ପ୍ରଥମ ଟି-ଟ୍ୱଣ୍ଟି: ୫୩ ରନ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-ଟ୍ୱଣ୍ଟି ସିରିଜ। ଦିଲ୍ଲୀରେ ଫିରୋଜଶାହ କୋଟ୍‌ଲାଠାରେ ଖେଳାଯାଥିବା ପ୍ରଥମ ଟି-ଟ୍ୱଣ୍ଟିରେ ନ୍ୟୁଜିଲ୍ୟାଣ୍ଡକୁ ୫୩ ରନ୍‌ରେ ପରାସ୍ତ କରିଛି ଭାରତ। ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିବା ଭାରତ ଧୂଆଁଦାର ବ୍ୟାଟିଂ କରି ୨୦୨ ରନ୍‌ କରିଥିଲା। ୨୦୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଥିବା ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ  ୮ ୱିକେଟ ହରାଇ ମାତ୍ର […]

india

india

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 11:29 PM IST

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-ଟ୍ୱଣ୍ଟି ସିରିଜ। ଦିଲ୍ଲୀରେ ଫିରୋଜଶାହ କୋଟ୍‌ଲାଠାରେ ଖେଳାଯାଥିବା ପ୍ରଥମ ଟି-ଟ୍ୱଣ୍ଟିରେ ନ୍ୟୁଜିଲ୍ୟାଣ୍ଡକୁ ୫୩ ରନ୍‌ରେ ପରାସ୍ତ କରିଛି ଭାରତ। ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିବା ଭାରତ ଧୂଆଁଦାର ବ୍ୟାଟିଂ କରି ୨୦୨ ରନ୍‌ କରିଥିଲା।

୨୦୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଥିବା ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ  ୮ ୱିକେଟ ହରାଇ ମାତ୍ର ୧୪୯ ରନ୍ କରିବାକୁ ସକ୍ଷମ ହୋଇଥିଲା।

ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ପକ୍ଷରୁ ଓପନର ଶିଖର ଧାଓ୍ୱନ ଓ ରୋହିତ ଶର୍ମା ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ। ଉଭୟ ୮୦ ରନ ଲେଖାଏଁ କରିଥିଲେ। ଶେଷ ଓଭର ଆଡକୁ ଅଧିନାୟକ ବିରଟ କୋହଲି ୧୧ ବଲରେ ଦ୍ରୁତ ୨୩ ରନ କରି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ।

ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପକ୍ଷରୁ ଟମ ଲାଥମ ସର୍ବାଧିକ ୩୯ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ୍‌ ବଡ଼ ସ୍କୋର କରିବାରେ ସଫଳ ହୋଇ ନଥିଲେ। ଭାରତ ପକ୍ଷରୁ ୟଜୁଭେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ଦୁଇ ଦୁଇ ୱିକେଟ୍ ନେଇଥିଲେ।

ଏହି ମ୍ୟାଚ୍‌ ଖେଳି ଭାରତର ଆଶିଶ ନେହେରା ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story