ପିଙ୍କ୍ ବଲରେ କୋହଲିଙ୍କ 'ବିରାଟ୍‌' ରେକର୍ଡ

କୋଲକାତା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଐତିହାସିକ ଦିବାରାତ୍ର ବା ପିଙ୍କ୍ ବଲ୍ ଟେଷ୍ଟକୁ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ଏହି ଟେଷ୍ଟକୁ ଇନିଂସ୍ ଓ ୪୬ ରନରେ ଜିତିଛି। କୋହଲିଙ୍କ ନେତୃତ୍ୱରେ ଭାରତର ଏହା କ୍ରମାଗତ ସପ୍ତମ ବିଜୟ। ଚଳିତ ବର୍ଷ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ବିଜୟ ଅଭିଯାନ ଆରମ୍ଭ ହୋଇଥିଲା। ଏହା ପରେ ଭାରତ ଲଗାତାର ୬ଟି ଟେଷ୍ଟ ମ୍ୟାଚ୍ ଜିତି ରେକର୍ଡ କରିଛି। ଏହି […]

virat-kohli

virat-kohli

Ranjit Kumar Jena
  • Published: Sunday, 24 November 2019
  • Updated: 24 November 2019, 06:29 PM IST

Sports

Latest News

କୋଲକାତା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଐତିହାସିକ ଦିବାରାତ୍ର ବା ପିଙ୍କ୍ ବଲ୍ ଟେଷ୍ଟକୁ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ଏହି ଟେଷ୍ଟକୁ ଇନିଂସ୍ ଓ ୪୬ ରନରେ ଜିତିଛି। କୋହଲିଙ୍କ ନେତୃତ୍ୱରେ ଭାରତର ଏହା କ୍ରମାଗତ ସପ୍ତମ ବିଜୟ। ଚଳିତ ବର୍ଷ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ବିଜୟ ଅଭିଯାନ ଆରମ୍ଭ ହୋଇଥିଲା।

ଏହା ପରେ ଭାରତ ଲଗାତାର ୬ଟି ଟେଷ୍ଟ ମ୍ୟାଚ୍ ଜିତି ରେକର୍ଡ କରିଛି। ଏହି ମାମଲାରେ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ଲଗାତାର ୬ଟି ଟେଷ୍ଟ ମ୍ୟାଚ୍ ଜିତିଥିଲା। ଏହାବ୍ୟତୀତ କୋହଲିଙ୍କ ନେତୃତ୍ୱରେ ଭାରତ ୧୧ଟି ଇନିଂସ୍ ବିଜୟ ସହ ନୂଆ ରେକର୍ଡ କରିଛି। ଇନ୍ଦୋର ଟେଷ୍ଟ ଜିତି କୋହଲି ଧୋନି (୯)ଙ୍କ ନାଁରେ ଥିବା ଏହି ରେକର୍ଡକୁ ଭାଙ୍ଗିଥିଲେ। ମହମ୍ମଦ ଆଝାରୁଦ୍ଦିନ ୮ଟି ଏବଂ ସୌରଭ ଗାଙ୍ଗୁଲି ୭ଟି ଇନିଂସ୍ ବିଜୟ ହାସଲ କରିଥିଲେ।

ଏହାଛଡ଼ା ଟେଷ୍ଟ କ୍ରିକେଟରେ ସର୍ବାଧିକ ମ୍ୟାଚ୍ ଜିତିବାରେ କୋହଲି ବିଶ୍ୱର ପଞ୍ଚମ କ୍ୟାପଟେନ୍ ହୋଇଛନ୍ତି। ଏହି ମାମଲାରେ କୋହଲି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଆଲାନ୍ ବର୍ଡରଙ୍କୁ ପଛରେ ପକାଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ୫୩ ଟେଷ୍ଟରୁ ୩୩ ମ୍ୟାଚ୍ ଜିତିଛି।

ବର୍ଡରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୯୩ ଟେଷ୍ଟ ୩୨ ମ୍ୟାଚ୍ ଜିତିଥିଲା। ଟେଷ୍ଟ କ୍ରିକେଟରେ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପଟେନ୍ ଗ୍ରେମ୍ ସ୍ମିଥଙ୍କ ନାଁରେ ରହିଛି। ସ୍ମିଥ୍ ୧୦୯ ଟେଷ୍ଟରେ ୫୩ ଟେଷ୍ଟ ଜିତିଛନ୍ତି। ସେହିପରି ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୭୭ ଟେଷ୍ଟରେ ୪୮ ମ୍ୟାଚ୍ ଜିତିଥିବା ବେଳେ ଷ୍ଟିଭ୍ ୱ' ୫୭ ଟେଷ୍ଟରେ ୪୧ ମ୍ୟାଚ୍ ଏବଂ ୱେଷ୍ଟଇଣ୍ଡିଜର କ୍ଲାଇଭ୍ ଲୟଡ୍ ୭୪ ଟେଷ୍ଟରେ ୩୬ ଟେଷ୍ଟ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story