ରଣଜୀ ମ୍ୟାଚ୍‌ରେ ୧୫୦ ରନର ପାଳି ଖେଳିଥିଲେ ମଧ୍ୟ ଏହି ଅଲ୍‌ରାଉଣ୍ଡରଙ୍କୁ ଟିମ୍‌ରେ ମିଳିଲାନି ସ୍ଥାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ରଣଜୀ ମ୍ୟାଚ୍‌ରେ ଆର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ସୌରାଷ୍ଟ୍ର ପକ୍ଷରୁ ଖେଳୁଥିବା ଜାଡେଜା ଜାମ୍ମୁ ଓ କାଶ୍ମୀର ବିପକ୍ଷ ମ୍ୟାଚରେ ୧୫୦ରନର ଏକ ବିଶାଳ ପାଳି ଖେଳିଛନ୍ତି। ତଥାବି ଜାଡ଼େଜାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିନଥିବା ତାଙ୍କ ଫ୍ୟାନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଜାଡ଼େଜାଙ୍କୁ ଆରାମ ଦିଆଯାଇଥିବା କୁହାଯାଇଛି। ଜାଡେଜା ଦୀର୍ଘଦିନ ଧରି ଟିମ୍‌ରୁ ବାଦ ପଡ଼ିଚାଲିଛନ୍ତି।

555_1507989721_618x347

555_1507989721_618x347

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 08:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ରଣଜୀ ମ୍ୟାଚ୍‌ରେ ଆର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ସୌରାଷ୍ଟ୍ର ପକ୍ଷରୁ ଖେଳୁଥିବା ଜାଡେଜା ଜାମ୍ମୁ ଓ କାଶ୍ମୀର ବିପକ୍ଷ ମ୍ୟାଚରେ ୧୫୦ରନର ଏକ ବିଶାଳ ପାଳି ଖେଳିଛନ୍ତି। ତଥାବି ଜାଡ଼େଜାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିନଥିବା ତାଙ୍କ ଫ୍ୟାନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଜାଡ଼େଜାଙ୍କୁ ଆରାମ ଦିଆଯାଇଥିବା କୁହାଯାଇଛି। ଜାଡେଜା ଦୀର୍ଘଦିନ ଧରି ଟିମ୍‌ରୁ ବାଦ ପଡ଼ିଚାଲିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos