କେବେ ହେବ ଭାରତ-ପାକ୍ ମ୍ୟାଚ୍‌? ଜବାବ ଦେଲେ ଗାଙ୍ଗୁଲି

କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବାକୁ ଥିବା ସୌରଭ ଗାଙ୍ଗୁଲି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜକୁ ନେଇ ମୁହଁ ଖୋଲିଛନ୍ତି। ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲି କହିଛନ୍ତି, ଭାରତ-ପାକ୍ ମଧ୍ୟରେ କ୍ରିକେଟ୍ ସମ୍ପର୍କ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ପରେ ଚର୍ଚ୍ଚା ଆରମ୍ଭ ହୋଇପାରେ। କୋଲକାତାରେ ଗୁରୁବାର ଏକ ମିଡିଆ ବ୍ରେକିଙ୍ଗ୍ ସମୟରେ ଗାଙ୍ଗୁଲିଙ୍କୁ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍ ପୁଣିଥରେ ଆରମ୍ଭ କରିବା […]

GANGULY

GANGULY

Ranjit Kumar Jena
  • Published: Thursday, 17 October 2019
  • Updated: 17 October 2019, 04:38 PM IST

Sports

Latest News

କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବାକୁ ଥିବା ସୌରଭ ଗାଙ୍ଗୁଲି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜକୁ ନେଇ ମୁହଁ ଖୋଲିଛନ୍ତି। ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲି କହିଛନ୍ତି, ଭାରତ-ପାକ୍ ମଧ୍ୟରେ କ୍ରିକେଟ୍ ସମ୍ପର୍କ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ପରେ ଚର୍ଚ୍ଚା ଆରମ୍ଭ ହୋଇପାରେ।

କୋଲକାତାରେ ଗୁରୁବାର ଏକ ମିଡିଆ ବ୍ରେକିଙ୍ଗ୍ ସମୟରେ ଗାଙ୍ଗୁଲିଙ୍କୁ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍ ପୁଣିଥରେ ଆରମ୍ଭ କରିବା ନେଇ ପଚରା ଯାଇଥିଲା। ଏହାର ଜବାବରେ ଗାଙ୍ଗୁଲି କହିଥିଲେ, "ଆପଣ ମୋଦିଜୀ (ନରେନ୍ଦ୍ର ମୋଦି) ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରଶ୍ନ ପଚାରିବା ଦରକାର। ଦ୍ୱିପାକ୍ଷିକ ସିରିଜ୍ ପାଇଁ ଆମକୁ ଅନୁମତି ନେବାକୁ ପଡ଼ିବ, କାରଣ ଅନ୍ତର୍ଜାତୀୟ ଗସ୍ତର ମାମଲା ସରକାରଙ୍କ ନିକଟରେ ରହିଛି। ଏଥିପାଇଁ ଆମ ପାଖରେ ଏସବୁ ପ୍ରଶ୍ନର କୌଣସି ଜବାବ ନାହିଁ।"

ଭାରତ ଓ ପାକିସ୍ତାନ ମଧ୍ୟରେ ଗତ ସାତବର୍ଷ ହେବ କୌଣସି ଦ୍ୱିପାକ୍ଷିକ ସିରିଜ୍ ହୋଇନାହିଁ। ଦୁଇ ଦେଶ ମଧ୍ୟରେ ଶେଷଥର ପାଇଁ ୨୦୧୨ରେ ସିରିଜ୍ ହୋଇଥିଲା। ସେତେବେଳେ ପାକିସ୍ତାନ ଭାରତ ଗସ୍ତରେ ଆସି ଦୁଇଟି ଟି-୨୦ ମ୍ୟାଚ୍ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳିଥିଲା। ଏହା ପରେ ଦୁଇ ଟିମ୍ ମଧ୍ୟରେ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ କିମ୍ବା ଏସିଆ କପ୍ ମ୍ୟାଚ୍ ଆୟୋଜିତ ହୋଇଛି।

ଚଳିତ ବର୍ଷ ଫେବୃଆରୀ ୧୪ ତାରିଖରେ ପୁଲୱାମା ଆତଙ୍କୀ ଆକ୍ରମଣରେ ସିଆରପିଏଫର ୪୦ରୁ ଅଧିକ ଯବାନ୍ ସହିଦ୍ ହେବା ପରେ ବିସିସିଆଇ ଆଇସିସିକୁ ଚିଠି ଲେଖି ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ଦେଶଗୁଡ଼ିକ ସହ ସମ୍ପର୍କ ଛିନ୍ନ କରିବାକୁ ଅନୁରୋଧ କରିଥିଲା। ଏହି ପତ୍ର ଦିନି ସଦସ୍ୟ ପ୍ରଶାସନିକ କମିଟି (ସିଓଏ) ପକ୍ଷରୁ ପଠାଯାଇଥିଲା, ଯେଉଁମାନେ ବିସିସିଆଇ ନିର୍ବାଚନ ହେବା ପର୍ଯ୍ୟନ୍ତ ବୋର୍ଡର ଦାୟିତ୍ୱ ସମ୍ଭାଳୁଛନ୍ତି।

୪୭ ବର୍ଷୀୟ ଗାଙ୍ଗୁଲି ଅକ୍ଟୋବର ୨୩ ତାରିଖରେ ବିସିସିଆଇର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବେ। ସେ ୨୦୦୪ରେ ପାକିସ୍ତାନର ଐତିହାସିକ ଗସ୍ତରେ ଭାରତୀୟ ଟିମର ନେତୃତ୍ୱ ନେଇଥିଲେ, ଯାହା ୧୯୯୯ରେ କାରଗିଲ୍ ଯୁଦ୍ଧ ପରେ ଦୁଇ ଦେଶ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ସିରିଜ୍ ଏବଂ ୧୯୮୯ ପରେ ଭାରତର ପ୍ରଥମ ପାକିସ୍ତାନ ଗସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story