ଅନ୍ତର୍ଜାତୀୟ ପଦକ ବିଜେତା ବକ୍ସର ନୀରଜ ଡୋପ୍ ଟେଷ୍ଟରେ ଫେଲ୍‌

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ପଦକ ବିଜେତା ଭାରତୀୟ ମହିଳା ବକ୍ସର ନୀରଜ ଫୋଗଟ୍ (୫୭ କେଜି) ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଅସ୍ଥାୟୀ ଭାବେ ସସପେଣ୍ଡ୍ ହୋଇଛନ୍ତି। ନୀରଜ ନିଜର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଲିଗାନଡ୍ରୋଲ୍ ଏବଂ ଅନ୍ୟ ଆନାବୋଲିକ୍ ଷ୍ଟେରୋଏଡ୍ ସେବନ କରିଥିବା କାରଣରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗତ ସେପ୍ଟେମ୍ବର ୨୪ ତାରିଖରେ ନୀରଜଙ୍କ ସାମ୍ପୁଲ ନିଆଯାଇଥିଲା, ଯାହାର ପରୀକ୍ଷଣ କାତାରର ଲ୍ୟାବରେ କରାଯାଇଥିଲା। ନ୍ୟାଶନାଲ୍ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ନାଡା) ପକ୍ଷରୁ […]

neeraj-phogat

neeraj-phogat

Ranjit Kumar Jena
  • Published: Monday, 02 December 2019
  • Updated: 02 December 2019, 08:23 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ପଦକ ବିଜେତା ଭାରତୀୟ ମହିଳା ବକ୍ସର ନୀରଜ ଫୋଗଟ୍ (୫୭ କେଜି) ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଅସ୍ଥାୟୀ ଭାବେ ସସପେଣ୍ଡ୍ ହୋଇଛନ୍ତି। ନୀରଜ ନିଜର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଲିଗାନଡ୍ରୋଲ୍ ଏବଂ ଅନ୍ୟ ଆନାବୋଲିକ୍ ଷ୍ଟେରୋଏଡ୍ ସେବନ କରିଥିବା କାରଣରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଗତ ସେପ୍ଟେମ୍ବର ୨୪ ତାରିଖରେ ନୀରଜଙ୍କ ସାମ୍ପୁଲ ନିଆଯାଇଥିଲା, ଯାହାର ପରୀକ୍ଷଣ କାତାରର ଲ୍ୟାବରେ କରାଯାଇଥିଲା। ନ୍ୟାଶନାଲ୍ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ନାଡା) ପକ୍ଷରୁ କୁହାଯାଇଛି, ନଭେମ୍ବର ୩ ତାରିଖରେ କାତାରସ୍ଥିତ ଆଣ୍ଟି ଡୋପିଙ୍ଗ୍ ଲ୍ୟାବରୁ ମିଳିଥିବା ରିପୋର୍ଟରେ ନୀରଜ ପ୍ରତିବନ୍ଧିକ ଔଷଧ ସେବନ କରିଥିବା ଜଣାପଡ଼ିଛି।

ଏଜେନ୍ସି ପକ୍ଷରୁ ଆହୁରି କୁହାଯାଇଛି ଯେ ତାଙ୍କୁ ନାଡାର ଆଣ୍ଟି ଡୋପିଙ୍ଗ୍ ନିୟମ-୨୦୧୫ର ଉଲ୍ଲଙ୍ଘନ ସମ୍ବନ୍ଧିତ ନୋଟିସ୍ ଦିଆଯାଇଥିଲା ଏବଂ ନଭେମ୍ବର ୧୩ ତାରିଖରେ ତାଙ୍କୁ ଅସ୍ଥାୟୀ ଭାବେ ସସପେଣ୍ଡ କରାଯାଇଛି। ନୀରଜ ମଧ୍ୟ ନିଜ ଉପରେ ଲାଗିଥିବା ଦୋଷାରୋପକୁ ସ୍ୱୀକାର କରିଛନ୍ତି ଏବଂ ସାମ୍ପୁଲ୍‌-ବି ପରୀକ୍ଷଣ କରିବାକୁ ମନା କରିଦେଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ଜାତୀୟ ପଦକଧାରୀ ନୀରଜ ଚଳିତ ବର୍ଷ ବୁଲଗେରିଆରେ ଆୟୋଜିତ ସମ୍ମାନଜନକ ଷ୍ଟ୍ରାଞ୍ଜା ମେମୋରିଆଲ୍ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ଏବଂ ଗତବର୍ଷ ରୁଷରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ଚଳିତ ବର୍ଷ ଗୌହାଟୀ ଇଣ୍ଡିଆ ଓପନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story