ଭାରତର ଲଗାତାର ତୃତୀୟ ବିଜୟ

ଜୋହର ବାହରୁ (ମାଲେସିଆ): ସୁଲ୍‌ତାନ୍ ଜୋହାର୍ କପ୍‌ରେ ଭାରତର ଲଗାତାର ତୃତୀୟ ବିଜୟ। ପୂର୍ବରୁ ମାଲେସିଆ ଓ ନ୍ୟୁଜିଲାଣ୍ଡକୁ ହରାଇଥିବା ଭାରତୀୟ ଜୁନିଅର ପୁରୁଷ ଦଳ ଗତକାଲି ଜାପାନକୁ ହରାଇଛି। ଦଳ ଜାପାନକୁ ୧-୦ ଗୋଲ୍‌ରେ ହରାଇଛି। ୪୨ତମ ମିନିଟ୍‌ରେ ଭାରତ ଏହି ଗୋଲ୍ କରିଥିଲା। The Indian Junior Men’s Hockey Team clinched their third successive victory at the 8th Sultan of Johor Cup 2018 as they beat […]

hockey

hockey

Jitendra Garnayak
  • Published: Wednesday, 10 October 2018
  • Updated: 10 October 2018, 11:52 AM IST

Sports

Latest News

ଜୋହର ବାହରୁ (ମାଲେସିଆ): ସୁଲ୍‌ତାନ୍ ଜୋହାର୍ କପ୍‌ରେ ଭାରତର ଲଗାତାର ତୃତୀୟ ବିଜୟ। ପୂର୍ବରୁ ମାଲେସିଆ ଓ ନ୍ୟୁଜିଲାଣ୍ଡକୁ ହରାଇଥିବା ଭାରତୀୟ ଜୁନିଅର ପୁରୁଷ ଦଳ ଗତକାଲି ଜାପାନକୁ ହରାଇଛି।

ଦଳ ଜାପାନକୁ ୧-୦ ଗୋଲ୍‌ରେ ହରାଇଛି। ୪୨ତମ ମିନିଟ୍‌ରେ ଭାରତ ଏହି ଗୋଲ୍ କରିଥିଲା।


ଗତକାଲି ମ୍ୟାଚ୍ ବେଳେ ବର୍ଷା ହୋଇଥିଲା। ବର୍ଷା ପାଇଁ କିଛି ସମୟ ପାଇଁ ମ୍ୟାଚ୍‌ରେ ବାଧା ସୃଷ୍ଟି ହୋଇଥିଲା।

ଦ୍ୱିତୀୟ ମ୍ୟାଚ୍‌ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୭-୧ ଗୋଲ୍‌ରେ ହରାଇଥିଲା। ସେହିପରି ଉଦ୍‌ଘାଟନୀ ମ୍ୟାଚ୍‌ରେ ମାଲେସିଆକୁ ୨-୧ରେ ପରାସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos