ନିର୍ଣ୍ଣାୟକ ସ୍ଥିତିରେ ଦିଲ୍ଲୀ ଟେଷ୍ଟ: ବିଜୟ ପାଇଁ ଦରକାର ୭ ୱିକେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଣ୍ଣାୟକ ସ୍ଥିତିରେ ଦିଲ୍ଲୀ ଟେଷ୍ଟ। ମ୍ୟାଚ ଜିତିବାକୁ ଟିମ୍ ଇଣ୍ଡିଆକୁ ଦରକାର ଆଉ ୭ ଓ୍ୱିକେଟ୍।  ସେପଟେ ଶ୍ରୀଲଙ୍କା ଆଗରେ ଅଛି ୪୧୦ ରନର ଟାର୍ଗେଟ। ଶ୍ରୀଲଙ୍କାକୁ ଏହାର ପ୍ରଥମ ପାଳିରେ ୩୭୩ ରନରେ ଅଲଆଉଟ କରିବାପରେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ଧଓ୍ୱନ, ପୂଜାରା ଓ କ୍ୟାପଟେନ କୋହଲିଙ୍କ ଅର୍ଦ୍ଧଶତକ ବଳରେ ୫ ଓ୍ୱିକେଟ୍ ହରାଇ ୨୪୬ ରନରେ ପାଳି ଘୋଷଣା କରିଥିଲା। ଏଥିସହ ଶ୍ରୀଲଙ୍କା ସମ୍ମୁଖରେ ବିଜୟ ପାଇଁ ୪୧୦ ରନର […]

Virat-Kohli-and-Shikhar-Dhawan (1)

Virat-Kohli-and-Shikhar-Dhawan (1)

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 06:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଣ୍ଣାୟକ ସ୍ଥିତିରେ ଦିଲ୍ଲୀ ଟେଷ୍ଟ। ମ୍ୟାଚ ଜିତିବାକୁ ଟିମ୍ ଇଣ୍ଡିଆକୁ ଦରକାର ଆଉ ୭ ଓ୍ୱିକେଟ୍।  ସେପଟେ ଶ୍ରୀଲଙ୍କା ଆଗରେ ଅଛି ୪୧୦ ରନର ଟାର୍ଗେଟ। ଶ୍ରୀଲଙ୍କାକୁ ଏହାର ପ୍ରଥମ ପାଳିରେ ୩୭୩ ରନରେ ଅଲଆଉଟ କରିବାପରେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ଧଓ୍ୱନ, ପୂଜାରା ଓ କ୍ୟାପଟେନ କୋହଲିଙ୍କ ଅର୍ଦ୍ଧଶତକ ବଳରେ ୫ ଓ୍ୱିକେଟ୍ ହରାଇ ୨୪୬ ରନରେ ପାଳି ଘୋଷଣା କରିଥିଲା। ଏଥିସହ ଶ୍ରୀଲଙ୍କା ସମ୍ମୁଖରେ ବିଜୟ ପାଇଁ ୪୧୦ ରନର ଟାର୍ଗେଟ୍ ରଖିଛି ଭାରତ। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୩୧ ରନରେ ୩ ଓ୍ୱିକେଟ ହରାଇ ସଙ୍କଟରେ ପଡିଛି। ଭାରତ ପକ୍ଷରୁ ଜା଼ଡେଜା ୨ଟି ଓ ମହମ୍ମଦ ସାମି ଗୋଟିଏ ଓ୍ୱିକେଟ ନେଇଛନ୍ତି। ଶ୍ରୀଲଙ୍କାକୁ  ବିଜୟ ପାଇଁ ଆହୁରି ୩୭୯ ରନର ଆବଶ୍ୟକତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story