ଆଇପିଏଲ ନିଲାମୀ ୨୦୧୬: ୱାଟସନ ଦାମୀ ଖେଳାଳି

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜାରି ରହିଛି ଆଇପିଏଲ ନବମ ସଂସ୍କରଣ ପାଇଁ  ଖେଳାଳି ନିଲାମୀ ପ୍ରକ୍ରିୟା। ଆଜିର ଏହି ନିଲାମୀରେ ବିଦେଶୀ ଖେଳାଳି ଭାବେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସେନ୍ ୱାଟସନ (ବେସ୍‌ ପ୍ରାଇସ୍‌ ୨କୋଟି)ଙ୍କୁ ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ସର୍ବାଧିକ ୯.୫ କୋଟି ଟଙ୍କାରେ କିଣିଛି। ସେହିପରି ଦେଶୀ ଖେଳାଳି ଭାବେ ଦିଲ୍ଲୀ ଡେୟାର ଡେଭିଲ୍ସ ଭାରତର ଅଲରାଉଣ୍ଡର ପୱନ୍ ନେଗୀଙ୍କୁ ୮.୫ କୋଟି ଟଙ୍କା ଓ ସନ୍ ରାଇଜର୍ସ ହାଇଦ୍ରାବାଦ୍ ଦଳ ଯୁବରାଜ ସିଂହଙ୍କୁ ୭ […]

shane-watson-ipl-auction-0602

shane-watson-ipl-auction-0602

Rakesh Mallick
  • Published: Saturday, 06 February 2016
  • Updated: 07 February 2016, 02:08 AM IST

Sports

Latest News

paban negiବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜାରି ରହିଛି ଆଇପିଏଲ ନବମ ସଂସ୍କରଣ ପାଇଁ  ଖେଳାଳି ନିଲାମୀ ପ୍ରକ୍ରିୟା। ଆଜିର ଏହି ନିଲାମୀରେ ବିଦେଶୀ ଖେଳାଳି ଭାବେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସେନ୍ ୱାଟସନ (ବେସ୍‌ ପ୍ରାଇସ୍‌ ୨କୋଟି)ଙ୍କୁ ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ସର୍ବାଧିକ ୯.୫ କୋଟି ଟଙ୍କାରେ କିଣିଛି। ସେହିପରି ଦେଶୀ ଖେଳାଳି ଭାବେ ଦିଲ୍ଲୀ ଡେୟାର ଡେଭିଲ୍ସ ଭାରତର ଅଲରାଉଣ୍ଡର ପୱନ୍ ନେଗୀଙ୍କୁ ୮.୫ କୋଟି ଟଙ୍କା ଓ ସନ୍ ରାଇଜର୍ସ ହାଇଦ୍ରାବାଦ୍ ଦଳ ଯୁବରାଜ ସିଂହଙ୍କୁ ୭ କୋଟି ଟଙ୍କାରେ ଖରିଦ୍ କରିଛି।

ନେଗୀ ମ୍ୟାଚ୍ ୱିନିଂ କ୍ଷମତା ସହ ବାମହାତୀ ସ୍ପିନ୍ ବୋଲିଂ ଦକ୍ଷତା ଯୋଗୁଁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସ୍ଥାନ ପାଇଛନ୍ତି। ଆଇପିଏଲ ନିଲାମୀରେ ନେଗୀଙ୍କୁ ନେବା ପାଇଁ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ପୁନେ ସୁପରଜ୍ୟାଣ୍ଟ ଉଚ୍ଚ ନିଲାମୀ ଡାକିଥିଲେ।  ଦୀର୍ଘ ସମୟ ଧରି ବିଡ୍‌ହେବା ପରେ ୩୦ ଲକ୍ଷ ଟଙ୍କା ବେସ୍‌ପ୍ରାଇସ୍ ଥିବା ନେଗୀଙ୍କୁ ଦିଲ୍ଲୀ ଖରିଦ କରିଥିଲା। ଭାରତୀୟ ଖେଳାଳି ଭାବେ ଆଜି ସେ ସର୍ବାଧିକ ଟଙ୍କାରେ ଖରିଦ ହୋଇଛନ୍ତି।

