ଆରମ୍ଭରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା: ଗଲାଣି ୪ ଉଇକେଟ୍‌

ଦୁବାଇ:  ଆରମ୍ଭରୁ ଭାରତକୁ ଜବରଦସ୍ତ ଝଟକା। ନ୍ୟୁଜିଲାଣ୍ଡର ଧୂଆଁଧାର ବୋଲିଂରେ  ଟିମ୍‌ ଇଣ୍ଡିଆର ଓପନର ବ୍ୟାଟସମ୍ୟାନ୍‌ ଘାଇଲା ହୋଇଛନ୍ତି। ପ୍ରଥମରୁ ଲାଗ ଲାଗ ୪ଟି ଉଇକେଟ ହରାଇ ଦର୍ଶକଙ୍କୁ ନିରାଶ କରିଛି ଟିମ୍‌ ଇଣ୍ଡିଆ। ପାୱାର ପ୍ଲେ ବି ଦମ୍‌ ଦେଖାଇ ପାରିନି ଭାରତ। ଓପନିଂରେ ଆସିଥିବା ଇଶାନ୍‌ କିଶାନ ୮ଟି ବଲ ଖେଳି ମାତ୍ର ୪ ରନ୍‌ କରି କ୍ୟାଚ୍‌ ଆଉଟ୍‌ ହୋଇଥିଲେ।  ସେହିପରି କେଏଲ ରାହୁଲ ୧୬ଟି ବଲ ଖେଳି ୧୮ ରନ୍‌ରେ କ୍ୟାଚ୍ ଆଉଟ୍‌ […]

700

700

Tapas Behera
  • Published: Sunday, 31 October 2021
  • Updated: 31 October 2021, 08:38 PM IST

Sports

Latest News

ଦୁବାଇ:  ଆରମ୍ଭରୁ ଭାରତକୁ ଜବରଦସ୍ତ ଝଟକା। ନ୍ୟୁଜିଲାଣ୍ଡର ଧୂଆଁଧାର ବୋଲିଂରେ  ଟିମ୍‌ ଇଣ୍ଡିଆର ଓପନର ବ୍ୟାଟସମ୍ୟାନ୍‌ ଘାଇଲା ହୋଇଛନ୍ତି। ପ୍ରଥମରୁ ଲାଗ ଲାଗ ୪ଟି ଉଇକେଟ ହରାଇ ଦର୍ଶକଙ୍କୁ ନିରାଶ କରିଛି ଟିମ୍‌ ଇଣ୍ଡିଆ। ପାୱାର ପ୍ଲେ ବି ଦମ୍‌ ଦେଖାଇ ପାରିନି ଭାରତ। ଓପନିଂରେ ଆସିଥିବା ଇଶାନ୍‌ କିଶାନ ୮ଟି ବଲ ଖେଳି ମାତ୍ର ୪ ରନ୍‌ କରି କ୍ୟାଚ୍‌ ଆଉଟ୍‌ ହୋଇଥିଲେ।  ସେହିପରି କେଏଲ ରାହୁଲ ୧୬ଟି ବଲ ଖେଳି ୧୮ ରନ୍‌ରେ କ୍ୟାଚ୍ ଆଉଟ୍‌ ହୋଇଥିଲେ। ପରେ ସବୁଠୁ ଭରଷା ଯୋଗ୍ୟ ଥିବା ରୋହିତ୍‌ ଶର୍ମାଙ୍କ ଖରାପ ପ୍ରଦର୍ଶନ ଦଳକୁ ନିରାଶ କରିଛି। ସେ ୧୩ଟି ବଲ୍‌ ଖେଳି ୧୪ ରନ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ। ସେହିପରି କ୍ୟାପଟେନ୍‌ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ମଧ୍ୟ ସେମିତି କିଛି ଯାଦୁ ଦେଖିବାକୁ ମିଳି ନାହିଁ। ବିରାଟ ୧୭ ବଲ ଖେଳି ମାତ୍ର ୯ରନ୍‌ କରି କ୍ୟାଚ୍ ଆଉଟ୍‌ ହୋଇଛନ୍ତି।  ତେବେ ଶେଷ ଖବର ଅନୁଯାୟୀ ଭାରତ ୧୩ ଓଭରରେ ୪ ଉଇକେଟ୍ ହରାଇ ୬୩ ରନ୍‌ କରି ଅଭିଯାନ ଜାରି ରଖିଛି।

ଆଇସିସି ଦ୍ୱାରା ପରିଚାଳିତ ଚଳିତ ଟି-୨୦ ବିଶ୍ୱକପ୍‌ର ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲାରେ ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବ୍ୟାଟିଂ ଜାରି ରଖିଛି।

ସେମିଫାଇନାଲ୍‌ ପ୍ରବେଶ ଦୃଷ୍ଟିରୁ ଭାରତ ପାଇଁ ଏହି ମ୍ୟାଚ୍‌ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି। ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସଦୃଶ ଥତିବା  ଆରମ୍ଭରୁ ନୈରାଶ୍ୟଜନକ ପ୍ରାର୍ଧନ ରହିଛି। ଆଜି ଭାରତ ହାରିଲେ ସେମି ଫାଇନାଲରୁ ବାଦ ପଡ଼ିବ ଟିମ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story