ପୁଣି ଧୋନିଙ୍କ ନେତୃତ୍ୱରେ ଖେଳିବେ କୋହଲି ଓ ରୋହିତ୍‌!

ମୁମ୍ବାଇ: ଆଇପିଏଲର ନୂଆ ସିଜନର ସିଡ୍ୟୁଲ୍ ଜାରି ହୋଇସାରିଛି। ସିଜନର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୯ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯିବ। ତେବେ ଆଇପିଏଲ୍ ପୂର୍ବରୁ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଧୋନିଙ୍କୁ ଏକ ଟିମର ନେତୃତ୍ୱ ନେବାର ଦେଖିବାକୁ ମିଳିପାରେ, ଯେଉଁଥିରେ ବିରାଟ୍ କୋହଲି ଓ ରୋହିତ୍ ଶର୍ମାଙ୍କ ବଡ଼ ଷ୍ଟାର୍ ଖେଳାଳି ଖେଳିପାରନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତର […]

msd

msd

Ranjit Kumar Jena
  • Published: Sunday, 16 February 2020
  • Updated: 16 February 2020, 09:18 PM IST

Sports

Latest News

ମୁମ୍ବାଇ: ଆଇପିଏଲର ନୂଆ ସିଜନର ସିଡ୍ୟୁଲ୍ ଜାରି ହୋଇସାରିଛି। ସିଜନର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୯ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯିବ। ତେବେ ଆଇପିଏଲ୍ ପୂର୍ବରୁ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଧୋନିଙ୍କୁ ଏକ ଟିମର ନେତୃତ୍ୱ ନେବାର ଦେଖିବାକୁ ମିଳିପାରେ, ଯେଉଁଥିରେ ବିରାଟ୍ କୋହଲି ଓ ରୋହିତ୍ ଶର୍ମାଙ୍କ ବଡ଼ ଷ୍ଟାର୍ ଖେଳାଳି ଖେଳିପାରନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତର ଘରୋଇ ଦିନିକିଆ ସିରିଜ୍ ଶେଷ ହେବାର ୧୧ଦିନ ପରେ ଆଇପିଏଲର ୧୩ଶ ସଂସ୍କରଣର ଶୁଭାରମ୍ଭ ହେବ। ଲିଗ୍ ରାଉଣ୍ଡ୍ ମୁକାବିଲା ୨୯ରୁ ଆରମ୍ଭ ହୋଇ ମେ' ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତବର୍ଷ ଲିଗ୍ ରାଉଣ୍ଡ୍ ୪୪ ଦିନ ପର୍ଯ୍ୟନ୍ତ ଚାଲିଥିଲା, ତେବେ ଏଥର ୫୦ଦିନ ପର୍ଯ୍ୟନ୍ତ ଏହା ଚାଲିବ। ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ଅନୁଯାୟୀ, ଚଳିତ ବର୍ଷ କେବଳ ୬ଦିନରେ ହିଁ ଦୁଇଟି ମୁକାବିଲା ଖେଳାଯିବ ଏବଂ ଏସବୁ ମ୍ୟାଚ୍ ରବିବାର ଅନୁଷ୍ଠିତ ହେବ। ତେବେ ଏଥର ପ୍ରଶଂସକ କେବଳ ଆଇପିଏଲ୍ ନୁହେଁ, ବରଂ ଅଲ୍ ଷ୍ଟାର୍ ଗେମକୁ ମଧ୍ୟ ଅପେକ୍ଷା କରି ରହିଛନ୍ତି।

ଗତମାସରେ ଦିଲ୍ଲୀରେ ଆୟୋଜିତ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅଲ୍ ଷ୍ଟାର୍ ଗେମର ଘୋଷଣା କରିଥିଲେ। ଅଲ୍ ଷ୍ଟାର୍ ମ୍ୟାଚ୍ ମାର୍ଚ୍ଚ ୨୫ ତାରିଖରେ ଖେଳାଯିବ। ଯେଉଁଥିରେ, ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ବିରାଟ୍ କୋହଲି ଓ ରୋହିତ୍ ଶର୍ମାଙ୍କୁ ଖେଳୁଥିବାର ଦେଖିବାକୁ ମିଳିପାରେ। ଆଇପିଏଲ୍ ଇତିହାସରେ ପ୍ରଥମଥର ଲାଗି ଏକ ଅଲ୍ ଷ୍ଟାର୍ ମ୍ୟାଚର ଆୟେଜନ କରାଯିବ। ଏଥିରେ ଆଇପିଏଲରେ ଭାଗ ନେଉଥିବା ସମସ୍ତ ୮ଟି ଯାକ ଫ୍ରାଞ୍ଚାଇଜିର ଖେଳାଳିମାନେ ସାମିଲ୍ ହେବେ।

ଏହି ମ୍ୟାଚ୍ ଉତ୍ତର-ପୂର୍ବ ଭାରତର ଚାରି ଫ୍ରାଞ୍ଚାଇଜି ଯଥା କିଙ୍ଗସ୍ ଇଲେଭେନ୍ ପଞ୍ଜାବ, ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ଦକ୍ଷିଣ-ପଶ୍ଚିମ ଭାରତର ଫ୍ରାଞ୍ଚାଇଜି ଚେନ୍ନାଇ ସୁପର୍ କିଙ୍ଗସ୍‌, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିମାନଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ଅଲ୍ ଷ୍ଟାର୍ ମ୍ୟାଚର ତାରିଖ ଓ ସ୍ଥାନ ନେଇ ଘୋଷଣା ଖୁବଶୀଘ୍ର ଘୋଷଣା କରାଯିବ। ତେବେ ନିକଟରେ ଖବର ମିଳିଥିଲା ଯେ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଅଲ୍ ଷ୍ଟାର୍ ମ୍ୟାଚର ଆୟୋଜନକୁ ନେଇ ଫ୍ରାଞ୍ଚାଇଜିମାନେ ରାଜି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story