଲଣ୍ଡକୁ ୩-୨ ଗୋଲରେ ହରାଇ ଆର୍ଜେଣ୍ଟିନା ସେମିଫାଇନାଲରେ ପ୍ରବେଶ କରିଛି। ଲିଗ୍‌ ପର୍ଯ୍ୟାୟରେ ଆର୍ଜେଣ୍ଟିନା, ବେଲଜିୟମ ଓ ସ୍ପେନଠାରୁ ହାରିଥିବାବେଳେ ନେଦରଲ୍ୟାଣ୍ଡ ସହ ଡ୍ର ରଖିଥିଲା। ଭାରତ ଗତକାଲି ବେଲଜିୟମକୁ ହରାଇ ସେମିରେ ପ୍ରବେଶ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos