ଓଡ଼ିଆ ହକି ତାରକା ସୁନିତା ଲାକ୍ରାଙ୍କ ଅବସର

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମର ଷ୍ଟାର୍ ଡିଫେଣ୍ଡର୍ ସୁନିତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଲଗାତାର ଆହତ ସମସ୍ୟା କାରଣରୁ ସୁନିତା ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। ସୁନିତା ନିଜ ଆଣ୍ଠୁରେ ଆଉ ଏକ ସର୍ଜରୀ କରାଇବେ ଏବଂ ଏଭଳି ସ୍ଥିତିରେ ତାଙ୍କ ପକ୍ଷେ ପୁଣି କମବ୍ୟାକ୍ କରିବା କଷ୍ଟକର ହୋଇପଡ଼ିବ। ଏହି କାରଣରୁ ସୁନିତା ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଦେଇଛନ୍ତି। ସୁନିତାଙ୍କ ପକ୍ଷେ ସନ୍ନ୍ୟାସ ଘୋଷଣା କରିବା ନିଷ୍ପତ୍ତି […]

sunita

sunita

Ranjit Kumar Jena
  • Published: Thursday, 02 January 2020
  • Updated: 02 January 2020, 08:30 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମର ଷ୍ଟାର୍ ଡିଫେଣ୍ଡର୍ ସୁନିତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଲଗାତାର ଆହତ ସମସ୍ୟା କାରଣରୁ ସୁନିତା ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। ସୁନିତା ନିଜ ଆଣ୍ଠୁରେ ଆଉ ଏକ ସର୍ଜରୀ କରାଇବେ ଏବଂ ଏଭଳି ସ୍ଥିତିରେ ତାଙ୍କ ପକ୍ଷେ ପୁଣି କମବ୍ୟାକ୍ କରିବା କଷ୍ଟକର ହୋଇପଡ଼ିବ। ଏହି କାରଣରୁ ସୁନିତା ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଦେଇଛନ୍ତି।

ସୁନିତାଙ୍କ ପକ୍ଷେ ସନ୍ନ୍ୟାସ ଘୋଷଣା କରିବା ନିଷ୍ପତ୍ତି ସହଜ ନଥିଲା। ଅବସର ନେବା ସହ ସୁନିତାଙ୍କର ଚଳିତ ବର୍ଷ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସ ଆଶା ମଧ୍ୟ ଧୂଳିସାତ୍ ହୋଇଯାଇଛି। ସୁନିତା କହିଛନ୍ତି, "ଆଜି ମୋ ପାଇଁ ସବୁଠାରୁ ଭାବବିହ୍ୱଳ ଦିନ, କାରଣ ମୁଁ ନିଜର ପ୍ରିୟ ଖେଳ ହକି ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ୨୦୦୯ରେ ପଦାର୍ପଣ ପରଠାରୁ ଭାରତୀୟ ମହିଳା ଟିମ୍ ସହ ମୋର ଅଭିଯାନ ବହୁତ ଭଲ ରହିଛି। ଏହା ମଧ୍ୟରେ ଆମେ ଅନେକ ଉତଥାନ ଓ ପତନ ମଧ୍ୟ ଦେଖିଛୁ, କିନ୍ତୁ ଏହା ସତ୍ତ୍ୱେ ଆମେ ସର୍ବଦା ନିଜ ଭିତରେ ଏକତା ବଜାୟ ରଖିଥିଲୁ ଏବଂ ନିଜକୁ ମଜଭୁତ୍ ରଖିବା ପାଇଁ ପରସ୍ପରକୁ ପ୍ରେରଣା ଯୋଗାଇଥାଉ।"

