ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଟି-ଟ୍ୱେଣ୍ଟି

ନୂଆଦିଲ୍ଲୀ: ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି କିଙ୍ଗଷ୍ଟନରେ ଖେଳାଯିବ ଏକମାତ୍ର ଟି-ଟ୍ୱେଣ୍ଟି ମ୍ୟାଚ୍। ଦିନିକିଆ ସିରିଜରେ ୩-୧ରେ ବିଜୟୀ ହେବା ପରେ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତି ଗସ୍ତ ଶେଷ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। କୋହଲି ଆଜିର ମ୍ୟାଚରେ ଓପନିଂ କରିପାରନ୍ତି। ଋଷଭ ପନ୍ତଙ୍କୁ ସୁଯୋଗ ମିଳିପାରେ।  ତେବେ କୋହଲିଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ କ୍ରିସ୍ ଗେଲଙ୍କୁ ରୋକିବା। ଫଟାଫଟ କ୍ରିକେଟର ବାଦଶାହ ଗେଲ୍ ଦୀର୍ଘ ୧୫ ମାସ ପରେ ଟିମକୁ […]

INDIA

INDIA

Rakesh Mallick
  • Published: Sunday, 09 July 2017
  • Updated: 09 July 2017, 09:53 AM IST

Sports

Latest News

ନୂଆଦିଲ୍ଲୀ: ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି କିଙ୍ଗଷ୍ଟନରେ ଖେଳାଯିବ ଏକମାତ୍ର ଟି-ଟ୍ୱେଣ୍ଟି ମ୍ୟାଚ୍। ଦିନିକିଆ ସିରିଜରେ ୩-୧ରେ ବିଜୟୀ ହେବା ପରେ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତି ଗସ୍ତ ଶେଷ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

କୋହଲି ଆଜିର ମ୍ୟାଚରେ ଓପନିଂ କରିପାରନ୍ତି। ଋଷଭ ପନ୍ତଙ୍କୁ ସୁଯୋଗ ମିଳିପାରେ।  ତେବେ କୋହଲିଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ କ୍ରିସ୍ ଗେଲଙ୍କୁ ରୋକିବା। ଫଟାଫଟ କ୍ରିକେଟର ବାଦଶାହ ଗେଲ୍ ଦୀର୍ଘ ୧୫ ମାସ ପରେ ଟିମକୁ ପ୍ରତ୍ୟାବର୍ତ୍ତନ କରିବେ। ଏଥିସହ ସୁନୀଲ ନାରାୟନ୍, କିରନ୍ ପୋଲାର୍ଡ ଓ ସାମୁଏଲଙ୍କୁ ନେଇ ଘରୋଇ ଦଳ ମଧ୍ୟ ଶୃଙ୍ଖଳିତ ମନେ ହେଉଛି। ତେଣୁ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ମନେ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story