ଗୁରୁବାରଠାରୁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ

ନର୍ଥ ସାଉଣ୍ଡ୍: ଭାରତୀୟ ଟିମ୍ ଗୁରୁବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଆରମ୍ଭ କରିବ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସଠିକ୍ ସଂଯୋଜନ ସହ ମଇଦାନକୁ ଓହ୍ଲାଇବାକୁ ଚାହିଁବେ। ଭାରତ ଯଦି ଏହି ମ୍ୟାଚ୍ ଜିତେ, ତାହେଲେ କ୍ୟାପଟେନ୍ ଭାବେ କୋହଲିଙ୍କର ଏହା ୨୭ତମ ଟେଷ୍ଟ ବିଜୟ ହେବ ଏବଂ ଏହା ସହ ସେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ସହ ବରାବର କରିନେବେ। ଏହାଛଡ଼ା ମ୍ୟାଚରେ […]

india

india

Ranjit Kumar Jena
  • Published: Wednesday, 21 August 2019
  • Updated: 21 August 2019, 05:42 PM IST

ନର୍ଥ ସାଉଣ୍ଡ୍: ଭାରତୀୟ ଟିମ୍ ଗୁରୁବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଆରମ୍ଭ କରିବ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସଠିକ୍ ସଂଯୋଜନ ସହ ମଇଦାନକୁ ଓହ୍ଲାଇବାକୁ ଚାହିଁବେ। ଭାରତ ଯଦି ଏହି ମ୍ୟାଚ୍ ଜିତେ, ତାହେଲେ କ୍ୟାପଟେନ୍ ଭାବେ କୋହଲିଙ୍କର ଏହା ୨୭ତମ ଟେଷ୍ଟ ବିଜୟ ହେବ ଏବଂ ଏହା ସହ ସେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ସହ ବରାବର କରିନେବେ। ଏହାଛଡ଼ା ମ୍ୟାଚରେ ଯଦି ବିରାଟ୍ ଶତକ ମାରନ୍ତି, କ୍ୟାପଟେନ୍ ଭାବେ ରିକି ପଣ୍ଟିଂଙ୍କର ୧୯ ଟେଷ୍ଟ ଶତକର ରେକର୍ଡ ସମକକ୍ଷ ହେବେ।

କୋହଲି, ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ୍ ଓ ରୋହିତଙ୍କ ଶର୍ମାଙ୍କ ଉପସ୍ଥିତିରେ ବ୍ୟାଟିଂ ଲାଇନ୍ ବେଶ୍ ମଜଭୁତ୍ ଲାଗୁଛି, କିନ୍ତୁ ଜେସନ୍ ହୋଲ୍ଡରଙ୍କ ନେତୃତ୍ୱାଧୀନ ୱେଷ୍ଟଇଣ୍ଡିଜ୍ ଟିମକୁ ଭାରତ ହାଲୁକା ଭାବେ ନେବ ନାହିଁ। ଚଳିତ ବର୍ଷ ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମକୁ ୨-୧ରେ ହରାଇ ୱେଷ୍ଟଇଣ୍ଡିଜ୍ ବିପର୍ଯ୍ୟୟ ଘଟାଇଥିଲା।

ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡ୍ସ ଷ୍ଟାଡିୟମର ପିଚ୍ ପେସ୍ ବୋଲରଙ୍କୁ ସୁହାଇବ। କୋହଲି ପ୍ରଥମ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପକୁ ନେଇ କହିଛନ୍ତି, "ଲୋକେ କହୁଛନ୍ତି ଯେ ଟେଷ୍ଟ କ୍ରିକେଟର ଆଉ ପ୍ରାସଙ୍ଗିକ ରହିନାହିଁ ଏବଂ ଏହା ଧୀରେ ଧୀରେ ଶେଷ ହେବାରେ ଲାଗିଛି। କିନ୍ତୁ ମୋ ମତରେ ଗତକିଛି ବର୍ଷ ହେବ ଟେଷ୍ଟ କ୍ରିକେଟ୍ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇପାରିଛି। ବର୍ତ୍ତମାନ ଖେଳାଳିମାନେ ଚ୍ୟାଲେଞ୍ଜକୁ ଗ୍ରହଣ କରି ମ୍ୟାଚ୍ ଜିତିବା ଉପରେ ଅଧିକ ଫୋକସ୍ କରିବା ଦରକାର। ଟେଷ୍ଟ ଚାମ୍ପିୟନଶିପ୍ ହେବା ଦ୍ୱାରା ଏବେ ଟେଷ୍ଟ ମ୍ୟାଚ୍ ଅଧିକ ରୋମାଞ୍ଚକର ହେବ। ମୋ ମତରେ ଆଇସିସି ସଠିକ୍ ସମୟରେ ସଠିକ୍ ନିର୍ଣ୍ଣୟ ନିଆଯାଇଛି।"

ଏଠାରେ ଖେଳାଯାଇଥିବା ଶେଷ ଟେଷ୍ଟରେ ଇଂଲଣ୍ଡ ଟିମ୍ ଯଥାକ୍ରମେ ୧୮୭ ଓ ୧୩୨ ରନରେ ଅଲଆଉଟ୍ ହୋଇଥିଲା, କିନ୍ତୁ ତାହା ଏବେ ଅତୀତ ହୋଇସାରିଛି। ବର୍ତ୍ତମାନ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ପାଇଁ ଏକମାତ୍ର ଚ୍ୟାଲେଞ୍ଜ ହେଉଛି ନୂଆ ବଲରେ କେମାର ରୋଚ୍ ଓ ଶ୍ୟାନନ୍ ଗାବ୍ରିଏଲଙ୍କ ଭଳି ପେସ ବୋଲରଙ୍କୁ ସାମ୍ନା କରିବା। ଯଦି ପିଚରେ ବାଉନ୍ସ ରହେ, ତାହେଲେ କୋହଲି ଚାରିଜଣ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଓହ୍ଲାଇପାରନ୍ତି। ଏଭଳି ସ୍ଥିତିରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସ୍ପିନର୍ ଭାବେ ସୁଯୋଗ ମିଳିବ। ତିନି ପେସ୍ ବୋଲର୍ ଭାବେ ସ୍ଥାନ ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା ଓ ମହମ୍ମଦ ଶାମି ଖେଳିବେ।

ବ୍ୟାଟିଂ ସଂଯୋଜନ କୋହଲିଙ୍କ ପାଇଁ ମୁଖ୍ୟ ଚିନ୍ତାର ବିଷୟ। ଯଦି ହାର୍ଦ୍ଦିକ ପାଣ୍ଡ୍ୟା ଉପସ୍ଥିତ ଥାନ୍ତେ, ତାହେଲେ କୋହଲି ଏଭଳି ସ୍ଥିତିରେ ରୋହିତ୍ କିମ୍ବା ଆଜିଙ୍କ ରାହାଣେଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସାଇଥାନ୍ତେ। ତେବେ ଟେଷ୍ଟ କ୍ରିକେଟରେ ୱେଷ୍ଟଇଣ୍ଡିଜର ନିକଟ ରେକର୍ଡକୁ ଦୃଷ୍ଟିରେ ରଖି ସେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇପାରନ୍ତି। ଯଦି ପିଚ୍ ଘାସୁଆ ରୁହେ, ତାହେଲେ କୋହଲି ପାଞ୍ଚଜଣ ବୋଲରଙ୍କୁ ଖେଳାଇବେ, ଯେଉଁଥିରେ ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା ରହିବେ ଏବଂ ଦୁଇ ମୁମ୍ବାଇ ଖେଳାଳି (ରୋହିତ୍ ଓ ରାହାଣେ)ଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ।