           ନାମ                         ବେସ୍ ପ୍ରାଇସ୍     ନିଲାମୀ ପ୍ରାଇସ୍              ଦଳ

  1. ସେନ୍ ୱାଟସନ୍             ୨ କୋଟି            ୯.୫ କୋଟି               ବେଙ୍ଗାଲୁରୁ
  2. ପବନ୍ ନେଗୀ               ୩୦ ଲକ୍ଷ           ୮.୫୦କୋଟି              ଦିଲ୍ଲୀ
  3. କ୍ରିସ୍‌ମୋରିସ୍                 ୫୦ ଲକ୍ଷ           ୭ କୋଟି                    ଦିଲ୍ଲୀ
  4. ଯୁବରାଜ ସିଂହ              ୨ କୋଟି            ୭ କୋଟି                    ହାଇଦ୍ରାବାଦ
  5. ମୋହିତ ଶାର୍ମା             ୧.୫ କୋଟି          ୬.୫୦ କୋଟି            ପଞ୍ଜାବ
  6. ଆଶିଷ ନେହରା            ୨ କୋଟି            ୫.୫୦କୋଟି             ହାଇଦ୍ରାବାଦ
  7. ମିଚେଲ ମାର୍ସ               ୨ କୋଟି            ୪.୮୦ କୋଟି             ପୁନେ
  8. ମୁରୁଗାନ୍ ଅଶ୍ୱିନ୍            ୧୦ଲକ୍ଷ            ୪.୫୦ କୋଟି             ପୁନେ
  9. ସଞ୍ଜୁ ସାମସନ୍              ୨ କୋଟି            ୪.୨୦ କୋଟି            ଦିଲ୍ଲୀ
  10. ସି.ବ୍ରେଥ୍‌ୱେଟ୍              ୩୦ ଲକ୍ଷ           ୪.୨୦ କୋଟି            ଦିଲ୍ଲୀ
  11. ଦୀପକ୍ ହୁଡା               ୧୦ ଲକ୍ଷ           ୪.୨୦ କୋଟି            ହାଇଦ୍ରାବାଦ
  12. କରୁନ୍ ନାୟାର            ୧୦ ଲକ୍ଷ           ୪ କୋଟି                   ଦିଲ୍ଲୀ
  13. ଜୋସ୍ ବଟଲର           ୧.୫୦ କୋଟି      ୩.୮୦ କୋଟି        ମୁମ୍ବାଇ
  14. ଇଶାନ୍ତ ଶର୍ମା              ୨ କୋଟି            ୩.୮୦ କୋଟି            ପୁନେ
  15. କେ.ପିଟରସନ୍            ୨କୋଟି             ୩.୫୦ କୋଟି          ପୁନେ
  16. ପ୍ରବୀଣ କୁମାର           ୫୦ ଲକ୍ଷ           ୩.୫୦ କୋଟି          ପୁନେ
  17. ନିଥୁ ସିଂହ                 ୧୦ ଲକ୍ଷ           ୩.୨୦ କୋଟି          ମୁମ୍ବାଇ
  18. ଟିମ୍ ସାଉଥୀ             ୧ କୋଟି            ୨.୫୦ କୋଟି          ମୁମ୍ବାଇ
  19. ଦୀନେଶ କାର୍ତ୍ତିକ୍         ୨ କୋଟି            ୨.୩୦ କୋଟି        ଗୁଜରାଟ
  20. ଡି.ସ୍ମିଥ                     ୫୦ ଲକ୍ଷ           ୨.୩୦ କୋଟି        ଗୁଜରାଟ
  21. ଡେଲ ଷ୍ଟେନ୍            ୧.୫୦ କୋଟି        ୨.୩୦ କୋଟି        ଗୁଜରାଟ
  22. କେ.ଆବୋର୍ଟ            ୩୦ ଲକ୍ଷ           ୨.୩୦ କୋଟି          ପଞ୍ଜାବ
  23. ଷ୍ଟୁଆର୍ଟ ବିନି              ୨ କୋଟି            ୨ କୋଟି                ଆରସିବି
  24. ଧୱାଲ କୁଲକର୍ଣ୍ଣି        ୨ କୋଟି            ୨ କୋଟି                 ପୁନେ
  25. ରିଷଭ୍ ପାନ୍ଥ          ୧୦ ଲକ୍ଷ           ୧.୯୦ କୋଟି              ଦିଲ୍ଲୀ
  26. ଜୟଦେବ ଉନଧକଟ୍ ୩୦ ଲକ୍ଷ           ୧.୬୦ କୋଟି           କୋଲକତା
  27. ଅଙ୍କିତ ରାଜପୁତ        ୧୦ ଲକ୍ଷ           ୧.୫୦ କୋଟି           କୋଲକତା
  28. ଜନ୍ ହୋଷ୍ଟିଂ          ୧ କୋଟି            ୧.୩୦ କୋଟି            କୋଲକତା
  29. ବରୀନ୍ଦ୍ର ଶ୍ରାନ୍          ୫୦ ଲକ୍ଷ           ୧.୨୦ କୋଟି            ହାଇଦ୍ରାବାଦ
  30. ଆଦିତ୍ୟ ତାରେ        ୨୦ ଲକ୍ଷ           ୧.୨୦ କୋଟି           ହାଇଦ୍ରାବାଦ
  31. ଇରଫାନ୍ ପଠାନ୍       ୧ କୋଟି            ୧ କୋଟି                ପୁନେ
  32. ଆରୋନ୍ ଫିଞ୍ଚ         ୧ କୋଟି            ୧ କୋଟି                 ଗୁଜରାଟ
  33. ଏକଲବ୍ୟ ଦ୍ୱିବେଦୀ      ୨୦ ଲକ୍ଷ           ୧ କୋଟି                ଗୁଜରାଟ