ସୁନିତା ଆହୁରି କହିଛନ୍ତି, ୨୦୧୬ ରିଓ ଅଲିମ୍ପିକ୍ସରେ ଖେଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି, କାରଣ ଭାରତୀୟ ମହିଳା ହକି ଟିମ୍ ତିନି ଦଶନ୍ଧି ପରେ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିଥିଲା। ଅନେକେଙ୍କ ମତରେ ଭାରତୀୟ ମହିଳା ହକି ପାଇଁ ଏହା ଐତିହାସିକ କ୍ଷଣ ଥିଲା, କିନ୍ତୁ ମୋର ବିଶ୍ୱାସ ଯେ ଏହି ଟିମ୍ ଆହୁରି ଅନେକ ଆଗକୁ ଯିବ। ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ମୁଁ ଭାଗ ନେବାକୁ ଚାହୁଁଥିଲି, କିନ୍ତୁ ଆଣ୍ଠଜନିତ ଆଘାତ ମୋତେ ଏହି ବଡ଼ ସ୍ୱପ୍ନରୁ ରୋକି ଦେଇଛି। ଡାକ୍ତର ମୋତେ ଆଗାମୀ ଦିନରେ ଆଉ ଏକ ସର୍ଜରୀ କରାଇବାକୁ ପରାମର୍ଶ ଦେଇଛନ୍ତି ଏବଂ ମୁଁ ଜାଣିନି ଯେ ପୁଣିଥରେ ଫିଟ୍ ହେବା ପାଇଁ ମୋତେ କେତେ ଦିନ ଲାଗିବ। ପୁନର୍ବାର ଫିଟ୍ ହେବା ପରେ ମୁଁ ଘରୋଇ ହକି ଖେଳିବା ଜାରି ରଖିଛି। ମୁଁ ନାଲକୋ ପକ୍ଷରୁ ଖେଳିଛି, ଯିଏ ମୋତେ ଚାକିରି ଦେଇ ମୋ କ୍ୟାରିୟରରେ ବହୁତ ସାହାଯ୍ୟ କରିଛି।

ସୁନିତା କହିଛନ୍ତି, ହକି ସହ ମୋର ଅନେକ ସ୍ମରଣୀୟ ମୁହୂର୍ତ୍ତ ରହିଛି। ମୁଁ ମୋ ସାଥୀ ଖେଳାଳି, ମୁଖ୍ୟ କୋଚ୍ ମାରିନ୍ ଏବଂ ଟିମର ସବୁ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଉଛି, କାରଣ ସେମାନଙ୍କ ବିନା ମୁଁ ଆଛ ଏତେବାଟରେ ପହଞ୍ଚିପାରି ନଥାନ୍ତି। ଏହାଛଡ଼ା ମୁଁ ହକି ଇଣ୍ଡିଆକୁ ବିଶେଷ ଧନ୍ୟବାଦ ଜଣାଇବାକୁ ଚାହୁଁଛି, ଯିଏ ମୋତେ ଆହତ ସମୟରେ ଉନ୍ନତ ଉପଚାର ପାଇଁ ପ୍ରତିଶ୍ରୁତି ଦେଇଛି। ଶେଷରେ ମୁଁ ମୋ ପରିବାର, ମୋ ସ୍ୱାମୀ ଏବଂ ବନ୍ଧୁଙ୍କୁ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ନୂଆ ବର୍ଷରେ ମୁଁ ସାଥୀ ଖେଳାଳିଙ୍କୁ ଟୋକିଓ ଅଲିମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଉଛି।

ସୂଚନାଯୋଗ୍ୟ, ୨୦୦୯ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ସୁନିତା ନିଜର ଶେଷ ମ୍ୟାଚ୍ ୨୦୧୮ରେ ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା ଭାରତୀୟ ମହିଳା ଦଳର ସଦସ୍ୟ ଥିଲେ। ଏହା ପୂର୍ବରୁ ସେ ୨୦୧୪ରେ ଆୟୋଜିତ ଏସିଆନ୍ସ ଗେମ୍ସରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ମଧ୍ୟ ରହିଥିଲେ। ତେବେ ୨୦୧୬ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବା ତାଙ୍କର ସବୁଠାରୁ ବଡ଼ ଉପଲବ୍ଧି।

୨୦୧୯ ମେ' ମାସରେ ସେ କୋରିଆ ବିପକ୍ଷରେ ନିଜର ୧୫୦ତମ ମ୍ୟାଚ୍ ଖେଳିଥିଲେ। ନିଜର ୧୦ ବର୍ଷର କ୍ୟାରିୟରରେ ସୁନିତା ଭାରତୀୟ ଡିଫେନ୍ସର ମୁଖ୍ୟ ଅସ୍ତ୍ର ଥିଲେ। ତାଙ୍କ ଉପସ୍ଥିତିରେ ଭାରତ ୨୦୧୬ରେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି, ୨୦୧୭ରେ ମହିଳା ଏସିଆ କପରେ ବିଜେତା ହୋଇଥିଲା। ୨୦୧୮, ମେ' ମାସରେ କୋରିଆରେ ଆୟୋଜିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପାଇଁ ସୁନିତାଙ୍କ ଭାରତୀୟ ମହିଳା ଦଳର କ୍ୟାପଟେନ୍ ନିଯୁକ୍ତ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଫାଇନାଲରେ ହାରି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା।

