ୱେଷ୍ଟଇଣ୍ଡିଜ୍ ଉପରେ ଦବଦବା ବଜାୟ ରଖିବାକୁ ଆଜି ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ

ଭୁବନେଶ୍ୱର: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ତୃତୀୟ ମ୍ୟାଚ୍ ଆଜି ଏଣ୍ଟିଗା ସ୍ଥିତ ସାର ଭିଭିଆନ ରିଚାର୍ଡସ୍‌ ଷ୍ଟାଡିୟମରେ ଖେଳା ଯିବ। ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ- ୱେଷ୍ଟଇଣ୍ଡିଜ୍‌କୁ ୧୦୫ ରନ୍‌ରେ ପରାସ୍ତ କରି ଥିଲା। ଦଳ ଆଜିର ମ୍ୟାଚ୍‌କୁ ଜିତି ୱେଷ୍ଟଇଣ୍ଡିଜ୍ ଉପରେ ଦବଦବା ବଜାୟ ରଖିବାକୁ ଚେଷ୍ଟା କରିବ। ସୂଚନାଯୋଗ୍ୟ, ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ବାତିଲ ହୋଇଯାଇଥିଲା। ଭାରତୀୟ ଦଳ ଏବେ ବେଶ ସନ୍ତୁଳିତ ଦେଖାଯାଉଛି। ଉଭୟ […]

india

india

Rakesh Mallick
  • Published: Friday, 30 June 2017
  • Updated: 30 June 2017, 08:58 AM IST

Sports

Latest News

ଭୁବନେଶ୍ୱର: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ତୃତୀୟ ମ୍ୟାଚ୍ ଆଜି ଏଣ୍ଟିଗା ସ୍ଥିତ ସାର ଭିଭିଆନ ରିଚାର୍ଡସ୍‌ ଷ୍ଟାଡିୟମରେ ଖେଳା ଯିବ। ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ- ୱେଷ୍ଟଇଣ୍ଡିଜ୍‌କୁ ୧୦୫ ରନ୍‌ରେ ପରାସ୍ତ କରି ଥିଲା। ଦଳ ଆଜିର ମ୍ୟାଚ୍‌କୁ ଜିତି ୱେଷ୍ଟଇଣ୍ଡିଜ୍ ଉପରେ ଦବଦବା ବଜାୟ ରଖିବାକୁ ଚେଷ୍ଟା କରିବ। ସୂଚନାଯୋଗ୍ୟ, ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ବାତିଲ ହୋଇଯାଇଥିଲା।

ଭାରତୀୟ ଦଳ ଏବେ ବେଶ ସନ୍ତୁଳିତ ଦେଖାଯାଉଛି। ଉଭୟ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ପ୍ରଦର୍ଶନ ଭଲ ରହିଛି। ଦ୍ୱିତୀୟ ମ୍ୟାଚ୍‌ରେ ଶିଖର ଧାୱନ ଓ ଆଜିଙ୍କ୍ୟ ରାହାଣେ ଏକ ଭଲ ପ୍ରାରମ୍ଭ ଦେଇଥିଲେ। ରାହାଲେ ଶତକ ମାରିଥିଲେ। କୋହଲିଙ୍କ ବ୍ୟାଟ୍ ବି କଥା କହିଥିଲା।

ସମ୍ଭାବ୍ୟ ପ୍ଲେଇଙ୍ଗ ଇଲେଭେନ୍‌

ଭାରତ: ଶିଖର ଧାୱନ, ଆଜିଙ୍କ୍ୟ ରାହାଣେ, ବିରାଟ କୋହଲି (ଅଧିନାୟକ), ମହେନ୍ଦ୍ର ସିଂହ ଧୋନୀ (ୱିକେଟ୍ କିପର), ରିଷଭ ପନ୍ତ, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ଭୁବନେଶ୍ୱର କୁମାର ଓ କୁଲଦୀପ ଯାଦବ

ୱେଷ୍ଟଇଣ୍ଡିଜ୍: ଇଭିନ୍ ଲୁଇସ୍, କିରନ ପୋୱେଲ, ଜେସନ୍ ମହମ୍ମଦ, ଶାଇ ହୋପ୍ (ୱିକେଟ୍ କିପର), ଜନାଥନ୍ କାର୍ଟର, ଜେସନ୍ ହୋଲ୍ଡର (ଅଧିନାୟକ), ରୋଷ୍ଟନ ଚେସ୍‌, ଦେବେନ୍ଦ୍ର ବିଶୁ, ଅଲ୍‌ଜାରୀ ଜୋସେଫ୍, ମିଗ୍ୟୁଏଲ୍ କମିନ୍ସ ଓ ଏଶେଲ୍ ନର୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story