ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍‌। ୫ଟି ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍ ଆଜି ତ୍ରିନିଦାଦରେ ଖେଳାଯିବ। ମୁଖ୍ୟ କୋଚ୍‌ ବିନା ଭାରତ ଏହି ସିରିଜ ଖେଳିବାକୁ ଯାଉଛି। ଆଇସିସିର ନବମ ରାଙ୍କରେ ଥିବା ୱେଷ୍ଟେଇଣ୍ଡିଜ ଟିମ୍‌ ଇଣ୍ଡିଆ ପାଇଁ ବଡ଼ ଚ୍ୟାଲେଞ୍ଜ ନୁହେଁ। ତେବେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ହାରିବା ପରେ ଏହି ସିରିଜ ଟିମ୍ ଇଣ୍ଡିଆ ପାଇଁ ଏକ ପ୍ରକାର ଗୁରୁତ୍ୱ ବହନ କରିଛି। ଚାମ୍ପିୟନ୍ସ ଟ୍ରଫିର […]

india team

india team

Rakesh Mallick
  • Published: Friday, 23 June 2017
  • Updated: 23 June 2017, 07:52 AM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍‌। ୫ଟି ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍ ଆଜି ତ୍ରିନିଦାଦରେ ଖେଳାଯିବ। ମୁଖ୍ୟ କୋଚ୍‌ ବିନା ଭାରତ ଏହି ସିରିଜ ଖେଳିବାକୁ ଯାଉଛି। ଆଇସିସିର ନବମ ରାଙ୍କରେ ଥିବା ୱେଷ୍ଟେଇଣ୍ଡିଜ ଟିମ୍‌ ଇଣ୍ଡିଆ ପାଇଁ ବଡ଼ ଚ୍ୟାଲେଞ୍ଜ ନୁହେଁ। ତେବେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ହାରିବା ପରେ ଏହି ସିରିଜ ଟିମ୍ ଇଣ୍ଡିଆ ପାଇଁ ଏକ ପ୍ରକାର ଗୁରୁତ୍ୱ ବହନ କରିଛି। ଚାମ୍ପିୟନ୍ସ ଟ୍ରଫିର ସବୁ ମ୍ୟାଚରେ ଭାରତ ପ୍ରାୟ ଭଲ ପ୍ରଦର୍ଶନ କରିଥିଲା। ତେଣୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୫-୦ରେ ସିରିଜ ବିଜୟ ଆଶା କରାଯାଉଛି।  ଟିମ୍ ଇଣ୍ଡିଆର ଉଭୟ ବ୍ୟାଟିଂ  ଓ ବୋଲିଂ ବିଭାଗ ଶୃଙ୍ଖଳିତ  ଅଛି। ରୋହିତ ଶର୍ମା ଏବଂ ଜସପ୍ରୀତ ବୁମରାଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି। ସିରିଜରେ ଋଷବ ପନ୍ତ ଏବଂ  କୁଲଦୀପ ଯାଦବ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି।  ୱେଷ୍ଟ-ଇଣ୍ଡିଜ୍ ଗସ୍ତରେ ଭାରତ ୫ଟି ଦିନିକିଆ ଏବଂ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story