ଆଜି ପ୍ରଥମ ଟି-ଟ୍ୱେଣ୍ଟି: ଦୀର୍ଘ ଦିନ ପରେ ପ୍ରମୁଖ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଭାରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଖେଳାଯିବ ଭାରତ ଓ ଆର୍ୟଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ। ଆର୍ୟଲାଣ୍ଡ ଡବଲିନରେ ଖେଳାଯିବ ଏହି ମ୍ୟାଚ। ଟିମ ଇଣ୍ଡିଆ ଘରୋଇ ଦଳ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ ଖେଳିବ। ଦୀର୍ଘ ୧୧ ବର୍ଷ ପରେ ଭାରତ ଆର୍ୟଲାଣ୍ଡ ଗସ୍ତ କରିଛି। ଭାରତୀୟ ସମୟ ରାତି ୮ ଟା ୩୦ ରେ ଏହି ମ୍ୟାଚ ଖେଳାଯିବ। ସେପଟେ ଦୀର୍ଘ ଦିନର ବ୍ୟବଧାନ ପରେ ଆଜିର ମ୍ୟାଚରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର […]

dd

dd

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 05:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଖେଳାଯିବ ଭାରତ ଓ ଆର୍ୟଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ। ଆର୍ୟଲାଣ୍ଡ ଡବଲିନରେ ଖେଳାଯିବ ଏହି ମ୍ୟାଚ। ଟିମ ଇଣ୍ଡିଆ ଘରୋଇ ଦଳ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ ଖେଳିବ। ଦୀର୍ଘ ୧୧ ବର୍ଷ ପରେ ଭାରତ ଆର୍ୟଲାଣ୍ଡ ଗସ୍ତ କରିଛି। ଭାରତୀୟ ସମୟ ରାତି ୮ ଟା ୩୦ ରେ ଏହି ମ୍ୟାଚ ଖେଳାଯିବ। ସେପଟେ ଦୀର୍ଘ ଦିନର ବ୍ୟବଧାନ ପରେ ଆଜିର ମ୍ୟାଚରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଖେଳିବାର ଦେଖିବକୁ ପାଇବେ ଫ୍ୟାନ୍ସ୍। ଏହି ମ୍ୟାଚ୍‌କୁ ଭାରତୀୟ ଦର୍ଶକ ଟିଭି ମାଧ୍ୟମରେ ଦେଖିପାରିବେ। ଇଂରାଜୀ କମେଣ୍ଟ୍ରି ପାଇଁ ସୋନୀ ସିକ୍ସ ଓ ସୋନୀ ସିକ୍ସ ଏଚ୍‌ଡିରେ ଦର୍ଶକ ଦେଖିପାରିବେ। ହିନ୍ଦୀ ପାଇଁ ସୋନୀ ଟେନ୍‌ ସ୍ପୋର୍ଟ ୩ ଓ ସୋନୀ ଟେନ୍‌ ସ୍ପୋର୍ଟ ୩ ଏଚ୍‌ଡି ଚ୍ୟାନେଲ୍‌ରେ ମ୍ୟାଚ୍‌ ପ୍ରସାରିତ ହେବ।Image result for first t20 match between india vs ireland

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଭାରତ, ଆର୍ୟଲାଣ୍ଡ ବିପକ୍ଷରେ ଅଧିକ ମ୍ୟାଚ୍‌ ଖେଳିନାହିଁ। ପୂର୍ବ ରେକର୍ଡ ଅନୁସାରେ ଉଭୟ ଟିମ୍ ମଧ୍ୟରେ ଏପର୍ଯ୍ୟନ୍ତ ୩ଟି ଦିନିକିଆ ଓ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯାଇଛି। ଇଂଲଣ୍ଡ ବିପକ୍ଷରେ ଲମ୍ବା କ୍ରିକେଟ୍ ସିରିଜ ଖେଳିବା ପୂର୍ବରୁ ଭାରତ ଆର୍ୟଲାଣ୍ଡ ବିପକ୍ଷରେ ଭାରତ ୨ଟି ଟି-ଟ୍ୱେଣ୍ଟି ଖେଳିବାକୁ ଯାଉଛି। ଏହା ପରେ ଭାରତ ଇଂଲଣ୍ଡ ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି-ଟ୍ୱେଣ୍ଟି ଓ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଇଂଲଣ୍ଡ ବିପକ୍ଷ ଏହି ଲାମ୍ବା ସିରିଜ ପୂର୍ବରୁ ଏହାକୁ ସେମିଫାଇନାଲ୍‌ କୁହାଯାଉଛି।Image result for first t20 match between india vs ireland

ଦକ୍ଷିଣ ଆଫ୍ରିକା ଗସ୍ତ ପରେ ପ୍ରଥମ ଥର ପାଇଁ ଦଳରେ ସମସ୍ତ ପ୍ରମୁଖ ଖେଳାଳି ସ୍ଥାନ ପାଇଛନ୍ତି। ମାର୍ଚ୍ଚରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ବିରାଟ କୋହଲି, ବୁମ୍‌ରା, ଭୁବନେଶ୍ୱର କୁମାର ଓ ଧୋନୀଙ୍କୁ ବିଶ୍ରାମ ଦିଆଯାଇଥିଲା। ଇଂଲଣ୍ଡ ବିପକ୍ଷରେ ଲମ୍ବା କ୍ରିକେଟ୍ ସିରିଜ ଖେଳିବା ପୂର୍ବରୁ ଭାରତ ଆର୍ୟଲାଣ୍ଡ ବିପକ୍ଷରେ ୨ଟି ଟି-ଟ୍ୱେଣ୍ଟି ଖେଳିବାକୁ ଯାଉଛି।

Image result for first t20 match between india vs ireland

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story