ଅନ୍ୟଏକ ସମସ୍ୟା ହେଉଛି ମୟଙ୍କ ଅଗ୍ରୱାଲଙ୍କ ସହ କିଏ ଇନିଂସ୍ ଓପନ୍ କରିବ। ଲୋକେଶ ରାହୁଲ୍ ଜଣେ ସ୍ପେଶାଲିଷ୍ଟ ଓପ୍ନର୍, କିନ୍ତୁ ଅଷ୍ଟ୍ରେଲିଆରେ ହନୁମା ବିହାରୀଙ୍କୁ ସୁଯୋଗ ମିଳିଥିଲା। ଏଭଳି ସ୍ଥିତିରେ ଯଦି ବିହାରୀଙ୍କୁ ସୁଯୋଗ ନମିଳେ, ତାହେଲେ ତାଙ୍କ ପ୍ରତି ଅନ୍ୟାୟ ହେବ।

ୱେଷ୍ଟଇଣ୍ଡିଜ୍ ପାଖରେ ଶାଇ ହୋପ୍, ଜନ୍ କ୍ୟାମ୍ପବେଲ୍ ଓ ଶିମରନ୍ ହେଟମେୟରଙ୍କ ଭଳି ତିନି ଯୁବ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ୨୦୧୬ରେ ଭାରତ ବିପକ୍ଷ ସିରିଜରେ ରୋଷ୍ଟନ୍ ଚେଜ୍ କିଙ୍ଗଷ୍ଟନ୍ ଟେଷ୍ଟର ପଞ୍ଚମ ଦିବସରେ ସ୍ପିନର୍ ଅଶ୍ୱିନଙ୍କୁ ନୟାନ୍ତ କରିଥିଲେ ଏବଂ ୱେଷ୍ଟଇଣ୍ଡିଜକୁ ଇନିଂସ୍ ପରାଜୟରୁ ରକ୍ଷା କରିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ୍ ଡାରେନ୍ ବ୍ରାଭୋ ଘରୋଇ ଦଳର ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍, ଯିଏ ୫୨ ଟେଷ୍ଟରେ ପାଖାପାଖି ୩୫୦୦ ରନ୍ କରିଛନ୍ତି। ଟିମରେ ସ୍ଥାନ ପାଇଥିବା ୧୪୦ କେଜି ଓଜନ ବିଶିଷ୍ଟ ରାକୀମ କର୍ନୱାଲଙ୍କ ମଧ୍ୟରେ ସମସ୍ତଙ୍କ ନଜର ରହିଛି। ତେବେ ତାଙ୍କୁ ସୁଯୋଗ ମିଳୁଛି କି ନାହିଁ, ତାହା ଆସନ୍ତାକାଲି ଜଣାପଡିବ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ୍, ରବିଚନ୍ଦ୍ରନ୍ ଅଶ୍ୱିନ୍, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ରିଷଭ ପନ୍ତ, ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ୍, ଋଦ୍ଧିମାନ ସାହା, ଈଶାନ୍ତ ଶର୍ମା, ରୋହିତ୍ ଶର୍ମା, ହନୁମା ବିହାରୀ, ଉମେଶ ଯାଦବ।

ୱେଷ୍ଟଇଣ୍ଡିଜ୍: ଜେସନ୍ ହୋଲ୍ଡର, କ୍ରେଗ୍ ବ୍ରାଥୱେଟ୍, ଡାରେନ୍ ବ୍ରାଭୋ, ଶାମାରା ବ୍ରୁକ୍ସ, ଜନ୍ କ୍ୟାମ୍ପବେଲ୍, ରୋଷ୍ଟନ୍ ଚେଜ୍, ରାକୀମ କର୍ନୱାଲ୍, ଶେନ୍ ଡାଓରିଚ୍, ଶ୍ୟାନନ୍ ଗାବ୍ରିଏଲ୍, ଶିମରନ୍ ହେଟମେୟର୍, ଶାଇ ହୋପ୍, କୀମୋ ପଲ୍, କେମାର ରୋଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story