ଭେଟନ୍ତୁ ଦୁଇଥର ବିବାହ କରିଥିବା କିଛି ଭାରତୀୟ କ୍ରିକେଟରଙ୍କୁ

ଆଜିକାଲି କ୍ରିକେଟରମାନଙ୍କର ଲୋକପ୍ରିୟତା କୌଣସି ବଲିଉଡଷ୍ଟାରଙ୍କଠୁ କମ ନୁହେଁ। ସେମାନଙ୍କର ପସନ୍ଦ ନା ପସନ୍ଦ ଏମିତିକି ତାଙ୍କ ବ୍ୟତିଗତ ଜୀବନରେ କ’ଣ ଚାଲୁଛି ତାହା ଜାଣିବା ପାଇଁ ଫ୍ୟାନ୍ସମାନେ ବେଶ୍ ଉତ୍ସୁକ। ଆଜିକାଲି ଏକାଧିକ ବିବାହ କରିବା ଏକ ସାଧାରଣ କଥା ହୋଇଗଲାଣି। ତେବେ କିଛି କ୍ରିକେଟର ଅଛନ୍ତି ଯେଉଁମାନେ ଏକାଧିକ ବିବାହ କରିଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ନାଁ। ବିନୋଦ କାମ୍ବଲୀ:  ବିନୋଦ କାମ୍ବଲୀ ୧୯୯୮ ମସିହାରେ ନାଁଏଲା ଲୁଇସଙ୍କୁ ବିବାହ କରିଥିଲେ। ତାଙ୍କ ବୈବାହିକ […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 06:34 PM IST

Sports

Latest News

ଆଜିକାଲି କ୍ରିକେଟରମାନଙ୍କର ଲୋକପ୍ରିୟତା କୌଣସି ବଲିଉଡଷ୍ଟାରଙ୍କଠୁ କମ ନୁହେଁ। ସେମାନଙ୍କର ପସନ୍ଦ ନା ପସନ୍ଦ ଏମିତିକି ତାଙ୍କ ବ୍ୟତିଗତ ଜୀବନରେ କ’ଣ ଚାଲୁଛି ତାହା ଜାଣିବା ପାଇଁ ଫ୍ୟାନ୍ସମାନେ ବେଶ୍ ଉତ୍ସୁକ। ଆଜିକାଲି ଏକାଧିକ ବିବାହ କରିବା ଏକ ସାଧାରଣ କଥା ହୋଇଗଲାଣି। ତେବେ କିଛି କ୍ରିକେଟର ଅଛନ୍ତି ଯେଉଁମାନେ ଏକାଧିକ ବିବାହ କରିଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ନାଁ।

vinod

ବିନୋଦ କାମ୍ବଲୀ:  ବିନୋଦ କାମ୍ବଲୀ ୧୯୯୮ ମସିହାରେ ନାଁଏଲା ଲୁଇସଙ୍କୁ ବିବାହ କରିଥିଲେ। ତାଙ୍କ ବୈବାହିକ ଜୀବନ କିନ୍ତୁ ସଫଳ ହୋଇପାରିଲା ନାହିଁ। କିଛି ଦିନ ପରେ ତାଙ୍କ ଜୀବନ ଏକ ନୂଆ ମୋଡ ନେଲା। ସୋମାନେ ଦୁଇଜଣ ଅଲଗା ହୋଇଗଲେ। ପରେ ୨୦୧୪ ମସିହାରେ ବିନୋଦ କାମ୍ବଲୀ ଆଣ୍ଡ୍ରେଆଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

azhar

ମହମ୍ମଦ ଅଜହରଉଦ୍ଦିନ୍: ଅଜହରଙ୍କ ଜୀବନ ପୂରା ଫିଲ୍ମୀ ଲାଇଫ ପରି। ତାଙ୍କ ଉପରେ ଏକ ଫିଲ୍ମ ହୋଇସାରିଛି। ନୌରିନଙ୍କୁ ବିବାହ କରିବାର ଅନେକ ବର୍ଷ ପରେ ତାଙ୍କ ଜୀବନକୁ ଅଭିନେତ୍ରୀ ସଙ୍ଗୀତା ବିଜଲାନୀ ଆସିଥିଲେ। ହେଲେ ୧୪ ବର୍ଷ ପରେ ତାଙ୍କର ଏ ଲଭଷ୍ଟୋରିର ମଧ୍ୟ ଅନ୍ତ ଘଟିଥିଲା।

salil

ସଲୀଲ ଅଙ୍କୋଲା:  କ୍ରିକେଟ ପରେ ଅଭିନୟରେ କ୍ୟାରିୟର କରିଥିବା ସଲିଲ୍ ୨୦୧୧ ମସିହାରେ ତାଙ୍କ ସ୍ତ୍ରୀ ପରିଣିତା ଅଙ୍କୋଲାଙ୍କଠାରୁ ଅଲଗା ହୋଇଯାଇଥିଲେ। ବିଚ୍ଛେଦ ପରେ ପରିଣିତା ଆତ୍ମହତ୍ୟା କରିଥିଲେ। ଏହାପରେ ସେ ରିୟା ବାନାର୍ଜାଙ୍କୁ ବିବାହ କରିଥିଲେ। ସଲିଲଙ୍କର ପରିଣିତାଙ୍କ ପଟୁ ଦୁଇଟି ପିଲା ଥିବାବେଳେ ରିୟାଙ୍କ ପଟୁ ଗୋଟିଏ ଝିଅ ଅଛନ୍ତି।

dinesh_

ଦୀନେଶ କାର୍ତ୍ତିକ: ଦୀନେଶ ତାଙ୍କ ପିଲାବେଳର ବାନ୍ଧବୀ ନିକିତା ବଞ୍ଜାରାଙ୍କୁ ବିବାହ କରିଥିଲେ। ହେଲେ ଆଇପିଏଲ୍ ସମୟରେ ନିକିତା ଓ ମୂରଲୀ ବିଜୟଙ୍କ ମଧ୍ୟରେ ଅଫେୟାର ଆରମ୍ଭ ହୋଇଯାଇଥିଲା। ତେଣୁ ସେ ନିକିତାଙ୍କୁ ଛାଡି ସ୍କ୍ୱାସ୍ ପ୍ଲେୟାର ଦୀପିକା ପଲ୍ଲୀକଲଙ୍କୁ ବିବାହ କରିଥିଲେ।

srinatj

ଜଭଗଲ ଶ୍ରୀନାଥ: ନିଜ ବୋଲିଂରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଇ ଦେଉଥିବା ଶ୍ରୀନାଥ ୧୯୯୯ ମସିହାରେ ଜ୍ୟୋସ୍ନାଙ୍କୁ ବିବାହ କରିଥିଲେ। ପରେ ତାଙ୍କୁ ଛାଡ଼ପତ୍ର ଦେଇ ୨୦୦୮ ମସିହାରେ ମାଧବୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story