ଅମିତ୍ ମିଶ୍ରାଙ୍କ ନାଁରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ବେଙ୍ଗାଲୁରୁ: ଭାରତୀୟ ଲେଗ୍ ସ୍ପିନର ଅମିତ ମିଶ୍ରା ବେଙ୍ଗଲୁରୁରେ ଜଣେ ମହିଳାଙ୍କୁ ଶାରୀରିକ ଭାବେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ବେଙ୍ଗଲୁରୁ ପୋଲିସ୍ ଅମିତଙ୍କୁ ନୋଟିସ୍ ଜାରି କରିଛନ୍ତି। ୭ ଦିନ ମଧ୍ୟରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଛି। ଅସଦାଚରଣ ନେଇ ମହିଳା ଜଣଙ୍କ ବେଙ୍ଗାଲୁରୁର ଅଶୋକ ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ବେଙ୍ଗାଲୁରୁର ଡେପୁଟି ପୋଲିସ କମିଶନର ସନ୍ଦିପ ପାଟିଲ କହିଛନ୍ତି ଯେ ମହିଳା ଜଣଙ୍କ ଅମିତ ମିଶ୍ରାଙ୍କ […]

amit-mishra

amit-mishra

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 04:33 PM IST

ବେଙ୍ଗାଲୁରୁ: ଭାରତୀୟ ଲେଗ୍ ସ୍ପିନର ଅମିତ ମିଶ୍ରା ବେଙ୍ଗଲୁରୁରେ ଜଣେ ମହିଳାଙ୍କୁ ଶାରୀରିକ ଭାବେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ବେଙ୍ଗଲୁରୁ ପୋଲିସ୍ ଅମିତଙ୍କୁ ନୋଟିସ୍ ଜାରି କରିଛନ୍ତି। ୭ ଦିନ ମଧ୍ୟରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଛି।

ଅସଦାଚରଣ ନେଇ ମହିଳା ଜଣଙ୍କ ବେଙ୍ଗାଲୁରୁର ଅଶୋକ ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ବେଙ୍ଗାଲୁରୁର ଡେପୁଟି ପୋଲିସ କମିଶନର ସନ୍ଦିପ ପାଟିଲ କହିଛନ୍ତି ଯେ ମହିଳା ଜଣଙ୍କ ଅମିତ ମିଶ୍ରାଙ୍କ କୋଠରୀକୁ ଯାଇଥିବା ବେଳେ ତାଙ୍କ ପ୍ରତି ଶାରୀରିକ ଭାବେ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି।  ମହିଳା ଜଣଙ୍କ କହିଛନ୍ତି ଯେ ଗତ ମାସ ମ୍ୟାଚବେଳେ ଅମିତ ମିଶ୍ରାଙ୍କ ଭେଟ ହୋଇଥିଲା। ସେହି ସମୟରେ ଅମିତ ମିଶ୍ରା ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ।

ସୂଚନାଯୋଗ୍ୟ,ଅମିତ ମିଶ୍ରା ଭାରତୀୟ ଦଳର ଜଣେ ଲେଗ ସ୍ପିନର। ଏବେ ସେ ମହତ୍ମା ଗାନ୍ଧି-ନେଲସନ ମାଣ୍ଡେଲା ସିରିଜରେ ଭାରତ ପକ୍ଷରୁ ଖେଳୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story