ଦ୍ୱିତୀୟ ଟି-ଟ୍ୱେଣ୍ଟି: ଶ୍ରୀଲଙ୍କାକୁ ୬୯ ରନ୍‌ରେ ହରେଇଲା ଭାରତ

ରାଞ୍ଚି: ରାଞ୍ଚିର ଜେଏସସିଏ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଜବରଦସ୍ତ କମ୍ ବ୍ୟାକ୍ କରିଛି ଟିମ ଇଣ୍ଡିଆ। ଦଳ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିକୁ ୬୯ ରନରେ ଜିତି ଯାଇଛି। ଏହି ବିଜୟ ସହ ଭାରତ ୧-୧ରେ ସିରିଜ୍ ବରାବର କରିଛି। ପ୍ରଥମ ଟି-୨୦ରେ ଶ୍ରୀଲଙ୍କା ୫ ୱିକେଟରେ ଭାରତକୁ ହରାଇଥିଲା।  ସିରିଜର ଶେଷ ମ୍ୟାଚ୍‌ ବିଶାଖାପାଟଣାରେ ଖେଳାଯିବ। ଆଜି ଶ୍ରୀଲଙ୍କା ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ […]

india won

india won

Rakesh Mallick
  • Published: Friday, 12 February 2016
  • Updated: 12 February 2016, 05:37 PM IST

Sports

Latest News

india won

ରାଞ୍ଚି: ରାଞ୍ଚିର ଜେଏସସିଏ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଜବରଦସ୍ତ କମ୍ ବ୍ୟାକ୍ କରିଛି ଟିମ ଇଣ୍ଡିଆ। ଦଳ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିକୁ ୬୯ ରନରେ ଜିତି ଯାଇଛି। ଏହି ବିଜୟ ସହ ଭାରତ ୧-୧ରେ ସିରିଜ୍ ବରାବର କରିଛି। ପ୍ରଥମ ଟି-୨୦ରେ ଶ୍ରୀଲଙ୍କା ୫ ୱିକେଟରେ ଭାରତକୁ ହରାଇଥିଲା।  ସିରିଜର ଶେଷ ମ୍ୟାଚ୍‌ ବିଶାଖାପାଟଣାରେ ଖେଳାଯିବ।

ଆଜି ଶ୍ରୀଲଙ୍କା ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ଶ୍ରୀଲଙ୍କା ଆଗରେ ରଖିଥିଲା ୧୯୭ ରନର  ବିଜୟ ଲକ୍ଷ୍ୟ। ଭାରତ ପକ୍ଷରୁ ରୋହିତ ଶର୍ମା ୩୬ ବଲରୁ ୪୩ ରନ୍, ଶିଖର ଧୱାନ୍ ୨୫ ବଲରୁ ୫୧, ଆଜିଙ୍କ୍ୟ ରାହାଣେ ୨୧ ବଲରୁ ୨୫ ରନ୍, ସୁରେଶ ରାଇନା ୧୯ ବଲରୁ ୩୦ ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରୁ ୨୭ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ତୁଷାରା ପେରେରା ୩ଟି ୱିକେଟ୍ ଓ ଡି.ଚାମେରା ୨ଟି ଓ ଏସ୍.ସେନାନାୟକେ ଗୋଟିଏ ୱିକେଟ୍ ନେଇଥିଲେ।

୧୯୭ରନ ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରଥମ ଓଭରରୁ ହିଁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ। ଦଳୀୟ ସ୍କୋର ୧୬ ହୋଇଥିବା ବେଳେ ଦଳ ଦିଲଶାନ୍, ପ୍ରଶନ୍ନା ଓ ଗୁନାଥଇଲାକାଙ୍କୁ ହରାଇ ସାରିଥିଲା। ଏହାପରେ ଦୀନେଶ ଚାଣ୍ଡିମାଳ୍‌(୩୦ବଲରୁ ୩୧ରନ),ସି.କାପୁଗେରେଡା (୨୭ ବଲରୁ ୧୮ ରନ) ଓ ଡି.ଶାନାକା (୧୮ ବଲରୁ ୨୭) କରି ପ୍ୟାଭିଲିୟନ ଫେରିଥିଲେ।

ଭାରତ ପକ୍ଷରୁ ଆଶିଷ ନେହେରା, ବୁମାରା ଓ ଜାଡେଜା ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ  ଅଶ୍ୱିନ୍ ୩ଟି ୱିକେଟ ନେଇଥିଲେ।

ଶିଖର ଧୱାନଙ୍କୁ ‘ମ୍ୟାନ ଅଫ୍ ଦି ମ୍ୟାଚ୍‌’ ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story