ହକି ଚାମ୍ପିଅନ୍‌ସିପ୍‌: ଗ୍ରେଟ୍‌ ବ୍ରିଟେନ୍‌କୁ ୨-୧ରେ ପରାସ୍ତ କଲା ଭାରତ

ଲଣ୍ଡନ: ହକି ଚାମ୍ପିଅନ୍‌ସିପ୍‌ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଗ୍ରେଟ୍‌ବ୍ରିଟେନ୍‌କୁ ୨-୧ରେ ପରାଜିତ କରିଛି। ଭାରତ ପକ୍ଷରୁ ମନଦୀପ ସିଂହ(୧୭ ମିନିଟ୍‌) ଓ ହରମିତ୍‌ ସିଂହ(୩୪ ମିନିଟ୍‌)ରେ ଦୁଇଟି ଗୋଲ୍‌ ଦେଇଥିବାବେଳେ ଗ୍ରେଟ୍‌ ବ୍ରିଟେନ୍‌ ପକ୍ଷରୁ ଆଶଲେ ଜ୍ୟାକ୍‌ସନ୍‌(୩୫ ମିନିଟ୍‌) ଗୋଟିଏ ଗୋଲ୍ ଦେଇଥିଲେ। ପ୍ରଥମାର୍ଦ୍ଧରେ ଭାରତ ଗ୍ରେଟ୍‌ ବ୍ରିଟେନ୍‌କୁ ଚାପରେ ରଖିଥିଲେ। ଏହି ଧାରା ଦ୍ୱିତୀୟାର୍ଦ୍ଧରେ ଜାରି ରଖିଥିଲା ଭାରତ। କିନ୍ତୁ ଶେଷ ମିନିଟ୍‌ରେ ବିପକ୍ଷ ଦଳ ପକ୍ଷରୁ ଏକ ଗୋଲ୍ ଦେଇଥିଲେ।

hocky

Rakesh Mallick
  • Published: Sunday, 12 June 2016
  • , Updated: 13 June 2016, 12:30 PM IST

ଲଣ୍ଡନ: ହକି ଚାମ୍ପିଅନ୍‌ସିପ୍‌ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଗ୍ରେଟ୍‌ବ୍ରିଟେନ୍‌କୁ ୨-୧ରେ ପରାଜିତ କରିଛି।

ଭାରତ ପକ୍ଷରୁ ମନଦୀପ ସିଂହ(୧୭ ମିନିଟ୍‌) ଓ ହରମିତ୍‌ ସିଂହ(୩୪ ମିନିଟ୍‌)ରେ ଦୁଇଟି ଗୋଲ୍‌ ଦେଇଥିବାବେଳେ ଗ୍ରେଟ୍‌ ବ୍ରିଟେନ୍‌ ପକ୍ଷରୁ ଆଶଲେ ଜ୍ୟାକ୍‌ସନ୍‌(୩୫ ମିନିଟ୍‌) ଗୋଟିଏ ଗୋଲ୍ ଦେଇଥିଲେ।

ପ୍ରଥମାର୍ଦ୍ଧରେ ଭାରତ ଗ୍ରେଟ୍‌ ବ୍ରିଟେନ୍‌କୁ ଚାପରେ ରଖିଥିଲେ। ଏହି ଧାରା ଦ୍ୱିତୀୟାର୍ଦ୍ଧରେ ଜାରି ରଖିଥିଲା ଭାରତ। କିନ୍ତୁ ଶେଷ ମିନିଟ୍‌ରେ ବିପକ୍ଷ ଦଳ ପକ୍ଷରୁ ଏକ ଗୋଲ୍ ଦେଇଥିଲେ।

Related story