କୋଚ୍‌ଙ୍କୁ କୋଚିଂ: କ୍ରୀଡ଼ା ପାଇଁ ସରକାରଙ୍କ ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ କ୍ରୀଡାବିଭାଗ ଏବେ କ୍ରିଡ଼ାର ବିକାଶ ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ହାତକୁ ନେବା ସହ ତତ୍ପରତା ଦେଖାଇଛି। କୋଚ ମାନଙ୍କୁ କୋଚିଂ ପାଇଁ କରାଯାଇଛି ବ୍ୟବସ୍ଥା। ଆଜି ଠାରୁ ଭୁବନେଶ୍ୱରରେ କ୍ରୀଡା ବିଭାଗର ଫୁଟବଲ କୋଚ ଏବଂ ଫୁଟବଲ ଆସୋସିଏସନର କୋଚ ମାନଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କ୍ରୀଡା ବିଭାଗର ୧୫ଜଣ ଫୁଟବଲ କୋଚ ଏବଂ ଫାଓର ୧୦ଜଣ କୋଚ ସାମିଲ ହୋଇଛନ୍ତି। ପ୍ରଶିକ୍ଷଣ ଦେଉଛନ୍ତି ଭାରତୀୟ ଫୁଟବଲ […]

vlcsnap-5613-10-13-12h13m05s556

vlcsnap-5613-10-13-12h13m05s556

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 06:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ କ୍ରୀଡାବିଭାଗ ଏବେ କ୍ରିଡ଼ାର ବିକାଶ ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ହାତକୁ ନେବା ସହ ତତ୍ପରତା ଦେଖାଇଛି। କୋଚ ମାନଙ୍କୁ କୋଚିଂ ପାଇଁ କରାଯାଇଛି ବ୍ୟବସ୍ଥା। ଆଜି ଠାରୁ ଭୁବନେଶ୍ୱରରେ କ୍ରୀଡା ବିଭାଗର ଫୁଟବଲ କୋଚ ଏବଂ ଫୁଟବଲ ଆସୋସିଏସନର କୋଚ ମାନଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କ୍ରୀଡା ବିଭାଗର ୧୫ଜଣ ଫୁଟବଲ କୋଚ ଏବଂ ଫାଓର ୧୦ଜଣ କୋଚ ସାମିଲ ହୋଇଛନ୍ତି। ପ୍ରଶିକ୍ଷଣ ଦେଉଛନ୍ତି ଭାରତୀୟ ଫୁଟବଲ ଦଳର ପୂର୍ବତନ ଆନ୍ତର୍ଜାତିକ ଖେଳାଳି ସାଭିଓ ମେଡେରା। ସାଭିଓ ବର୍ତ୍ତମାନ ଏ.ଆଇ.ଏଫ୍.ଏଫ୍ ର ଟେକ୍ନିକାଲ ଡାଇରେର ଅଛନ୍ତି। ଏଥି ସହିତ ଉଦୀୟମାନ ଫୁଟବଲ ଖେଳାଳି ମାନଙ୍କୁ ମଧ୍ୟ ନୂଆ ନୂଆ ଟେକନିକ୍‌ ଉପରେ ତାଲିମ ଦିଆଯାଉଛି। ୪ଦିନ ଧରି ଏହି ପ୍ରଶିକ୍ଷଣ ଶିବିର ଚାଲିବ, ଆଗାମୀ ଦିନରେ ଅନ୍ୟ କ୍ରୀଡା କୋଚ ମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି  ବିଭାଗ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story