ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପାକିସ୍ତାନ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଦୀର୍ଘ ବର୍ଷ ପରେ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିବ। ପାକିସ୍ତାନ ଲାହୋର ଠାରେ ସେପ୍ଟେମ୍ବର ମାସରେ ବିଶ୍ୱ ଏକାଦଶ ଓ ପାକିସ୍ତାନ ମଧ୍ୟରେ ଟି-ଟୋଣ୍ଟି ସିରିଜ ଖେଳାଯିବ। ଯ଼େଉଁଥିରେ ୩ଟି ମ୍ୟାଚ୍ ଖେଳାଯିବ। ଏହି ସିରଜ ପାଇଁ ହାସିମ ଆମ୍ଲା କିମ୍ବା ଡୁ’ ପ୍ଲେସିସ୍ ମଧ୍ୟରୁ ଜଣେ କେହି ବିଶ୍ୱ ଏକାଦଶର ନେତୃତ୍ୱ ନେବେ ।
ପିସିବି ସଭାପତି ନଜମ ସେଠୀ କହିଛନ୍ତି ଏହି ସିରିଜ୍ ପାଇଁ ୭ଟି ଦେଶର ୧୫ ଜଣ ଖେଳାଳି ପାକିସ୍ତାନ ଆସିବେ। ସେ ଏହାମଧ୍ୟ କହିଛନ୍ତି ଇଂଲଣ୍ଡ, ନ୍ୟୁଜଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ଆଫଗାନିସ୍ଥାନ, ବାଙ୍ଗଲାଦେଶ ଏବଂ ଜିମ୍ବାୱେର ଖେଳାଳି ଏଥିପାଇଁ ପାକିସ୍ତାନ ଗସ୍ତ କରିବେ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯ଼େ ଗତ 9 ବର୍ଷରେ ଆତଙ୍କବାଦୀ ଆକ୍ରମଣ ପାଇଁ କୌଣସି ବଡ଼ ଦଳ ପାକିସ୍ତାନରେ ମ୍ୟାଚ୍ ଖେଳିବାକୁ ଯ଼ାଇନାହାଁନ୍ତି। ତେଣୁ ବିଶ୍ୱ ଏକାଦଶ ପାକିସ୍ତାନ ଗସ୍ତ କରିବା ଘଟଣା ପାକିସ୍ତାନ କ୍ରିକେଟ ପ୍ରମୀଙ୍କ ପାଇଁ ଏକ ଖୁସିର ଖବର ପାଲଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।