ସ୍ମୃତିଙ୍କ ୮୬ ସତ୍ତ୍ୱେ ମ୍ୟାଚ୍‌ ସହିତ ସିରିଜ୍‌ ଜିତିଲା ନ୍ୟୁଜିଲ୍ୟାଣ୍ଡ

ହ୍ୟାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି୨୦ ସିରିଜ୍‌ର ଶେଷ ମ୍ୟାଚରେ ବିଜୟର ଶେଷ ପାହାଚରେ ପହଞ୍ଚିସାରିଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ଶେଷ ଓଭରରେ ଆବଶ୍ୟକ ରନ ସଂଗ୍ରହ କରିବାରେ ବିଫଳ ହେବାରୁ ସମ୍ମାନ ବଞ୍ଚାଇବାର ଶେଷ ସୁଯୋଗ ହରାଇବା ସହିତ ନ୍ୟାଜିଲ୍ୟାଣ୍ଡ ଠାରୁ ୩-୦ରେ ପରାଜୟ ବରଣ କରିଛି। ୧୬୨ ରନ୍‌ର ଟାର୍ଗେଟ୍‌ ପିଛା କରିବା ଅବସରରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସ୍ମୃତି ମନ୍ଧାନାଙ୍କ ୫୨ ବଲ୍‌ର ୮୬ ରନ୍‌ ବଳରେବିଜୟ ସମ୍ଭାବନା ବଢ଼ିଥିଲା। କିନ୍ତୁ ଶେଷରେ […]

nz

nz

Subrat Kumar Nayak
  • Published: Sunday, 10 February 2019
  • Updated: 10 February 2019, 05:09 PM IST

Sports

Latest News

ହ୍ୟାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି୨୦ ସିରିଜ୍‌ର ଶେଷ ମ୍ୟାଚରେ ବିଜୟର ଶେଷ ପାହାଚରେ ପହଞ୍ଚିସାରିଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ଶେଷ ଓଭରରେ ଆବଶ୍ୟକ ରନ ସଂଗ୍ରହ କରିବାରେ ବିଫଳ ହେବାରୁ ସମ୍ମାନ ବଞ୍ଚାଇବାର ଶେଷ ସୁଯୋଗ ହରାଇବା ସହିତ ନ୍ୟାଜିଲ୍ୟାଣ୍ଡ ଠାରୁ ୩-୦ରେ ପରାଜୟ ବରଣ କରିଛି। ୧୬୨ ରନ୍‌ର ଟାର୍ଗେଟ୍‌ ପିଛା କରିବା ଅବସରରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସ୍ମୃତି ମନ୍ଧାନାଙ୍କ ୫୨ ବଲ୍‌ର ୮୬ ରନ୍‌ ବଳରେବିଜୟ ସମ୍ଭାବନା ବଢ଼ିଥିଲା। କିନ୍ତୁ ଶେଷରେ ଦଳ ଟାର୍ଗେଟର ୩ରନ ପଛରେ ଥାଇ ୧୫୯ ରନ୍‌ରେ ଇନିଂସ୍ ସାରିଛି।

ପ୍ରଥମ ଦୁଇଟି ମ୍ୟାଚ୍‌ର ପରାଜୟ ପରେ ଶେଷ ମ୍ୟାଚ୍‌ ପାଇଁ ଦଳ ଦିନିକଆ ଅଧିନାୟକ ମିତାଲି ରାଜ୍‌ଙ୍କୁ ସାମିଲ କରିଥିଲା। ଅଧିନାୟକ ହରମନ୍‌ପ୍ରୀତ କୌର ମାତ୍ର ୨ ରନ୍‌ରେ ବିଦାୟ ନେବା ପରେ ମିତାଲି ୨୦ ବଲ୍‌ରୁ ୨୪ ରନ୍‌ କରି ଅପରାଜିତ ରହିଥିଲେ।

ଭାରତ ଶେଷ ଓଭରରେ ୧୬ ରନ୍‌ ଦରକାର କରୁଥିଲା। ମିତାଲି ରାଜ୍‌ ଏବଂ ଦୀପ୍ତି ପ୍ରଥମ ଏବଂ ତୃତୀୟ ବଲ୍‌ରେ ବାଉଣ୍ଡରୀ ମାରି ବିଜୟ ଆଡ଼କୁ ଆଗେଇ ନେଇଥିଲେ ମଧ୍ୟ ଶେଷ ବଲ୍‌ରେ ଅତିକମରେ ଚୌକାଟିଏ ଆବଶ୍ୟକ ହେଉଥିଲା। ଏହି ମ୍ୟାଚ୍‌ରେ ଖରାପ ଫର୍ମ କାରଣରୁ ଦଳର ଚିନ୍ତା ପାଲଟିଥିବା ଅଧିନାୟକ ହରମନ୍‌ପ୍ରୀତ୍‌ ୦-୩ରେ ଟି୨୦ ସିରିଜ୍‌ ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହା ପୂର୍ବରୁ ଭାରତ ୨-୧ରେ ଦିନିକିଆ ସିରିଜ୍‌ ଜିତିସାରିଥିବାରୁ ଟି ଟ୍ୱେଣ୍ଟିରେ ଏପରି ଓଲଟା ଫଳାଫଳ ଚିନ୍ତାଜନକ ବୋଲି ସେ କହିଛନ୍ତି।

ସେ ଶେଷ ୧୦ ଓଭର ବ୍ୟାଟିଂକୁ ନେଇ ଚିନ୍ତିତ ଥିବା କହିଛନ୍ତି। ଅନ୍ୟପକ୍ଷରେ ବୋଲରମାନଙ୍କର ଏବଂ ସ୍ମୃତି ମନ୍ଧାନା ଓ ଜେମିମାଙ୍କ ଫର୍ମ ସକାରାତ୍ମକ ବୋଲି କହିଛନ୍ତି। ମନ୍ଧାନା ଆଜିର ମ୍ୟାଚ୍‌ ବ୍ୟତୀତ ପ୍ରଥମ ୨ ମ୍ୟାଚ୍‌ରେ ଯଥାକ୍ରମେ ୫୮ ଓ ୩୬ ରନ୍‌ କରିଥିଲେ।

ମନ୍ଧାନା ୧୬ତମ ଓଭରରେ ଆଉଟ୍‌ ହେବାବେଳକୁ ଭାରତ ୪.୩ ଓଭରରେ ୩୯ ରନ୍‌ ଆବଶ୍ୟକ କରୁଥିଲା। ଏହାପରେ ମିତାଲି ଏବଂ ଦୀପ୍ତି ଶର୍ମା ଲଗାତାର ବାଉଣ୍ଡରୀ ମାରି ଇନଂସ୍‌କୁ ଟାର୍ଗେଟ୍‌ ଆଡ଼କୁ ଆଗେଇ ନେଇଥିଲେ। କିନ୍ତୁ ଟାର୍ଗେଟ୍‌ ହାସଲ କରି ଦଳକୁ ବିଜୟ ଉପହାର ଦେବାପାଇଁ ଅସମର୍ଥ ହୋଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମାର୍ଦ୍ଧରେ ୨ଟି ୱିକେଟ୍‌ ହରାଇ ୮୦ ରନ୍‌ କରିଥିଲା। କିନ୍ତୁ ପର ମୁହୂର୍ତ୍ତରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଥିଲେ ଭାରତୀୟ ବୋଲର। ଫଳରେ ନ୍ୟୁଜିଲ୍ୟାଣ୍ଡର ସ୍କୋର ୭ ୱିକେଟ୍‌ ହରାଇ ୧୬୧ରେ ସୀମିତ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story