ଡିସେମ୍ବର-୨୦ରେ ବାରବାଟୀରେ ଟି-ଟୋଣ୍ଟି

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମକୁ ପୁଣି ମିଳିଲା ଅନ୍ତର୍ଜାତୀୟ ଟି-ଟୋଣ୍ଟି ମ୍ୟାଚ୍‌। ଆସନ୍ତା ଡିସେମ୍ବର ୨୦ ତାରିଖରେ ଭାରତ-ଶ୍ରୀଲଙ୍କା ସିରିଜର ପ୍ରଥମ ଟି-ଟୋଣ୍ଟି ମ୍ୟାଚ୍ ବାରବାଟୀରେ ଖେଳାଯିବ। ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ୍ ପଲେଇ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ନଭେମ୍ବରରେ ହେବାକୁ ଥିବା ଟି-ଟୋଣ୍ଟି ମ୍ୟାଚର ଆୟୋଜନକୁ ନେଇ ଅକ୍ଷମତା ପ୍ରକାଶ କରିଥିଲା ଓସିଏ। ଏହି ସମୟରେ ବାଲିଯାତ୍ରା ଚାଲୁଥିବାରୁ ମ୍ୟାଚ୍ ଆୟୋଜନ ସମ୍ଭବ ନୁହେଁ ବୋଲି ଓସିଏ […]

Barabati-Stadium1

Barabati-Stadium1

Rakesh Mallick
  • Published: Friday, 04 August 2017
  • Updated: 04 August 2017, 09:59 PM IST

Sports

Latest News

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମକୁ ପୁଣି ମିଳିଲା ଅନ୍ତର୍ଜାତୀୟ ଟି-ଟୋଣ୍ଟି ମ୍ୟାଚ୍‌। ଆସନ୍ତା ଡିସେମ୍ବର ୨୦ ତାରିଖରେ ଭାରତ-ଶ୍ରୀଲଙ୍କା ସିରିଜର ପ୍ରଥମ ଟି-ଟୋଣ୍ଟି ମ୍ୟାଚ୍ ବାରବାଟୀରେ ଖେଳାଯିବ। ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ୍ ପଲେଇ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ନଭେମ୍ବରରେ ହେବାକୁ ଥିବା ଟି-ଟୋଣ୍ଟି ମ୍ୟାଚର ଆୟୋଜନକୁ ନେଇ ଅକ୍ଷମତା ପ୍ରକାଶ କରିଥିଲା ଓସିଏ। ଏହି ସମୟରେ ବାଲିଯାତ୍ରା ଚାଲୁଥିବାରୁ ମ୍ୟାଚ୍ ଆୟୋଜନ ସମ୍ଭବ ନୁହେଁ ବୋଲି ଓସିଏ ବିସିସିଆଇକୁ ଜଣାଇଥିଲା। ଏହା ବଦଳରେ ବାରବାଟୀକୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଆୟୋଜନର ସୁଯୋଗ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story