ଏମିତି ସୁପର୍ ଓଭରରେ ଜିତିଲା ଟିମ୍ ଇଣ୍ଡିଆ

ହାମିଲଟନ୍‌: ହାମିଲଟନର ସେଡନ୍ ପାର୍କାର ଟିମ୍ ଇଣ୍ଡିଆ ସୁପର୍ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ୍ ଜିତି ଇତିହାସ ରଚିଛି। ବୁଧବାର ଖେଳାଯାଇଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଟାଇ ରହିଥିଲା। ସୁପର୍ ଓଭରରେ ଭାରତ ବିଜୟୀ ହୋଇ ସିରିଜରେ ୩-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିନେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା। ଜବାବରେ […]

ind

ind

Ranjit Kumar Jena
  • Published: Wednesday, 29 January 2020
  • Updated: 29 January 2020, 09:29 PM IST

Sports

Latest News

ହାମିଲଟନ୍‌: ହାମିଲଟନର ସେଡନ୍ ପାର୍କାର ଟିମ୍ ଇଣ୍ଡିଆ ସୁପର୍ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ୍ ଜିତି ଇତିହାସ ରଚିଛି। ବୁଧବାର ଖେଳାଯାଇଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଟାଇ ରହିଥିଲା। ସୁପର୍ ଓଭରରେ ଭାରତ ବିଜୟୀ ହୋଇ ସିରିଜରେ ୩-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିନେଇଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା। ଜବାବରେ କିୱି ଟିମ୍ ମଧ୍ୟ ନିର୍ଦ୍ଧାରିତ ଓଭରରେ ୬ ୱିକେଟରେ ୧୭୯ ରନ୍ କରି ମ୍ୟାଚ୍ ଟାଇ କରିଥିଲା। ଏହା ପରେ ସୁପର୍ ଓଭରର ସହାୟତା ନିଆଯାଇଥିଲା। ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୭ ରନ୍ କରିଥିଲା।

ଭାରତ ଆଗରେ ୧୮ ରନର କଷ୍ଟସାଧ୍ୟ ଟାର୍ଗେଟ୍ ଥିଲା, କିନ୍ତୁ ସୁପର୍ ଓଭରର ଶେଷ ଦୁଇ ବଲରେ ହିଟମ୍ୟାନ୍ ରୋହିତ୍ ଶର୍ମା ଦୁଇଟି ଛକା ମାରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଭାରତ ୨୦ (ବିନା କୌଣସି କ୍ଷତିରେ) ରନ୍ କରିଛି, ଯାହା ସୁପର୍ ଓଭରରେ ଲକ୍ଷ୍ୟ ପିଛା କରିବାରେ ସବୁଠାରୁ ବଡ଼ ସ୍କୋର। ୱେଷ୍ଟଇଣ୍ଡିଜ୍ ଟିମ୍ ୨୦୧୨ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ବିନା ୱିକେଟରେ ୧୯ ରନ୍ କରିଥିଲା।

ଏମିତି ଥିଲା ସୁପର ଓଭରର ସେହି ୧୨ ବଲ୍‌

ନ୍ୟୁଜିଲ୍ୟାଣ୍ଡ୍ (୧୭ ରନ୍‌, ୬ ବଲ୍)
ପ୍ରଥମ ବଲ୍‌: ବୁମ୍ରାଙ୍କ ବଲରେ ୱିଲିୟମସନ୍ ନେଲେ ୧ ରନ୍‌
ଦ୍ୱିତୀୟ ବଲ୍‌: ବୁମ୍ରାଙ୍କ ବଲରେ ଗପ୍ଟିଲ୍ ନେଲେ ୧ ରନ୍
ତୃତୀୟ ବଲ୍‌: ବୁମ୍ରାଙ୍କ ବଲରେ ୱିଲିୟମସନ୍ ମାରିଲେ ଛକା
ଚତୁର୍ଥ ବଲ୍‌: ବୁମ୍ରାଙ୍କ ବଲରେ ୱିଲିୟମସନ୍ ମାରିଲେ ଚୌକା
ପଞ୍ଚମ ବଲ୍‌: ବୁମ୍ରାଙ୍କ ବଲରେ ୱିଲିୟମସନ୍ ନେଲେ ବାଇ (୧) ରନ୍‌
ଷଷ୍ଠ ବଲ୍‌: ବୁମ୍ରାଙ୍କ ବଲରେ ଗପ୍ଟିଲ୍ ମାରିଲେ ଚୌକା

ଭାରତ (୨୦ ରନ୍‌, ୬ ବଲ୍)
ପ୍ରଥମ ବଲ୍‌: ଟିମ୍ ସାଉଦୀଙ୍କ ବଲରେ ରୋହିତ୍ ନେଲେ ୨ ରନ୍‌
ଦ୍ୱିତୀୟ ବଲ୍‌: ଟିମ୍ ସାଉଦୀଙ୍କ ବଲରେ ରୋହିତ୍ ନେଲେ ୧ ରନ୍‌
ତୃତୀୟ ବଲ୍‌: ଟିମ୍ ସାଉଦୀଙ୍କ ବଲରେ ରାହୁଲ୍ ମାରିଲେ ଚୌକା
ଚତୁର୍ଥ ବଲ୍‌: ଟିମ୍ ସାଉଦୀଙ୍କ ବଲରେ ରାହୁଲ୍ ନେଲେ ୧ ରନ୍‌
ପଞ୍ଚମ ବଲ୍‌: ଟିମ୍ ସାଉଦୀଙ୍କ ବଲରେ ରୋହିତ୍ ମାରିଲେ ଛକା
ଷଷ୍ଠ ବଲ୍‌: ଟିମ୍ ସାଉଦୀଙ୍କ ବଲରେ ରୋହିତ୍ ମାରିଲେ ଛକା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story