ଏସିଆ କପ୍‌: ଦ୍ୱିତୀୟ ବିଜୟ ଆଣିଲେ କୋହଲି ଓ ପାଣ୍ଡ୍ୟା

ମୀରପୁର: ଭାରତ ଏସିଆ କପ୍‌ ଟି-୨୦ରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱି ପାକିସ୍ତାନକୁ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି। ବାଂଲାଦେଶର ଶେର-ଏ-ବାଂଲା ଷ୍ଟାଡିୟମରେ ଖେଳା ଯାଇଥିବ ଏହି ମ୍ୟାଚ୍‌ରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି ଭାରତ। ପ୍ରଥମ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ୪୫ ରନରେ ପରାସ୍ତ କରିଥିଲା। ଟସ୍‌ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୮୩ ରନ୍ କରିଥିଲା। ଭାରତ […]

india win

india win

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 05:40 PM IST

Bangladesh Asia Cup Cricketମୀରପୁର: ଭାରତ ଏସିଆ କପ୍‌ ଟି-୨୦ରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱି ପାକିସ୍ତାନକୁ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି। ବାଂଲାଦେଶର ଶେର-ଏ-ବାଂଲା ଷ୍ଟାଡିୟମରେ ଖେଳା ଯାଇଥିବ ଏହି ମ୍ୟାଚ୍‌ରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି ଭାରତ। ପ୍ରଥମ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ୪୫ ରନରେ ପରାସ୍ତ କରିଥିଲା।

ଟସ୍‌ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୮୩ ରନ୍ କରିଥିଲା। ଭାରତ ପକ୍ଷରୁ ପାଣ୍ଡ୍ୟାଙ୍କ ୩ଟି ୱିକେଟ ହାସଲ କରିଥିଲେ। ୮୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ଭାରତୀୟ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ୪୯ ରନରେ ଭାରତକୁ ବିଜୟ କରିଥିଲେ।

ଖେଳ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବୋଲିଂ କରିଥିବା ମହମ୍ମଦ ଅମୀର ରୋହିତ ଶର୍ମା ଓ ଆଜିଙ୍କ୍ୟ ରାହାଣେଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ। ଏହା ପରେ ସେ ରାଇନାଙ୍କୁ ମଧ୍ୟ ନିଜ ଶିକାର ବନାଇଥିଲେ। ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିର ଶିକାର କୋହଲି ୧ ରନ୍‌ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ମହମ୍ମଦ ସାମି ତାଙ୍କ ୱିକେଟ୍‌ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଆଉଟ୍‌ କରି ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। ଯୁବରାଜ ସିଂହ ଅପରାଜିତ ୧୪ ଓ ଏମଏସ ଧୋନି ଅପରାଜିତ ୭ ରନ କରି ଭାରତକୁ ବିଜୟୀ କରିଥିଲେ।

ପାକିସ୍ତାନ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ଦଳ ୧୭.୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୮୩ ରନ କରିଥିଲା। ଭାରତୀୟ ବୋଲରଙ୍କ ତୀକ୍ଷ୍ନ ବୋଲିଂ ଆଗରେ କୌଣସି ପାକିସ୍ତନୀ ବ୍ୟାଟ୍ସମ୍ୟାନ ବେଶି ସମୟ ତିଷ୍ଠି ପାରିନ ଥିଲେ। ଦଳ ପକ୍ଷରୁ ଖୁରାମ ମନଞ୍ଜୁର ୧୮ରୁ ୧୦ ରନ ଓ ସର୍ଫୋରାଜ୍ ଅହମ୍ମଦ ୨୪ ବଲରୁ ୨୫  କରି ଆଉଟ ହୋଇଥିଲେ। ବାକି ୮ଜଣ ଖେଳାଳି ଦୁଇ ଅଙ୍କ ଛୁଇଁବାରେ ଅସମର୍ଥ ହୋଇଥିଲେ। ଭାରତ ପକ୍ଷରୁ ହାର୍ଦ୍ଧିକ ପାଣ୍ଡ୍ୟା ୩ଟି, ରବୀନ୍ଦ୍ର ଜାଡେଜା ୨ଟି, ନେହେରା, ବୁମ୍‌ରା ଓ ଯୁବରାଜ ସିଂହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିବା ବିରାଟ କୋହଲିଙ୍କୁ ‘ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story