ଇନ୍ଦୋରରେ ଭାରତର ଅପରାଜେୟ ରେକର୍ଡ କାଏମ୍‌

ଇନ୍ଦୋର: ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ହରାଇ ଏହି ମଇଦାନରେ ତା’ର ଅପରାଜେୟ ରେକର୍ଡ କାଏମ୍ ରଖିଛି। ଏହି ମଇଦାନରେ ଭାରତ ୯ରୁ ୯ ମ୍ୟାଚ୍ ଜିତିଛି। ଏଠାକାର ୩୦ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମରେ ଭାରତ ବହୁତ ଭାଗ୍ୟଶାଳୀ ରହିଥିଲା। ଭାରତୀୟ ଟିମ୍ ଏଠାରେ ଏପର୍ଯ୍ୟନ୍ତ ଆୟୋଜିତ ଦୁଇଟି ଟି-୨୦, ୫ଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି। ମଙ୍ଗଳବାର ଏଠାରେ ଖେଳାଯାଇଥିବା […]

team-india

team-india

Ranjit Kumar Jena
  • Published: Wednesday, 08 January 2020
  • Updated: 08 January 2020, 06:42 PM IST

Sports

Latest News

ଇନ୍ଦୋର: ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ହରାଇ ଏହି ମଇଦାନରେ ତା'ର ଅପରାଜେୟ ରେକର୍ଡ କାଏମ୍ ରଖିଛି। ଏହି ମଇଦାନରେ ଭାରତ ୯ରୁ ୯ ମ୍ୟାଚ୍ ଜିତିଛି। ଏଠାକାର ୩୦ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମରେ ଭାରତ ବହୁତ ଭାଗ୍ୟଶାଳୀ ରହିଥିଲା। ଭାରତୀୟ ଟିମ୍ ଏଠାରେ ଏପର୍ଯ୍ୟନ୍ତ ଆୟୋଜିତ ଦୁଇଟି ଟି-୨୦, ୫ଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି।

ମଙ୍ଗଳବାର ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଶ୍ରୀଲଙ୍କାକୁ ୨୦ ଓଭରରେ ୯ ୱିକେଟ୍ କ୍ଷତିରେ ୧୪୨ ରନରେ ସୀମିତ ରଖିଥିଲା। ସହଜ ଲକ୍ଷ୍ୟକୁ ଭାରତ ୧୭.୩ ଓଭରରେ ୩ ୱିକେଟ୍ ହରାଇ ହାସଲ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଏହି ମ୍ୟାଚରେ ଭାରତ ନାଁରେ କିଛି ରେକର୍ଡ ମଧ୍ୟ ହୋଇଛି।

ମ୍ୟାଚରେ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ନେଇଥିଲେ। ଏହା ସହ ସେ ୪୪ ମ୍ୟାଚରେ ମୋଟ ୫୨ ୱିକେଟ୍ ନେଇ ଭାରତର ଯୁଗ୍ମ ସର୍ବାଧିକ ୱିକେଟ ହାସଲକାରୀ ଟି-୨୦ ବୋଲର ହୋଇଛନ୍ତି। ରବିଚନ୍ଦ୍ରନ୍ ଅଶ୍ୱିନ୍ (୪୬ ମ୍ୟାଚ୍‌) ଓ ୟୁଜବେନ୍ଦ୍ର ଚହଲ୍ (୩୬ ମ୍ୟାଚ୍‌) ମଧ୍ୟ ଟ-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୫୨ ୱିକେଟ୍ ଲେଖାଏ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story