ଶ୍ରୀଲଙ୍କା ବିପକ୍ଷ ଟି-୨୦: ୨-୦ରେ ଆଗୁଆ ରହି ସିରିଜ କବ୍‌ଜା କଲା ଭାରତ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ରେ ଶ୍ରୀଲଙ୍କାକୁ ୮୮ ରନ୍‌ରେ ହରାଇଛି ଭାରତ। ୩ଟିକିଆ ମ୍ୟାଚରେ ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ୧୧୮ ରନ୍‌ ଯୋଗୁଁ ଭାରତ ୨୦ ଓଭରରେ ୨୬୦ ରନ୍‌ କରିଥିଲା। ଶ୍ରୀଲଙ୍କା ଟସ୍‌ ହାରି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତ ପକ୍ଷରୁ ଓପ୍‌ନିଂ କରିବାକୁ ଆସିଥିଲେ ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲ୍‌। ଉଭୟ ଶ୍ରୀଲଙ୍କା ବୋଲରଙ୍କୁ […]

india wone

india wone

Rakesh Mallick
  • Published: Friday, 22 December 2017
  • Updated: 22 December 2017, 11:14 PM IST

Sports

Latest News

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ରେ ଶ୍ରୀଲଙ୍କାକୁ ୮୮ ରନ୍‌ରେ ହରାଇଛି ଭାରତ। ୩ଟିକିଆ ମ୍ୟାଚରେ ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ୧୧୮ ରନ୍‌ ଯୋଗୁଁ ଭାରତ ୨୦ ଓଭରରେ ୨୬୦ ରନ୍‌ କରିଥିଲା।

ଶ୍ରୀଲଙ୍କା ଟସ୍‌ ହାରି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତ ପକ୍ଷରୁ ଓପ୍‌ନିଂ କରିବାକୁ ଆସିଥିଲେ ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲ୍‌। ଉଭୟ ଶ୍ରୀଲଙ୍କା ବୋଲରଙ୍କୁ ନାକେଦମ୍ କରିଥିଲେ। ରୋହିତ ୪୩ ବଲ୍‌ରେ ୧୧୮ ରନ୍‌ କରି ଦୁଷ୍ମନ୍ତଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ପରେ ଧୋନି ଓ ରାହୁଲ୍‌ ପାଳି ସମ୍ଭାଳିଥିଲେ। ତା’ପରେ ରାହୁଲ୍‌ ୮୮, ଧୋନି ୨୮, ହାର୍ଦ୍ଦିକ ପାଣ୍ଡ୍ୟା ୧୦, ଶ୍ରେୟାସ ଶୂନରେ ଆଉଟ୍‌ ହୋଇଥିବା ବେଳେ ମନିସ ପାଣ୍ଡେ ୧ ଓ ଦୀନେଶ କାର୍ତ୍ତିକ ୫ ରନରେ ଆଉଟ୍‌ ହୋଇଯାଇଥିଲେ।

ଶ୍ରୀଲଙ୍କା ପକ୍ଷରୁ ପେରେରା ୨, ପ୍ରଦୀପ ୨ ଓ ଦୁଷ୍ମନ୍ତ ଗୋଟିଏ ୱିକେଟ୍‌ ନେଇଛନ୍ତି। ୨୬୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ମାତ୍ର ୧୭୨ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା। କୁସାଲ ପେରେରା ୭୭ ରନ୍‌, ନିରେଶନ୍‌ ଡିକ୍‌ୱେଲ ୨୫ ଓ ଉପୁଲ ତରଙ୍ଗା ୪୭ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସ ମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଭାରତ ପକ୍ଷରୁ ଚେହେଲ ୪ଟି, କୁଲଦୀପ ଯାଦବ ୩ଟି, ହାରର୍ଦ୍ଦିକ ପାଣ୍ଡ୍ୟା ୧ ଓ ଜୟଦେବ ଗୋଟିଏ ୱିକେଟ୍‌ ଅକ୍ତିଆର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story