ପାକିସ୍ତାନ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର: ଦୀର୍ଘ ବର୍ଷ ପରେ ଫେରିବ ଅନ୍ତର୍ଜାତୀୟ ମ୍ୟାଚ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପାକିସ୍ତାନ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଦୀର୍ଘ ବର୍ଷ ପରେ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଫେରିବ। ପାକିସ୍ତାନ ଲାହୋର ଠାରେ ସେପ୍ଟେମ୍ବର ମାସରେ ବିଶ୍ୱ ଏକାଦଶ ଓ ପାକିସ୍ତାନ ମଧ୍ୟରେ ଟି-ଟୋଣ୍ଟି ସିରିଜ ଖେଳାଯିବ। ଯ଼େଉଁଥିରେ ୩ଟି ମ୍ୟାଚ୍‌ ଖେଳାଯିବ। ଏହି ସିରଜ ପାଇଁ ହାସିମ ଆମ୍‌ଲା କିମ୍ବା ଡୁ’ ପ୍ଲେସିସ୍‌ ମଧ୍ୟରୁ ଜଣେ କେହି ବିଶ୍ୱ ଏକାଦଶର ନେତୃତ୍ୱ ନେବେ  । ପିସିବି ସଭାପତି ନଜମ ସେଠୀ କହିଛନ୍ତି ଏହି […]

Gaddafi-Stadium-Cricket-Pakistan

Gaddafi-Stadium-Cricket-Pakistan

Rakesh Mallick
  • Published: Tuesday, 22 August 2017
  • Updated: 22 August 2017, 07:50 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପାକିସ୍ତାନ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଦୀର୍ଘ ବର୍ଷ ପରେ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଫେରିବ। ପାକିସ୍ତାନ ଲାହୋର ଠାରେ ସେପ୍ଟେମ୍ବର ମାସରେ ବିଶ୍ୱ ଏକାଦଶ ଓ ପାକିସ୍ତାନ ମଧ୍ୟରେ ଟି-ଟୋଣ୍ଟି ସିରିଜ ଖେଳାଯିବ। ଯ଼େଉଁଥିରେ ୩ଟି ମ୍ୟାଚ୍‌ ଖେଳାଯିବ। ଏହି ସିରଜ ପାଇଁ ହାସିମ ଆମ୍‌ଲା କିମ୍ବା ଡୁ’ ପ୍ଲେସିସ୍‌ ମଧ୍ୟରୁ ଜଣେ କେହି ବିଶ୍ୱ ଏକାଦଶର ନେତୃତ୍ୱ ନେବେ  ।

ପିସିବି ସଭାପତି ନଜମ ସେଠୀ କହିଛନ୍ତି ଏହି ସିରିଜ୍‌ ପାଇଁ ୭ଟି ଦେଶର ୧୫ ଜଣ ଖେଳାଳି ପାକିସ୍ତାନ ଆସିବେ। ସେ ଏହାମଧ୍ୟ କହିଛନ୍ତି ଇଂଲଣ୍ଡ, ନ୍ୟୁଜଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ଆଫଗାନିସ୍ଥାନ, ବାଙ୍ଗଲାଦେଶ ଏବଂ ଜିମ୍ବାୱେର ଖେଳାଳି ଏଥିପାଇଁ ପାକିସ୍ତାନ ଗସ୍ତ କରିବେ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯ଼େ ଗତ 9 ବର୍ଷରେ ଆତଙ୍କବାଦୀ ଆକ୍ରମଣ ପାଇଁ କୌଣସି ବଡ଼ ଦଳ ପାକିସ୍ତାନରେ ମ୍ୟାଚ୍‌ ଖେଳିବାକୁ ଯ଼ାଇନାହାଁନ୍ତି। ତେଣୁ ବିଶ୍ୱ ଏକାଦଶ ପାକିସ୍ତାନ ଗସ୍ତ କରିବା ଘଟଣା ପାକିସ୍ତାନ କ୍ରିକେଟ ପ୍ରମୀଙ୍କ ପାଇଁ ଏକ ଖୁସିର ଖବର ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story