୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍: ଆଜି ଶକ୍ତିଶାଳୀ ଘାନାକୁ ଭେଟିବ ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):୧୭ ବର୍ଷରୁ କମ୍ ଫିଫା ବିଶ୍ୱକପରେ ଆଜି ୪ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରହିଛି। ପଦାର୍ପଣ ବିଶ୍ୱକପରେ ଲଗାତର ଦୁଇଟି ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆଜି ଶେଷ ଲିଗ୍ ମ୍ୟାଚରେ ପୂର୍ବତନ ଚାମ୍ପିଅନ୍ ଘାନାକୁ ଭେଟିବ। ରାତି ୮ଟାରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଘାନା ପ୍ରଥମ ମ୍ୟାଚରେ କଲମ୍ବିଆକୁ ୧-୦ ଗୋଲରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଆମେରିକାଠୁ ୦-୧ରେ ହାରିଥିଲା। ସେହିପରି ଭାରତ ତାର […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 05:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):୧୭ ବର୍ଷରୁ କମ୍ ଫିଫା ବିଶ୍ୱକପରେ ଆଜି ୪ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରହିଛି। ପଦାର୍ପଣ ବିଶ୍ୱକପରେ ଲଗାତର ଦୁଇଟି ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆଜି ଶେଷ ଲିଗ୍ ମ୍ୟାଚରେ ପୂର୍ବତନ ଚାମ୍ପିଅନ୍ ଘାନାକୁ ଭେଟିବ। ରାତି ୮ଟାରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଘାନା ପ୍ରଥମ ମ୍ୟାଚରେ କଲମ୍ବିଆକୁ ୧-୦ ଗୋଲରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଆମେରିକାଠୁ ୦-୧ରେ ହାରିଥିଲା। ସେହିପରି ଭାରତ ତାର ପ୍ରଥମ ମ୍ୟାଚରେ ଆମେରିକା ଏବଂ ଦ୍ୱିତୀୟ ମ୍ୟାଚରେ କଲମ୍ବିଆଠୁ ହାରିଛି। ତେବେ କଲମ୍ବିଆ ବିପକ୍ଷ ମ୍ୟାଚରେ ଭାରତର ଜାକ୍ସନ ସିଂ ବିଶ୍ୱକପରେ ପ୍ରଥମ ଗୋଲ ଦେବାକୁ ସକ୍ଷମ ହୋଇଥିଲେ। ଯାହାକି ଭାରତୀୟ ଖେଳାଳିଙ୍କ ମନୋବଳ ବଢାଇ ଦେଇଛି। ଗ୍ରୁପ୍-ଏ’ରେ ଆମେରିକା ଶୀର୍ଷ ଦଳ ଭାବେ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story