୩୧ ବର୍ଷରେ ପାଦ ଦେଲେ ଈଶାନ୍ତ ଶର୍ମା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପେସ୍ ବୋଲର ଈଶାନ୍ତ ଶର୍ମା ଆଜି ୩୧ତମ ବୟସରେ ପଦାର୍ପଣ କରିଛନ୍ତି। ବର୍ତ୍ତମାନ ସେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି ଏବଂ ଟିମ୍ ଇଣ୍ଡିଆ ସହ କ୍ୟାରିବିୟାନ୍ ଟିମ୍ ବିପକ୍ଷରେ ଟେଷ୍ଟ ସିରିଜର ତଥା ଶେଷ ମ୍ୟାଚ୍ ଖେଳୁଛନ୍ତି। ଈଶାନ୍ତ ୨୦୦୬ରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଅଣ୍ଡର୍-୧୯ ଟିମର ସଦସ୍ୟ ଥିଲେ। ସେ ନିଜର ଦିନିକିଆ ଓ ଟେଷ୍ଟ (ଉଭୟ ଅଣ୍ଡର୍-୧୯) ଡେବ୍ୟୁ ବିରାଟ୍ କୋହଲିଙ୍କ ସହ କରିଥିଲେ। ଏହା ସହ […]

ishant

ishant

Ranjit Kumar Jena
  • Published: Monday, 02 September 2019
  • Updated: 02 September 2019, 05:41 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପେସ୍ ବୋଲର ଈଶାନ୍ତ ଶର୍ମା ଆଜି ୩୧ତମ ବୟସରେ ପଦାର୍ପଣ କରିଛନ୍ତି। ବର୍ତ୍ତମାନ ସେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି ଏବଂ ଟିମ୍ ଇଣ୍ଡିଆ ସହ କ୍ୟାରିବିୟାନ୍ ଟିମ୍ ବିପକ୍ଷରେ ଟେଷ୍ଟ ସିରିଜର ତଥା ଶେଷ ମ୍ୟାଚ୍ ଖେଳୁଛନ୍ତି। ଈଶାନ୍ତ ୨୦୦୬ରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଅଣ୍ଡର୍-୧୯ ଟିମର ସଦସ୍ୟ ଥିଲେ।

ସେ ନିଜର ଦିନିକିଆ ଓ ଟେଷ୍ଟ (ଉଭୟ ଅଣ୍ଡର୍-୧୯) ଡେବ୍ୟୁ ବିରାଟ୍ କୋହଲିଙ୍କ ସହ କରିଥିଲେ। ଏହା ସହ ରଣଜୀ ଟ୍ରଫି ଏବଂ ପ୍ରଥମଶ୍ରେଣୀ କ୍ରିକେଟରେ ମଧ୍ୟ ଦୁହିଁଙ୍କର ଶୁଭାରମ୍ଭ ଏକାଠି ହୋଇଥିଲା। ୨୦୦୬-୦୭ ସିଜନରେ ଦୁହେଁ ତାମିଲନାଡୁ ବିପକ୍ଷ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚରେ ମୁରଲୀ ବିଜୟ ମଧ୍ୟ ନିଜର ଘରୋଇ କ୍ରିକେଟର ଆରମ୍ଭ କରିଥିଲେ।

ନିଜର ୩୧ତମ ଜନ୍ମଦିନର ଠିକ୍ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୧ ତାରିଖରେ ଈଶାନ୍ତ (୧୫୭*) ମହାନ୍ କ୍ରିକେଟର୍ କପିଲ୍ ଦେବଙ୍କ ରେକର୍ଡ ଭାଙ୍ଗିଥିଲେ। ଏସିଆ ବାହାରେ ଅର୍ଥାତ୍ ବିଦେଶରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ନେବା ମାମଲାରେ ଈଶାନ୍ତ ଏବେ ଅନୀଲ କୁମ୍ବଲେ (୨୦୦)ଙ୍କଠାରୁ ପଛରେ ଅଛନ୍ତି। ତେବେ ଈଶାନ୍ତ ଭାରତର ଏକମାତ୍ର ପେସ୍ ବୋଲର ଭାବେ ଏସିଆ ବାହାରେ ସର୍ବାଧିକ ୱିକେଟ୍ ନେଇଛନ୍ତି। ସେ ୪୬ ଟେଷ୍ଟରେ ୧୫୭ ୱିକେଟ୍ ନେଇଛନ୍ତି। କପିଲ୍ ଦେବଙ୍କ ନାଁରେ ୪୫ ମ୍ୟାଚରେ ୧୫୫ ୱିକେଟ୍ ଥିଲା।

ଯେବେବି ଈଶାନ୍ତଙ୍କ କଥା ଚର୍ଚ୍ଚା ହେବ, ଏଥିରେ ରିକି ପଣ୍ଟିଂ, ଆଲିଷ୍ଟର କୁକ୍ ଓ ମାଇକେଲ୍ କ୍ଲାର୍କଙ୍କ ନାଁ ଆଗ ଆସିବ। ଈଶାନ୍ତ ନିଜ କ୍ୟାରିୟରରେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ କୁକଙ୍କୁ ସର୍ବାଧିକ ୯ଥର (ସବୁ ଫର୍ମାଟରେ) ଆଉଟ୍ କରିଛନ୍ତି। ସେହିପରି କ୍ଲାର୍କ ଓ ପଣ୍ଟିଂଙ୍କୁ ୭ଥର ଲେଖାଏ ଆଉଟ୍ କରିଛନ୍ତି । ତେବେ ପଣ୍ଟିଂ ଓ ଈଶାନ୍ତଙ୍କ ମଧ୍ୟରେ ହୋଇଥିବା ପ୍ରତିଦ୍ୱନ୍ଦ୍ୱିତା ବେଶ୍ ପରିଚିତ ହୋଇଥିଲା। ଭାରତୀୟ କ୍ରିକେଟ୍ ଇତିହାସ ପୃଷ୍ଠାକୁ ଯଦି ଓଲଟାଇବା, ତାହେଲେ ଈଶାନ୍ତ ଦ୍ୱିତୀୟ ସର୍ବାଧିକ ଉଚ୍ଚତା ବିଶିଷ୍ଟ ଭାରତୀୟ କ୍ରିକେଟର। ତାଙ୍କର ଉଚ୍ଚତା ୬.୪ ଫୁଟ୍, ତେବେ ପୂର୍ବତନ କ୍ରିକେଟର ଅଭୟ କୁରୁଭିଲ୍ଲାଙ୍କ ଉଚ୍ଚତା ୬.୬ ଫୁଟ୍।

ଈଶାନ୍ତଙ୍କ ୩୧ତମ ଜନ୍ମଦିନରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍, ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ, ଆଇସିସି ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଈଶାନ୍ତଙ୍କୁ ଜନ୍ମଦିନର ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସେହିପରି ପତ୍ନୀ ପ୍ରତିମା ସିଂହ ମଧ୍ୟ ଈଶାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିମା ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି କହିଛନ୍ତି, "ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆପଣଙ୍କୁ ଜୀବନର ସବୁ ଖୁସି ମିଳୁ। ଏହାଛଡ଼ା ତୁମେ ଅଧିକ ୱିକେଟ୍ ଏବଂ ଶତକ ମାରି ସବୁ ରେକର୍ଡ ଭାଙ୍ଗିବା ନେଇ ମୁଁ ଆଶା କରୁଛି। 'ଆଇ ଲଭ୍ ୟୁ'।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story