ଆଇପିଏଲ ମହାସମର: ଆରସିବିକୁ ୨୨ ରନରେ ହରାଇଲା ପଞ୍ଜାବ

ଭୁବନେଶ୍ୱର:ଆଇପିଏଲ ମୁକାବିଲାରେ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗ।ଲୋରକୁ ୨୨ ରନ୍ରେ ପରାସ୍ତ କରିଛି ପଞ୍ଜ।ବ ଇଲେଭେନ୍। ଗତକାଲି ମୋହାଲିରେ ଅନୁଷ୍ଠିତ ମ୍ୟାଚ୍ ବର୍ଷାଯୋଗୁଁ ବାଧାପ୍ରାପ୍ତ ହେବା ପରେ ଏହାକୁ ୧୦ ଓଭରରେ ସୀମିତ ରଖାଯାଇଥିଲା। ପଞ୍ଜ।ବ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ କରିଥିଲା ୧୦୬ ରନ୍। ପଞ୍ଜ।ବର ଭଲ ବୋଲିଂ ଆଗରେ ତିଷ୍ଠି  ପାରି ନ ଥିଲା ରୟାଲ ଚ୍ୟାଲେଞ୍ଜର୍ସ । ଫଳସ୍ୱରୁପ ୨୨ ରନରେ ହାରିଯାଇଥିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର।

KXIP-Squad-Match-Schedule-IPL-2015

Rakesh Mallick
  • Published: Thursday, 14 May 2015
  • , Updated: 14 May 2015, 03:25 AM IST

Related story