ଆଇପିଏଲ୍ ସିଜନ୍ -୯ ପାଇଁ  ଖେଳାଳି ନିଲାମୀ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସିଜିନ୍ -୯ ପାଇଁ ଶନିବାର ଖେଳାଳି ନିଲାମୀ ପ୍ରକ୍ରିୟା ଚାଲିଛି। ଅଷ୍ଟ୍ରେଲିଆର ସେନ୍ ୱାଟସନ୍‌ଙ୍କୁ  ୯.୫ କୋଟି ଟଙ୍କାରେ କିଣିଲା  ରୟାଲ  ଚାଲେଞ୍ଜର୍ସ ବାଙ୍ଗଲୋର। ସାଉଥ୍ ଆଫ୍ରିକାର ଦ୍ରୁତ ବୋଲର୍ ଷ୍ଟେନ୍  ଓ ୱେଷ୍ଟଇଣ୍ଡିଜ୍‌ର ଡାୱେନ୍ ସ୍ମିଥଙ୍କୁ ୨.୩ କୋଟିରେ କିଣିଲା ଗୁଜରାଟ। ଭାରତୀୟ ଦଳର ବ୍ୟାଟସମ୍ୟାନ୍ ଯୁବରାଜ ସିଂଙ୍କୁ  ୭ କୋଟିରେ ନେଲା ସନରାଇଜର୍ସ ହାଇଦ୍ରାବାଦ। ସେହିପରି ପୁନେ ପାଇଁ  ୩.୮ କୋଟି ଟଙ୍କାରେ ଇଶାନ୍ତ ଶର୍ମା ଖେଳିବା […]

ipl

ipl

Rakesh Mallick
  • Published: Saturday, 06 February 2016
  • Updated: 06 February 2016, 06:08 AM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସିଜିନ୍ -୯ ପାଇଁ ଶନିବାର ଖେଳାଳି ନିଲାମୀ ପ୍ରକ୍ରିୟା ଚାଲିଛି। ଅଷ୍ଟ୍ରେଲିଆର ସେନ୍ ୱାଟସନ୍‌ଙ୍କୁ  ୯.୫ କୋଟି ଟଙ୍କାରେ କିଣିଲା  ରୟାଲ  ଚାଲେଞ୍ଜର୍ସ ବାଙ୍ଗଲୋର। ସାଉଥ୍ ଆଫ୍ରିକାର ଦ୍ରୁତ ବୋଲର୍ ଷ୍ଟେନ୍  ଓ ୱେଷ୍ଟଇଣ୍ଡିଜ୍‌ର ଡାୱେନ୍ ସ୍ମିଥଙ୍କୁ ୨.୩ କୋଟିରେ କିଣିଲା ଗୁଜରାଟ।

ଭାରତୀୟ ଦଳର ବ୍ୟାଟସମ୍ୟାନ୍ ଯୁବରାଜ ସିଂଙ୍କୁ  ୭ କୋଟିରେ ନେଲା ସନରାଇଜର୍ସ ହାଇଦ୍ରାବାଦ। ସେହିପରି ପୁନେ ପାଇଁ  ୩.୮ କୋଟି ଟଙ୍କାରେ ଇଶାନ୍ତ ଶର୍ମା ଖେଳିବା ସହ  ୩.୫ କୋଟି ଟଙ୍କାରେ ଖେଳିବେ ପିଟରସେନ୍।  ଆଶିଷ ନେହରାଙ୍କୁ ୫.୫ କୋଟିରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ। ସଞ୍ଜୁ ସାମସାନଙ୍କୁ  ୪.୨ କୋଟିରେ କିଣିଲା ଦିଲ୍ଲୀ ଡେୟାର ଡେଭିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story