ଆଇପିଏଲକୁ ନେଇ ବଡ଼ ବୟାନ ଦେଲେ ଗାଙ୍ଗୁଲି

ମୁମ୍ବାଇ: ଆଇପିଏଲର ୧୩ଶ ସଂସ୍କରଣ ହେବ କି ନାହିଁ, ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଗାଙ୍ଗୁଲି କହିଛନ୍ତି, କୋଭିଡ୍‌-୧୯ ପ୍ରକୋପ କାରଣରୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ହୋଇଥିବା ଆଇପିଏଲ୍ ଯଦି ଆରମ୍ଭ ହୁଏ, ତାହେଲେ ଏଥିରେ କାଣ୍ଟଛାଣ୍ଟ ହେବ। ଚଳିତ ବର୍ଷ ଆଇପିଏଲ୍ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବାର ଥିଲା, କିନ୍ତୁ ବିସିସିଆଇ ଏହାକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ତେବେ […]

ganguly

ganguly

Ranjit Kumar Jena
  • Published: Saturday, 14 March 2020
  • Updated: 14 March 2020, 09:01 PM IST

ମୁମ୍ବାଇ: ଆଇପିଏଲର ୧୩ଶ ସଂସ୍କରଣ ହେବ କି ନାହିଁ, ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଗାଙ୍ଗୁଲି କହିଛନ୍ତି, କୋଭିଡ୍‌-୧୯ ପ୍ରକୋପ କାରଣରୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ହୋଇଥିବା ଆଇପିଏଲ୍ ଯଦି ଆରମ୍ଭ ହୁଏ, ତାହେଲେ ଏଥିରେ କାଣ୍ଟଛାଣ୍ଟ ହେବ।

ଚଳିତ ବର୍ଷ ଆଇପିଏଲ୍ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବାର ଥିଲା, କିନ୍ତୁ ବିସିସିଆଇ ଏହାକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆଇପିଏଲ୍ ପୁନର୍ବାର ଆରମ୍ଭ ହେବା ଉପରେ ଗାଙ୍ଗୁଲି କହିଛନ୍ତି, ଯେହେତୁ ଆଇପିଏଲ୍ ନିର୍ଦ୍ଧାରିତ ସମୟଠାରୁ ୧୫ଦିନ ଘୁଞ୍ଚି ଯାଇଥିବ, ତେଣୁ ଏହାକୁ କାଣ୍ଟଛାଟ୍ କରାଯିବ। ତେବେ ଏଥିରେ କେତେ କାଣ୍ଟଛାଟ କରାଯିବ, ତାହା ଏବେ କହି ହେବ ନାହିଁ।

ବର୍ତ୍ତମାନ ଆମ ପାଇଁ ସୁରକ୍ଷା ମୁଖ୍ୟ ପ୍ରାଥମିକତା। ବର୍ତ୍ତମାନ ପରିସ୍ଥିତି ଏବଂ ସରକାରଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଆମେ ଘରୋଇ ମ୍ୟାଚକୁ ମଧ୍ୟ ସ୍ଥଗିତ କରିଛୁ। ତେବେ ଆଇପିଏଲକୁ ନେଇ ଆମେ ଫ୍ରାଞ୍ଚାଇଜି ମାଲିକଙ୍କ ସହ ଆଲୋଚନା କରିଛୁ। ଆଇପିଏଲ୍ ଆଗାମୀ ଦିନରେ କିପରି ଆୟୋଜିତ ହେବ, ସେ ନେଇ ଆମେ ସବୁ ଟିମର ଫ୍ରାଞ୍ଚାଇଜିଙ୍କ ସହ ବିସ୍ତୁତ ଭାବେ ଚର୍ଚ୍ଚା କରିଛୁ। ଆମେ ପ୍ରତି ସପ୍ତାହରେ ପରିସ୍ଥିତିର ସମୀକ୍ଷା କରିବୁ। ଆମେ ଆଇପିଏଲ୍ ଆୟୋଜନ କରିବାକୁ ଚାହୁଁଛୁ, କିନ୍ତୁ ସୁରକ୍ଷାକୁ ଅଣଦେଖା କରିପାରିବୁ ନାହିଁ। ତେଣୁ ବର୍ତ୍ତମାନ ଆଇପିଏଲକୁ ସ୍ଥଗିତ କରାଯିବା ନିଷ୍ପତ୍ତି ସମସ୍ତଙ୍କ ପାଇଁ ଉଚିତ୍ ପଦକ୍ଷେପ ବୋଲି ଗାଙ୍ଗୁଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story