ଭୁବନେଶ୍ୱର: ଆଜି ମୁମ୍ବାଇର ୱାଙ୍ଖେଡ୍ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ କୋଲକାତା ନାଇଡ ରାଇଡର୍ସ। ରାତି ୮ ଟାବେଳ ଏହି ମ୍ୟାଚ ଦୁଇ ଶକ୍ତିଶାଳୀ ଦଳମଧ୍ୟରେ ହେବ। ପ୍ଲେ-ଅଫକୁ ଉତ୍ତୀର୍ଣ୍ଣ ଏହି ମ୍ୟାଚ ସହ ଦଳକୁ ଆଉ ଦୁଇଟି ମ୍ୟାଚକୁ ଜିତିବାକୁ ହେବ। ଏଥିପାଇଁ ଦଳକୁ ମୁମ୍ବାଇକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ହେବ। ଦଳର ବାଟିଂ,ବୋଲିଂ ଓ ଫିଲ୍ଡିଂରେ ସମନ୍ୱୟ ରକ୍ଷା କରିବାକୁ ହେବ। ମୁମ୍ବାଇ ୧୨ଟି ମ୍ୟାଚ ଖେଳି ମାତ୍ର ୧୨ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଦୃଢସ୍ଥିତିରେ ଅଛି କୋଲକାତା। କେକେଆର ୧୨ଟି ମ୍ୟାଚ ଖେଳି ୧୫ ପଏଣ୍ଟ ପାଇଛି। ଆଜିର ମ୍ୟାଚ ଜିତିଲେ କେକେଆର ନକ-ଆଉଟ ଷ୍ଟେଜକୁ ଅତିକ୍ରମ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜଳୁଛି ମଣିପୁର: ବିଜେପି-କଂଗ୍ରେସ ଅଫିସ୍ରୁ ଲୁଟ୍, ଜଣେ ମୃତ
ଜିବିରାମ ଜିଲ୍ଲାର ବାବୁପୁରାରେ ସ୍ଥିତ ବିଜେପି ଓ କଂଗ୍ରେସ ଅଫିସରେ ବିକ୍ଷୋଭକାରୀମାନେ ପଶି ଭଙ୍ଗାରୁଜା କରିବା ସହ ଲୁଟ୍ କରିଥିଲେ।
National
ପଶ୍ଚିମବଙ୍ଗରେ ହିଂସା, କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍ ସେବା ବନ୍ଦ
ଏହି ମାମଲାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି।
National
ଭୟଙ୍କର ବାୟୁ ପ୍ରଦୂଷଣ, ସ୍କୁଲ ବନ୍ଦ, GRPA 4 ଲାଗୁ
ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
National
ଦିଲ୍ଲୀ ବାୟୁର ମାନ 'ସିଭିୟର ପ୍ଲସ୍', ସୋମବାରଠୁ ଅନଲାଇନ୍ କ୍ଲାସ୍
ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ସ୍ତରରେ ପହଞ୍ଚିଛି। ଯେଉଁଥିପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ସୋମବାର ସକାଳ ୮ଟାରୁ ଦିଲ୍ଲୀ ଏନସିଆରରେ GRAP-4 କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।
Crime
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାରୁ ଅଢ଼େଇ ଲକ୍ଷ ଫାଇନ, ଲାଇସେନ୍ସ ରଦ୍ଦ
ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିନଥିଲେ କାର ଚାଳକ। ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।