ଭାରତ ଜିତିଲା ତୃତୀୟ ଟି- ଟ୍ୱେଣ୍ଟି ମ୍ୟାଚ, ୭ ଓ୍ୱିକେଟରେ ହାରିଲା ୱେଷ୍ଟଇଣ୍ଡିଜ

ବାସେଟେରେ: ତୃତୀୟ ଟି- ଟ୍ୱେଣ୍ଟିରେ ୱେଷ୍ଟଇଣ୍ଡିଜକୁ ୭ ଓ୍ୱିକେଟରେ ପରାସ୍ତ କରି ୨-୧ରେ ସିରିଜ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।  ଏହି ମ୍ୟାଚରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ କରିଥିଲା  ୧୬୪ ରନ୍  । ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ଭଲ ଆରମ୍ଭ କରିଥିଲା। ମାତ୍ର ମଧ୍ୟଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜର ରନହାର ଧିମେଇ ଯାଇଥିଲା ।  କାଏଲ୍ ମେୟର୍ସ […]

india

india

Niharika Rout
  • Published: Wednesday, 03 August 2022
  • Updated: 03 August 2022, 08:50 AM IST

Sports

Latest News

ବାସେଟେରେ: ତୃତୀୟ ଟି- ଟ୍ୱେଣ୍ଟିରେ ୱେଷ୍ଟଇଣ୍ଡିଜକୁ ୭ ଓ୍ୱିକେଟରେ ପରାସ୍ତ କରି ୨-୧ରେ ସିରିଜ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।  ଏହି ମ୍ୟାଚରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ କରିଥିଲା  ୧୬୪ ରନ୍  ।

ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ଭଲ ଆରମ୍ଭ କରିଥିଲା। ମାତ୍ର ମଧ୍ୟଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜର ରନହାର ଧିମେଇ ଯାଇଥିଲା ।  କାଏଲ୍ ମେୟର୍ସ ସର୍ବାଧିକ ୭୩ ରନ୍ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୨ଟି, ହାର୍ଦ୍ଦିକ ପାଣ୍ଡ୍ୟା  ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

୧୬୫ ରନ୍ ଲକ୍ଷ୍ୟର ପିଛା କରି ଭାରତୀୟ ଟିମ୍ ୧୯ ଓଭରରେ ହିଁ ଟାର୍ଗେଟ ହାସଲ କରି ନେଇଥିଲା । ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ୧୧ ରନ୍‌ କରିଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ। ତାଙ୍କ ଅଣ୍ଟାରେ ସାଂଘାତିକ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ମାତ୍ର ସୂର୍ଯ୍ୟ କୁମାର ଦେବ ଓ ଶ୍ରେୟସ ଆୟାର ସହଜରେ ଘରୋଇ ବୋଲରଙ୍କୁ ମୁକାବିଲା କରି ଭାରତକୁ ବିଜୟ ପଥରେ ଅଗ୍ରସର କରାଇଥିଲେ।

ଆୟାର ୨୭ ବଲ୍‌ରୁ ୨୪ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ସୂର୍ଯ୍ୟ କୁମାର ୪୪ ବଲ୍‌ରୁ ୮ଟି ଚୌକା ଓ ୪ଟି ଛକା ସହାୟତାରେ ୭୬ ରନ୍‌ କରତ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷିତ ହୋଇଥିଲେ। ରିଷଭ ପନ୍ତ ୩୩, ଦୀପକ ହୁଦା ୧୦ ରନ୍‌ କରି ଅପରାଜିତ ରହିଥିଲେ। ସିରିଜର ଚତୁର୍ଥ ମ୍ୟାଚ ଆସନ୍ତା ୬ ତାରିଖରେ ଖେଳାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story