ମହିଳାଙ୍କୁ ଦୁର୍ବ୍ୟବହାର ମାମଲା: ଗିରଫ ପରେ ଜାମିନରେ ଆସିଲେ ଅମିତ ମିଶ୍ରା

ବେଙ୍ଗାଲୁରୁ: ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଟିମ୍ ଇଣ୍ଡିଆର ଲେଗ୍ ସ୍ପିନର ଅମିତ ମିଶ୍ରାଙ୍କୁ ମଙ୍ଗଳବାର ବେଙ୍ଗାଲୁରୁ ପୋଲିସ୍ ଗିରଫ କରିଛି। ଅବଶ୍ୟ ପରେ ତାଙ୍କୁ ଜାମିନ୍ ମିଳି ଯାଇଥିଲା। ବେଙ୍ଗାଲୁରୁ ପୋଲିସ୍ ତାଙ୍କୁ ଗିରଫ କରିବା ପୂର୍ବରୁ ୩ ଘଣ୍ଟା ଧରି ଜେରା କରିଥିଲା। ଜେରା କରିବା ପରେ ଗିରଫ କରି କୋର୍ଟରେ ହାଜର କରିଥିଲା। ଜଣେ ମହିଳାଙ୍କ ସହିତ ଅସଦାଚରଣ କରିବା ନେଇ ଅଶୋକନଗର ଥାନାରେ ଅଭିଯୋଗ ହେବା ପରେ ଅମିତ ମିଶ୍ରାଙ୍କୁ ନୋଟିସ୍ […]

Amit Mishra

Amit Mishra

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 10:40 AM IST

Sports

Latest News

ବେଙ୍ଗାଲୁରୁ: ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଟିମ୍ ଇଣ୍ଡିଆର ଲେଗ୍ ସ୍ପିନର ଅମିତ ମିଶ୍ରାଙ୍କୁ ମଙ୍ଗଳବାର ବେଙ୍ଗାଲୁରୁ ପୋଲିସ୍ ଗିରଫ କରିଛି। ଅବଶ୍ୟ ପରେ ତାଙ୍କୁ ଜାମିନ୍ ମିଳି ଯାଇଥିଲା।

ବେଙ୍ଗାଲୁରୁ ପୋଲିସ୍ ତାଙ୍କୁ ଗିରଫ କରିବା ପୂର୍ବରୁ ୩ ଘଣ୍ଟା ଧରି ଜେରା କରିଥିଲା। ଜେରା କରିବା ପରେ ଗିରଫ କରି କୋର୍ଟରେ ହାଜର କରିଥିଲା।

ଜଣେ ମହିଳାଙ୍କ ସହିତ ଅସଦାଚରଣ କରିବା ନେଇ ଅଶୋକନଗର ଥାନାରେ ଅଭିଯୋଗ ହେବା ପରେ ଅମିତ ମିଶ୍ରାଙ୍କୁ ନୋଟିସ୍ ଜାରି କରାଯାଇଥିଲା। ୭ ଦିନ ମଧ୍ୟରେ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମହିଳା ଜଣଙ୍କ ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ ଯେ ସେ ଅମିତ ମିଶ୍ରାଙ୍କୁ ଗତ ତିନି ବର୍ଷ ହେଲା ଜାଣିଥିଲେ। ଗତମାସରେ ବେଙ୍ଗାଲୁରୁର ଏକ ହୋଟେଲରେ ଅମିତ ତାଙ୍କ ସହିତ ଶାରୀରିକ ଭାବେ ଅସଦ୍ ବ୍ୟବହାର କରିଥିଲେ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ଭାରତ ଖେଳିବାକୁ ଥିବା ଚାରୋଟି ଟେଷ୍ଟରୁ ପ୍ରଥମ ଦୁଇଟିରେ ଅମିତ ମିଶ୍ରା ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story