ଦିନିକିଆ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ, ଶାର୍ଦ୍ଦୁଲଙ୍କ ସ୍ଥାନରେ ଉମେଶ ଯାଦବ

ନୂଆଦିଲ୍ଲୀ: ଆସନ୍ତା ୨୧ରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଆଜି ପରିବର୍ତ୍ତିତ ଟିମ୍‌ ଇଣ୍ଡିଆ ଘୋଷଣା କରାଯାଇଛି। ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ଟିମ୍‌ ଇଣ୍ଡିଆ ୫ଟି ଦିନିକିଆ ଖେଳିବ। ହେଲେ ପ୍ରଥମ ଦୁଇଟି ଦିନିକିଆ ପାଇଁ ବିସିସିଆଇ ପକ୍ଷରୁ ଟିମ୍‌ ଘୋଷଣା କରାଯାଇଛି। ଏହି ୧୪ ଜଣିଆ ସ୍କାଡ୍‌ରେ ଆହତ ଶାର୍ଦ୍ଦୁଲ ଠାକୁରଙ୍କ ବଦଳରେ ଦ୍ୱିତୀୟ ଟେଷ୍ଟ୍‌ରେ ୧୦ଟି ୱିକେଟ୍‌ ନେଇଥିବା ଉମେଶ ଯାଦବଙ୍କୁ ସାମିଲ କରାଯାଇଛି। ସେହିପରି ଏସିଆ କପ୍‌ରେ ବିଶ୍ରାମ ନେଇଥିବା ଟିମ୍‌ ଇଣ୍ଡିଆର […]

a

a

Hemant Lenka
  • Published: Tuesday, 16 October 2018
  • Updated: 16 October 2018, 08:08 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୨୧ରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଆଜି ପରିବର୍ତ୍ତିତ ଟିମ୍‌ ଇଣ୍ଡିଆ ଘୋଷଣା କରାଯାଇଛି। ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ଟିମ୍‌ ଇଣ୍ଡିଆ ୫ଟି ଦିନିକିଆ ଖେଳିବ। ହେଲେ ପ୍ରଥମ ଦୁଇଟି ଦିନିକିଆ ପାଇଁ ବିସିସିଆଇ ପକ୍ଷରୁ ଟିମ୍‌ ଘୋଷଣା କରାଯାଇଛି। ଏହି ୧୪ ଜଣିଆ ସ୍କାଡ୍‌ରେ ଆହତ ଶାର୍ଦ୍ଦୁଲ ଠାକୁରଙ୍କ ବଦଳରେ ଦ୍ୱିତୀୟ ଟେଷ୍ଟ୍‌ରେ ୧୦ଟି ୱିକେଟ୍‌ ନେଇଥିବା ଉମେଶ ଯାଦବଙ୍କୁ ସାମିଲ କରାଯାଇଛି।

ସେହିପରି ଏସିଆ କପ୍‌ରେ ବିଶ୍ରାମ ନେଇଥିବା ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲି ପୁଣି ଟିମ୍‌କୁ ଫେରିଛନ୍ତି। ଏସିଆ କପ୍‌ରେ ମିଡିଲ୍‌ ଅର୍ଡର ସମ୍ଭାଳୁଥିବା ଦୀନେଶ କାର୍ତ୍ତିକଙ୍କୁ ମଧ୍ୟ ୧୪ ଜଣିଆ ସ୍କ୍ୱାଡ୍‌ରୁ ବାଦ୍‌ ଦିଆଯାଇଛି। ତାଙ୍କ ବଦଳରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଛି। ଆହତ ସମସ୍ୟା ଯୋଗୁ ପୂରା ଏସିଆ କପ୍‌ରୁ ବାଦ୍‌ ପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ନାହାନ୍ତି। କେଦାର ଯାଦବ ମଧ୍ୟ ଆହତ ଯୋଗୁ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରୁ ବାଦ୍‌ ପଡ଼ିଛନ୍ତି।

ଟିମ୍‌ ଇଣ୍ଡିଆର ଦୁଇ ସ୍ପିଡ୍‌ଷ୍ଟର ଭୁବନେଶ୍ୱର କୁମାର ଓ ଯଶପ୍ରୀତ୍‌ ବୁମ୍ରାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ସିରିଜ୍‌ ପାଇଁ ବିଶ୍ରାମ ଦିଆଯାଇଛି। ତେବେ ଯୁବ ତାରକା ଖଲୀଲ ଅହମ୍ମଦଙ୍କୁ ପୁଣିଥରେ ସୁଯୋଗ ମିଳିଛି। କିନ୍ତୁ ଦୀପକ ଚହରଙ୍କୁ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରୁ ବାଦ୍‌ ଦିଆଯାଇଛି। ମହମ୍ମଦ ଶାମି ମଧ୍ୟ କମ୍‌ବ୍ୟାକ୍‌ କରିଛନ୍ତି।

ଟିମ୍‌ ଇଣ୍ଡିଆ: ବିରାଟ୍ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧୱନ, କେଏଲ୍‌ ରାହୁଲ, ଅମ୍ବାତି ରାୟିଡୁ, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି(ୱିକେଟ୍‌ କିପର୍‌), ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦର ଚହଲ, ମହମ୍ମଦ ଶାମି, ଖଲୀଲ ଅହମ୍ମଦ ଓ ଉମେଶ ଯାଦବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story