୧୫ ଜଣିଆ ଭାରତୀୟ ଦଳ ଘୋଷଣା: ପୁଣି ଅଶ୍ୱିନ, ଜାଡ଼େଜା ଓ ଯୁବରାଜ ନିରାଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନ୍ୟୁଜିଲାଣ୍ଡ ବିପକ୍ଷ ୩ଟି ଦିନିକିଆ ସିରିଜ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।  ଭାରତୀୟ ଦଳରେ ବିରାଟ କୋହଲି ଅଧିନାୟକ ଥିବା ବେଳେ ରୋହିତ ଶର୍ମା ଉପଅଧିନାୟକ ଦାୟିତ୍ୱ ତୁଲାଇବେ। ହେଲେ ଏହି ୧୫ ଜଣିଆ ଭାରତୀୟ ଦଳରେ ଯୁବରାଜ, ଅଶ୍ୱିନ ଓ ଜାଡାଜାଙ୍କୁ ସ୍ଥାନ ମିଳିନାହିଁ। ଯାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଧ୍ୟ ଏହି ତିନି ଜଣଙ୍କୁ ଟିମ୍‌ରେ ସ୍ଥାନ […]

623602-ashwin-yuvi-jadeja

623602-ashwin-yuvi-jadeja

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 07:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନ୍ୟୁଜିଲାଣ୍ଡ ବିପକ୍ଷ ୩ଟି ଦିନିକିଆ ସିରିଜ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।  ଭାରତୀୟ ଦଳରେ ବିରାଟ କୋହଲି ଅଧିନାୟକ ଥିବା ବେଳେ ରୋହିତ ଶର୍ମା ଉପଅଧିନାୟକ ଦାୟିତ୍ୱ ତୁଲାଇବେ। ହେଲେ ଏହି ୧୫ ଜଣିଆ ଭାରତୀୟ ଦଳରେ ଯୁବରାଜ, ଅଶ୍ୱିନ ଓ ଜାଡାଜାଙ୍କୁ ସ୍ଥାନ ମିଳିନାହିଁ। ଯାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଧ୍ୟ ଏହି ତିନି ଜଣଙ୍କୁ ଟିମ୍‌ରେ ସ୍ଥାନ ମିଳିନଥିଲା। ଟିମ୍‌ରେ ଦିନେଶ କାର୍ତ୍ତିକ, ସର୍ଦ୍ଦୁଲ ଠାକୁରଙ୍କୁ ସ୍ଥାନ ମିଳିଛି। ସେହିପରି କେଏଲ୍‌ ରାହୁଲ, ଉମେଶ ଯାଦବ ଓ ସାମି ଟିମରୁ ବାଦ ପଡିଛନ୍ତି। ଭାରତୀୟ କ୍ରିକେଟ ଟିମ୍ ଅକ୍ୱୋବର ୨୨ରେ ମୁମ୍ବାଇରେ ପ୍ରଥମ ଦିନିକିଆ ଖେଳିବ।  ଏହାପରେ ୨୫ରେ ପୁନେ ଓ ୨୯ରେ କାନପୁରରେ ମ୍ୟାଚ ଖେଳା ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story