ନ୍ୟୁଜିଲାଣ୍ଡ୍ ଗସ୍ତ ପାଇଁ ଭାରତୀୟ ହକି ଦଳ ଘୋଷଣା; ଓଡ଼ିଶାରୁ ବୀରେନ୍ଦ୍ର ଲାକ୍ରା ଟିମରେ ସାମିଲ

ନୂଆଦିଲ୍ଲୀ: ଅକ୍ଟୋବର ୨ରୁ ୧୧ ତାରିଖ ଯାଏଁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ହକି ଟେଷ୍ଟ୍ ସିରିଜ୍। ନ୍ୟୁଜିଲାଣ୍ଡରେ ଖେଳାଯିବ ଏହି ସିରିଜ୍। ଆଉ ଏଥିପାଇଁ ଆଜି ୨୧ ଜଣିଆ ଭାରତୀୟ ହକି ଦଳ ଘୋଷଣା କରାଯାଇଛି।  ଦଳର ନେତୃତ୍ୱ ନେବେ ସର୍ଦାର ସିଂ। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ବୀରେନ୍ଦ୍ର ଲାକ୍ରା ଟିମରେ ସ୍ଥାନ ପାଇଛନ୍ତି। ଭାରତୀୟ ଟିମ୍: ଗୋଲକିପର: ପିଆର ଶ୍ରୀଜେସ(ଉପ-ଅଧିନାୟକ), ହରଜିତ ସିଂହ। ଡିଫେଣ୍ଡର:  ବୀରେନ୍ଦ୍ର ଲାକ୍ରା, କୋଥାଜିତ ସିଂହ, ଭିଆର ରଘୁନାଥ, ଜେ.ଏସ […]

Birendra-Lakra-Indian-Hockey-2268

Birendra-Lakra-Indian-Hockey-2268

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 03:14 PM IST

Sports

Latest News

Birendra-Lakra-Indian-Hockey-2268

ନୂଆଦିଲ୍ଲୀ: ଅକ୍ଟୋବର ୨ରୁ ୧୧ ତାରିଖ ଯାଏଁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ହକି ଟେଷ୍ଟ୍ ସିରିଜ୍। ନ୍ୟୁଜିଲାଣ୍ଡରେ ଖେଳାଯିବ ଏହି ସିରିଜ୍। ଆଉ ଏଥିପାଇଁ ଆଜି ୨୧ ଜଣିଆ ଭାରତୀୟ ହକି ଦଳ ଘୋଷଣା କରାଯାଇଛି।  ଦଳର ନେତୃତ୍ୱ ନେବେ ସର୍ଦାର ସିଂ। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ବୀରେନ୍ଦ୍ର ଲାକ୍ରା ଟିମରେ ସ୍ଥାନ ପାଇଛନ୍ତି।

ଭାରତୀୟ ଟିମ୍:

ଗୋଲକିପର: ପିଆର ଶ୍ରୀଜେସ(ଉପ-ଅଧିନାୟକ), ହରଜିତ ସିଂହ।

ଡିଫେଣ୍ଡର:  ବୀରେନ୍ଦ୍ର ଲାକ୍ରା, କୋଥାଜିତ ସିଂହ, ଭିଆର ରଘୁନାଥ, ଜେ.ଏସ କୁଲାର, ରୁପିନ୍ଦର ପାଲ ସିଂହ ଓ ଗୁରଜିନ୍ଦର ସିଂହ।

ମିଡ୍ ଫିଲ୍ଡର:ସର୍ଦ୍ଦାର ସିଂହ (ଅଧିନାୟକ), ଚିଙ୍ଗେଲସାନା ସିଂହ, ଏସ.କେ ଉଥାପ୍ପା, ସତବୀର ସିଂହ, ଦେବୀନ୍ଦର ବାଲ୍ମିକୀ, ମନପ୍ରୀତ ସିଂହ,                            ଧର୍ମବୀର ସିଂହ।

ଫରୱାର୍ଡ: ଏସ.ଭି ସୁନୀଲ, ରାମଦୀପ ସିଂହ, ଆକାଶଦୀପ ସିଂହ, ମାନଦୀପ ସିଂହ ଓ ଲଳିତ ଉପାଧେୟ ଓ ନିକ୍କିନ ଥିମେୟା।

ଏହି ଗସ୍ତ ବେଳେ ଭାରତ ୬ଟି ମ୍ୟାଚ୍ ଖେଳିବ। ପ୍ରଥମ ଦୁଇଟି ମ୍ୟାଚ୍ ଦଳ ନ୍ୟୁଜିଲାଣ୍ଡ୍ ‘ଏ’ ଟିମ୍ ସହିତ ଖେଳିବ। ବାକି ଚାରୋଟି ନ୍ୟୁଜିଲାଣ୍ଡ ସିନିୟର ଟିମ୍ ସହିତ ଖେଳିବ।  ଏହି ୪ଟି ମ୍ୟାଚ ଯଥାକ୍ରମେ ୬, ୭, ୯ ଓ ୧୧ (ନେଲସନ ଓ ଖ୍ରୀଷ୍ଟଚର୍ଚ୍ଚରେ ଦୁଇଟି ଲେଖାଏଁ ମ୍ୟାଚ ଅନୁଷ୍ଠିତ ହେବ)ରେ ଖେଳାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story