ରିଓ ପାରାଅଲିମ୍ପିକରେ ଦୁର୍ଘଟଣା: ପ୍ରାଣ ହରାଇଲେ ଇରାନ୍‌ର ସାଇକ୍ଲିଷ୍ଟ

ରିଓ ଡି ଜେନେରିଓ: ବ୍ରାଜିଲର ରିଓ ଡି ଜେନେରିଓରେ ଚାଲିଥିବା ପାରାଅଲିମ୍ପିକ୍‌ରେ ସି ୪-୫ ସାଇକ୍ଲିଂ ରୋଡ ରେସ୍‌ରେ ଦୁର୍ଘଟଣା ଘଟିବାରୁ ପ୍ରାଣ ହରାଇଛନ୍ତି ଇରାନ୍‌ର ସାଇକ୍ଲିଷ୍ଟ। ତାଙ୍କ ନାଁ ବାହମାନ୍‌ ଗୋଲବାର୍ନେଜାଦ୍‌ (୪୮)। ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦିଆଯାଇ ରିଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଇପିସିର କର୍ମକର୍ତ୍ତା କହିଛନ୍ତି,“ଏକ ତୀକ୍ଷ୍ନ ପାହାଡରେ ସାଇକ୍ଲିଂ ରେସ୍‌ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି।” ମୃତ ବାହମାନ୍‌ ଇରାନ୍‌ର ଶିରାଜ୍‌ରେ ଜନ୍ମ ଗ୍ରହଣ […]

iran-cyclist

iran-cyclist

Rakesh Mallick
  • Published: Sunday, 18 September 2016
  • Updated: 18 September 2016, 06:38 PM IST

ରିଓ ଡି ଜେନେରିଓ: ବ୍ରାଜିଲର ରିଓ ଡି ଜେନେରିଓରେ ଚାଲିଥିବା ପାରାଅଲିମ୍ପିକ୍‌ରେ ସି ୪-୫ ସାଇକ୍ଲିଂ ରୋଡ ରେସ୍‌ରେ ଦୁର୍ଘଟଣା ଘଟିବାରୁ ପ୍ରାଣ ହରାଇଛନ୍ତି ଇରାନ୍‌ର ସାଇକ୍ଲିଷ୍ଟ। ତାଙ୍କ ନାଁ ବାହମାନ୍‌ ଗୋଲବାର୍ନେଜାଦ୍‌ (୪୮)। ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦିଆଯାଇ ରିଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଆଇପିସିର କର୍ମକର୍ତ୍ତା କହିଛନ୍ତି,“ଏକ ତୀକ୍ଷ୍ନ ପାହାଡରେ ସାଇକ୍ଲିଂ ରେସ୍‌ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି।”

ମୃତ ବାହମାନ୍‌ ଇରାନ୍‌ର ଶିରାଜ୍‌ରେ ଜନ୍ମ ଗ୍ରହଣ କରିଛନ୍ତି। ବାହମାନ୍‌ ଲଣ୍ଡନ ଅଲିମ୍ପିକ୍‌ରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ କୌଣସି ପଦକ ଜିତି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story