ଏବେ ମୁମ୍ବାଇ ନୁହେଁ, ଏହି ଟିମ୍ ପକ୍ଷରୁ ଆଇପିଏଲ୍ ଖେଳିବେ ମାର୍କଣ୍ଡେ

ନୂଆଦିଲ୍ଲୀ: ଯୁବ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କୁ ଆଉ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବନି। କାରଣ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ତା’ ଟିମରୁ ରିଲିଜ୍ କରି ଦେଇଛି। ଆଇପିଏଲରେ ଖେଳାଳି ଟ୍ରାନ୍ସଫର୍ ଡିଲ୍ ଅନୁଯାୟୀ, ମାର୍କଣ୍ଡେ ଏବେ ମୁମ୍ବାଇରୁ ରିଲିଜ୍ ହୋଇ ଦିଲ୍ଲୀ ଡେୟାରଡେଭିଲ୍ସ ଟିମରେ ସାମିଲ୍ ହୋଇଛନ୍ତି। ମାର୍କଣ୍ଡେଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଟିମରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଶେରଫେନ୍ ରଦରଫୋର୍ଡଙ୍କୁ ସାମିଲ୍ କରିଛି। ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ […]

maya

maya

Ranjit Kumar Jena
  • Published: Wednesday, 31 July 2019
  • Updated: 31 July 2019, 05:16 PM IST

Sports

Latest News

ନୂଆଦିଲ୍ଲୀ: ଯୁବ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କୁ ଆଉ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବନି। କାରଣ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ତା' ଟିମରୁ ରିଲିଜ୍ କରି ଦେଇଛି। ଆଇପିଏଲରେ ଖେଳାଳି ଟ୍ରାନ୍ସଫର୍ ଡିଲ୍ ଅନୁଯାୟୀ, ମାର୍କଣ୍ଡେ ଏବେ ମୁମ୍ବାଇରୁ ରିଲିଜ୍ ହୋଇ ଦିଲ୍ଲୀ ଡେୟାରଡେଭିଲ୍ସ ଟିମରେ ସାମିଲ୍ ହୋଇଛନ୍ତି। ମାର୍କଣ୍ଡେଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଟିମରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଶେରଫେନ୍ ରଦରଫୋର୍ଡଙ୍କୁ ସାମିଲ୍ କରିଛି।

ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ ଅମ୍ବାନୀ କହିଛନ୍ତି, ଆମେ ମୟଙ୍କଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ। ମୟଙ୍କ ଜଣେ ଚମତ୍କାର ପ୍ରତିଭା। ଆମେ ଭାଗ୍ୟଶାଳୀ ଯେ, ଆମେ ତାଙ୍କୁ ଯୁବ ଅବସ୍ଥାରେ ପରଖିଥିଲୁ ଏବଂ ପ୍ରସ୍ତୁତ କରିବାରେ ସଫଳ ହେଲୁ। ଆମ ପକ୍ଷେ ଏହି ନିଷ୍ପତ୍ତି କଠିନ ଥିଲା, କିନ୍ତୁ ଆମକୁ ମୟଙ୍କଙ୍କୁ ରିଲିଜ୍ କରିବାକୁ ପଡ଼ିଥିଲା। କାରଣ ଆମେ ଚାହୁଁଛୁ ଯେ, ସେ ଆହୁରି ଆଗକୁ ବଢ଼ନ୍ତୁ। ସେ ସର୍ବଦା ମୁମ୍ବାଇ ଇଣ୍ଡିଆନ୍ସ ପରିବାରର ସଦସ୍ୟ ରହିବେ।

ଆକାଶ ଆହୁରି କହିଛନ୍ତି, ମୁଁ ନିଜ ପରିବାରରେ ଆଉ ଜଣେ ପ୍ରତିଭାଶାଳୀ ଖେଳାଳି ରଦରଫୋର୍ଡଙ୍କୁ ସାମିଲ୍ କରି ବହୁତ ଖୁସି। ରଦରଫୋର୍ଡ ନିଜର ଅଲରାଉଣ୍ଡର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ପାଖରେ ପ୍ରଚୁର ପ୍ରତିଭା ରହିଛି ଏବଂ ଆମର ବିଶ୍ୱାସ ଯେ ସେ ମୁମ୍ବାଇ ପକ୍ଷରୁ ଭଲ ପ୍ରଦର୍ଶନ କରିବେ।

୨୦୧୯ ସିଜନରେ ଦିଲ୍ଲୀକୁ ଜଣେ କ୍ୱାଲିଟି ସ୍ପିନରର ଅଭାବ ଥିଲା। ଫିରୋଜଶାହ କୋଟଲାର ଧିମା ୱିକେଟରେ ମୟଙ୍କ ବେଶ୍ ସଫଳ ହେବେ। ପୂର୍ବରୁ ଦିଲ୍ଲୀ ପାଖରେ କାଗିସୋ ରବାଡା ଓ ରୋହିତ୍ ଶର୍ମାଙ୍କ ଭଳି ପେସ୍ ବୋଲର ଅଛନ୍ତି। ତେଣୁ ଏବେ ମୟଙ୍କଙ୍କ ସାମିଲ୍ ହେବା ଦ୍ୱାରା ଦିଲ୍ଲୀର ବୋଲିଂ ଆକ୍ରମଣ ଆହୁରି ମଜଭୁତ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story