ବାରବାଟୀ ଟି-୨୦: ୯୩ ରନ୍‌ରେ ଶ୍ରୀଲଙ୍କାକୁ ହରାଇଲା ଭାରତ

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତ, ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍‌ ହରାଇ ୧୮୦ ରନ୍‌ କରିଥିଲା। ୧୮୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଶ୍ରୀଲଙ୍କା ଦଳ ମାତ୍ର ୮୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ୱାଇ ଚହଲ ୪ଟି ୱିକେଟ୍‌ ନେଇଥିବା ବେଳେ […]

india

india

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 11:05 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତ, ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍‌ ହରାଇ ୧୮୦ ରନ୍‌ କରିଥିଲା। ୧୮୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଶ୍ରୀଲଙ୍କା ଦଳ ମାତ୍ର ୮୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ୱାଇ ଚହଲ ୪ଟି ୱିକେଟ୍‌ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, କୁଲଦୀପ ଯାଦବ ୨ଟି ଏବଂ ଯାଦବ ଉନାଦକଟ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଚହଲଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପ୍ରଦାନ କରାଯାଇଥିଲା।

ଶ୍ରୀଲଙ୍କା ପକ୍ଷରୁ ଥରଙ୍ଗା ସର୍ବାଧିକ ୨୩ ରନ୍‌ କରିଥିବା ବେଳେ ଏନ୍‌. ଡିକ୍‌ୱେଲ ୧୩, କେ. ପରେରା ୧୯ ଏବଂ ଡି. ଚାମେରା ୧୨ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ଟସ୍‌ ହାରି ବ୍ୟାଟିଂ ଆରମ୍ଭ କରିଥିବା ଭାରତର ଆରମ୍ଭ ଭଲ ହୋଇ ନଥିଲା। ମାତ୍ର ୧୭ ରନ୍‌ କରି ଅଧିନାୟକ ରୋହିତ ଶର୍ମା ପଞ୍ଚମ ଓଭରର ଶେଷ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏଲ୍‌.ରାହୁଲ ୬୧ ରନ୍‌ର ଅର୍ଦ୍ଧ ଶତକୀୟ ପାରି ଖେଳିଥିଲେ। ଏଥିରେ ୭ଟି ଚୌକା ଓ ଗୋଟିଏ ଛକା ରହିଛି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୩୯ ଓ ମନିଷ ପାଣ୍ଡେ ୩୨ ରନ୍‌ କରି ଅପରାଜିତ ରହିଥିଲେ। ଶେଷ ବଲରେ ଧୋନି ଛକା ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story