ନ୍ୟୁଜିଲାଣ୍ଡର ମାର୍ଟିନ୍ ଗୁପ୍ତିଲଙ୍କୁ କୌଣସି ଦଳ ନେବା ପାଇଁ ଇଚ୍ଛା ପ୍ରକାଶ କରି ନ ଥିଲା ବେଳେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିବା ମହେଲା ଜୟବର୍ଦ୍ଧନେ, ମାଇକ୍ ହସି, ବ୍ରାଡ୍ ହାଡିନ୍‌ଙ୍କୁ କୌଣସି ଦଳ ନେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି।

ଚେତ୍ତେଶ୍ୱର ପୂଜାରା, ହାସୀମ୍ ଆମଲା, ଜର୍ଜ ବେଲି, ଉସମାନ୍ ଖାୱାଜା, ଶେନ୍ ଡୋୱିଚ୍, ଏମ ରହୀମ୍, ଜନସନ୍ ଚାଲର୍ସ, ମନୋଜ ନିୱାରୀ, ରବି ବୋପରା, ଡ୍ୟାନ୍ ଶାମୀ, ତିଷିରା ପେରେରା ଓ ଅଶୋକ ଦିଣ୍ଡା ପ୍ରମୁଖଙ୍କୁ କୌଣସି ଦଳ କିଣିବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି।

ନୂଆ ଖେଳାଳି ଭାବେ ଏମ୍ ରହୀମ୍, ଜନ୍‌ସନ ଚାର୍ଲସ୍, ଏମ.ଭି. ୱେକ୍ ଓ ବେନ୍ ଡୁଙ୍କଙ୍କୁ ମଧ୍ୟ କୌଣସି ଦଳରେ ନେବାକୁ ରାଜି ହୋଇ ନ ଥିଲେ।

ଆଜିର ଏହି ନିଲାମୀରେ ଆଇପିଏଲର ୮ଟି ଦଳର ଫ୍ରାଞ୍ଜାଇଜ୍ ମୁଖ୍ୟମାନେ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story