ଶ୍ରୀଲଙ୍କା ଟେଷ୍ଟରେ ଭାରତର ବାଜିମାତ୍‌: ୪ ଦିନରେ ଖେଳ ଶେଷ

ଭୁବନେଶ୍ୱର: ଶ୍ରୀଲଙ୍କା ଟେଷ୍ଟରେ ଭାରତର ବାଜିମାତ। ଶ୍ରୀଲଙ୍କାକୁ ୩୦୪ ରନରେ ହରାଇ ଭାରତ ଗାଲେ ଟେଷ୍ଟକୁ ନିଜ ନାଁରେ କରିଛି। ଗାଲେ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମରେ ଶ୍ରୀଲଙ୍କା-ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ୪ଦିନରେ ଶେଷ ହୋଇଛି। ଭାରତ ପ୍ରଥମ ଇଂନିସରେ ୬୦୦ ରନ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୨୯୧ ରନରେ ଆଉଟ୍‌ ହୋଇଯାଇଥିଲା । ଏହା ପରେ ଭାରତ ଶ୍ରୀଲଙ୍କାକୁ ଫଲୋଅନ ନ ଦେଇ ବ୍ୟାଟିଂ କରିଥିଲା। ଦ୍ୱିତୀୟ ଇଂନିସରେ ଭାରତ ମାତ୍ର ୨୪୦ ରନ […]

india-cricket-team-

india-cricket-team-

Rakesh Mallick
  • Published: Saturday, 29 July 2017
  • Updated: 29 July 2017, 04:49 PM IST

Sports

Latest News

ଭୁବନେଶ୍ୱର: ଶ୍ରୀଲଙ୍କା ଟେଷ୍ଟରେ ଭାରତର ବାଜିମାତ। ଶ୍ରୀଲଙ୍କାକୁ ୩୦୪ ରନରେ ହରାଇ ଭାରତ ଗାଲେ ଟେଷ୍ଟକୁ ନିଜ ନାଁରେ କରିଛି। ଗାଲେ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମରେ ଶ୍ରୀଲଙ୍କା-ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ୪ଦିନରେ ଶେଷ ହୋଇଛି। ଭାରତ ପ୍ରଥମ ଇଂନିସରେ ୬୦୦ ରନ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୨୯୧ ରନରେ ଆଉଟ୍‌ ହୋଇଯାଇଥିଲା । ଏହା ପରେ ଭାରତ ଶ୍ରୀଲଙ୍କାକୁ ଫଲୋଅନ ନ ଦେଇ ବ୍ୟାଟିଂ କରିଥିଲା। ଦ୍ୱିତୀୟ ଇଂନିସରେ ଭାରତ ମାତ୍ର ୨୪୦ ରନ କରି ପାଳି ଷୋଷଣା କରିଥିଲା। ୫୫୦ ରନର ଏକ ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଦ୍ୱିତୀୟ ଇଂନିସରେ ମାତ୍ର  ୨୪୫ ରନ କରିବାରେ ସକ୍ଷମ ହୋଇପାରିଥିଲା। ଯେଉଁଥିରେ ଅଶ୍ୱିନୀ ଓ ଜାଡେଜା ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଉମେଶ ଯାଦବ ଓ ଶାମି ଗୋଟିଏ ଲେଖାଏଁ ୱକେଟ୍‌ ନେଇଛନ୍ତି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୧-୦ରେ ଅଗ୍ରଣୀ ଲଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story