କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ ହେଲ ମ୍ୟାକ୍ସୱେଲ୍‌

  ଚଣ୍ଡିଗଡ: ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର୍‌ ଗ୍ଲେନ ମ୍ୟାକ୍ସୱେଲ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଦଶମ ସଂସ୍କରଣରେ କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ ଭାବେ ନିଯୁକ୍ତି ହୋଇଛନ୍ତି । ଗତ ସିଜିନ୍‌ରେ ଦଳର ସ୍ଥିତି ନୈରାଶ୍ୟ ଜନକ ରହିଥିବା ବେଳେ ଆସନ୍ତା ଆଇପିଏଲ୍‌ରେ ଦଳର ନେତୃତ୍ୱ ଭାର ମ୍ୟାକ୍ସୱେଲ୍‌ ନେବେ । ଗତ ସିଜିନ୍‌ରେ ଅଧିନାୟକ ଥିବା ମୁରଲି ବିଜୟଙ୍କ ବଦଳରେ ତାଙ୍କୁ ଅଧିନାୟକ ଦାୟ୍ୟୁତ ଦିଆଯାଇଛି ।  ୨୦୧୪ ଆଇପିଏଲ୍‌ରେ ପଞ୍ଜାବକୁ ଫାଇନାଲକୁ ପହଞ୍ଚେଇବାରେ ମ୍ୟାକ୍ସୱେଲ୍‌ ପ୍ରମୁଖ ଭୂମିକା ଗ୍ରହଣ […]

maxwell

Rakesh Mallick
  • Published: Saturday, 11 March 2017
  • , Updated: 11 March 2017, 05:58 PM IST

 

ଚଣ୍ଡିଗଡ: ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର୍‌ ଗ୍ଲେନ ମ୍ୟାକ୍ସୱେଲ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଦଶମ ସଂସ୍କରଣରେ କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ ଭାବେ ନିଯୁକ୍ତି ହୋଇଛନ୍ତି । ଗତ ସିଜିନ୍‌ରେ ଦଳର ସ୍ଥିତି ନୈରାଶ୍ୟ ଜନକ ରହିଥିବା ବେଳେ ଆସନ୍ତା ଆଇପିଏଲ୍‌ରେ ଦଳର ନେତୃତ୍ୱ ଭାର ମ୍ୟାକ୍ସୱେଲ୍‌ ନେବେ । ଗତ ସିଜିନ୍‌ରେ ଅଧିନାୟକ ଥିବା ମୁରଲି ବିଜୟଙ୍କ ବଦଳରେ ତାଙ୍କୁ ଅଧିନାୟକ ଦାୟ୍ୟୁତ ଦିଆଯାଇଛି ।  ୨୦୧୪ ଆଇପିଏଲ୍‌ରେ ପଞ୍ଜାବକୁ ଫାଇନାଲକୁ ପହଞ୍ଚେଇବାରେ ମ୍ୟାକ୍ସୱେଲ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନ ଏହି ଦଳରେ ଇଅନ ମାର୍ଗନଙ୍କ ଭଳି ଖେଳାଳି ଥିଲେ ମଧ୍ୟ ମ୍ୟାକ୍ସୱେଲ୍‌ଙ୍କ ପ୍ରତି ଦଳ ଆସ୍ଥା ପ୍ରକଟ କରି ଅଧିନାୟକ ଭାର ପ୍ରଦାନ କରିଛି କରିଛି ।   

Related story