ଏହାଛଡ଼ା ୨୦୧୮, ଜୁଲାଇ-ଅଗଷ୍ଟରେ ଇଂଲଣ୍ଡରେ ଆୟୋଜିତ ୧୪ତମ ମହିଳା ହକି ବିଶ୍ୱକପରେ ସୁନିତା ୧୮ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ୨୦୧୯ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ଏହି ବର୍ଷ ଆହତ ସମସ୍ୟା ତାଙ୍କ ପାଇଁ କାଳ ହୋଇଥିଲା। ଆହତ କାରଣରୁ ସେ ଅଧିକାଂଶ ସମୟ ଦଳରୁ ବାଦ୍ ପଡ଼ିଥିଲେ।

ସୁନୀତାଙ୍କ ଅବସରକୁ ନେଇ କୋଚ୍ ଅମୂଲ୍ୟ ବିହାରୀ ନନ୍ଦ କହିଛନ୍ତି, ସୁନିତା ଯେତେଦିନ ଯାଏ ଖେଳିଛନ୍ତି, ତାଙ୍କର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ସୁନିତାଙ୍କ ସ୍ୱପ୍ନ ଥିଲା ଯେ ସେ ଜଣେ ଭଲ ଖେଳାଳି ହୋଇ ବାହାରିବେ। ୨୦୧୬ରେ ରିଓ ଅଲିମ୍ପିକ୍ସରେ ଖେଳି ସୁନିତା ନିଜର ଏହି ସ୍ୱପ୍ନ ମଧ୍ୟ ସାକାର କରିଥିଲେ। କ୍ୟାମ୍ପରେ ସୁନିତା ଅତିରିକ୍ତ ଚାପ ବହନ କରିପାରିଲେ ନାହିଁ। ବର୍ତ୍ତମାନ ସେ (ସୁନିତା) ନିଜର ଅନୁଭବ କଲେ, ଆହତରୁ ଆଉ ରିକଭରି କରିପାରିବେ ନାହିଁ ଏବଂ ଏହି କାରଣରୁ ସେ ସନ୍ନ୍ୟାସ ନେଲେ। କିନ୍ତୁ ସୁନିତା ଯାହାବି ହାସଲ କରିଛନ୍ତି, ତାହା ହୁଏତ ରାଜ୍ୟର ଅନ୍ୟ ପୂର୍ବତନ ହକି ଖେଳାଳି କରିପାରି ନାହାନ୍ତି। ଜ୍ୟୋତି ସୁନିତା କୁଲୁ ଏବଂ ସୁଭଦ୍ରା ପ୍ରଧାନଙ୍କ ଭଳି ଓଡ଼ିଶାର ଶୀର୍ଷ ଖେଳାଳି ଅଲିମ୍ପିକ୍ ଖେଳିପାରିଲେ ନାହିଁ, କିନ୍ତୁ ସୁନିତା ଏହି ବଡ଼ ସଫଳତା ହାସଲ କରିଛନ୍ତି। ସୁନିତା ଭାରତର ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର୍ ଥିଲେ ଏବଂ ଆଗାମୀ ଦିନରେ ତାଙ୍କ ସ୍ଥାନ ପୂରଣ କରିବା କୌଣସି ଖେଳାଳି ପକ୍ଷେ ସହଜ ହେବନି।

ସେହିପରି ହକି ସମୀକ୍ଷକ ସୁଶାନ୍ତ ବେହେରା କହିଛନ୍ତି, ସୁନିତା ନିଜର ଶୃଙ୍ଖଳିତ ଆଚରଣ ପାଇଁ ଖୁବ୍ ପରିଚିତ ଥିଲେ। ଏପରିକି ତାଙ୍କୁ କ୍ୟାପଟେନ କୁଲ କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାର ଖେଳାଳି ହୋଇ ଓଡ଼ିଶା ମାଟିରେ କୌଣସି ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ଖେଳିପାରି ନଥିବାରୁ ସୁନିତା ଖୁବ ଦୁଃଖିତ। ଅନ୍ତର୍ଜାତୀୟ ଖେଳରୁ ସନ୍ନ୍ୟାସ ନେଲେ କିନ୍ତୁ ତାଙ୍କ ଭଳି ଜଣେ ଭଲ ଟେକନିକାଲ ଡିଫେଣ୍ଡର ବାହାରିବା କଷ୍ଟକର। ତାଙ୍କ ସ୍ଥାନକୁ ପୂରଣ କରିବା ପାଇଁ ଅନେକ ସମୟ ଲାଗିବ। ସେ ଭାରି ମେଳାପୀ ଥିଲେ। ତାଙ୍କର ଆଗାମୀ ଦିନ ଗୁଡିକ ଭଲରେ କଟୁ, ଏହା ହିଁ ମୋର ଈଶ୍ୱରଙ୍କ ପାଖରେ ପ୍ରାର୍ଥନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story