ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଦିନିକିଆ: ସିରିଜ୍‌ କବଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ

ଭୁବନେଶ୍ୱର: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଖେଳାଯିବ ଚତୁର୍ଥ ଦିନିକିଆ। ୱେଷ୍ଟଇଣ୍ଡିଜ୍‌ର ନର୍ଥ ସାଉଣ୍ଡ୍ ସ୍ଥିତ ସାର ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯିବ। ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍‌ରେ ଭାରତ ଦୁଇଟି ମ୍ୟାଚ୍ ଜିତି ସାରିଛି। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇ ଯିବାରୁ ଦଳ ୨-୦ରେ ଆଗୁଆ ରହିଛି। ତେଣୁ ଦଳ ଆଜିର ମ୍ୟାଚ୍‌କୁ ଜିତି ସିରିଜ୍ ହାତେଇବାକୁ ଉଦ୍ୟମ କରିବ। ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୱେଷ୍ଟଇଣ୍ଡିଜ୍‌କୁ ୧୦୫ […]

virat

virat

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 08:18 AM IST

Sports

Latest News

ଭୁବନେଶ୍ୱର: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଖେଳାଯିବ ଚତୁର୍ଥ ଦିନିକିଆ। ୱେଷ୍ଟଇଣ୍ଡିଜ୍‌ର ନର୍ଥ ସାଉଣ୍ଡ୍ ସ୍ଥିତ ସାର ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯିବ। ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍‌ରେ ଭାରତ ଦୁଇଟି ମ୍ୟାଚ୍ ଜିତି ସାରିଛି। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇ ଯିବାରୁ ଦଳ ୨-୦ରେ ଆଗୁଆ ରହିଛି। ତେଣୁ ଦଳ ଆଜିର ମ୍ୟାଚ୍‌କୁ ଜିତି ସିରିଜ୍ ହାତେଇବାକୁ ଉଦ୍ୟମ କରିବ।

ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୱେଷ୍ଟଇଣ୍ଡିଜ୍‌କୁ ୧୦୫ ରନ୍‌ରେ ପରାସ୍ତ କରିଥିବା ବେଳେ ତୃତୀୟ ଦିନିକିଆରେ ୯୩ ରନ୍‌ରେ ପରାସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos