ତୃତୀୟ ଆଶେସ୍ ଟେଷ୍ଟରୁ ବି ଆଣ୍ଡରସନ୍ ବାଦ୍

ଲଣ୍ଡନ: ଆସନ୍ତା ୨୨ ତାରିଖରୁ ଲିଡ୍ସରେ ହେବାକୁଥିବା ତୃତୀୟ ଆଶେସ୍ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଅପରିବର୍ତ୍ତିତ ରହିଛି। ଇଂଲଣ୍ଡର ଏକ ନମ୍ବର ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଅନଫିଟ୍ କାରଣରୁ ଟିମରେ ସ୍ଥାନ ପାଇନାହାନ୍ତି। ତେବେ ଆଣ୍ଡରସନ୍ ମଙ୍ଗଳବାରଠାରୁ ଲିସେଷ୍ଟରଶାୟର୍ ବିପକ୍ଷ ହେବାକୁଥିବା ତିନିଦିନିଆ ମ୍ୟାଚରେ ଲାଙ୍କାଶାୟର୍ ପକ୍ଷରୁ ଖେଳିବେ। ଏହି ଅଭ୍ୟାସ ମ୍ୟାଚ୍ ଜରିଆରେ ନିଜ ଫିଟନେସ୍ ଟେଷ୍ଟ ଦେବେ। ବର୍ମିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଆଣ୍ଡରସନଙ୍କ ଗୋଡ ପେଣ୍ଡାରେ ଆଘାତ ଲାଗିଥିଲା, ଯେଉଁକାରଣରୁ […]

james

james

Ranjit Kumar Jena
  • Published: Monday, 19 August 2019
  • Updated: 19 August 2019, 06:46 PM IST

Sports

Latest News

ଲଣ୍ଡନ: ଆସନ୍ତା ୨୨ ତାରିଖରୁ ଲିଡ୍ସରେ ହେବାକୁଥିବା ତୃତୀୟ ଆଶେସ୍ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଅପରିବର୍ତ୍ତିତ ରହିଛି। ଇଂଲଣ୍ଡର ଏକ ନମ୍ବର ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଅନଫିଟ୍ କାରଣରୁ ଟିମରେ ସ୍ଥାନ ପାଇନାହାନ୍ତି।

ତେବେ ଆଣ୍ଡରସନ୍ ମଙ୍ଗଳବାରଠାରୁ ଲିସେଷ୍ଟରଶାୟର୍ ବିପକ୍ଷ ହେବାକୁଥିବା ତିନିଦିନିଆ ମ୍ୟାଚରେ ଲାଙ୍କାଶାୟର୍ ପକ୍ଷରୁ ଖେଳିବେ। ଏହି ଅଭ୍ୟାସ ମ୍ୟାଚ୍ ଜରିଆରେ ନିଜ ଫିଟନେସ୍ ଟେଷ୍ଟ ଦେବେ। ବର୍ମିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଆଣ୍ଡରସନଙ୍କ ଗୋଡ ପେଣ୍ଡାରେ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ମାତ୍ର ୪ ଓଭର ବୋଲିଂ କରିବାକୁ ସମର୍ଥ ହୋଇଥିଲେ। ଏହା ପରେ ସେ ଦ୍ୱିତୀୟ ଟେଷ୍ଟରୁ ମଧ୍ୟ ବାଦ୍ ପଡ଼ିଥିଲେ।

ତେବେ ଆଣ୍ଡରସନ୍ ଚତୁର୍ଥ ଟେଷ୍ଟ ପାଇଁ ଉପଲବ୍ଧ ହେବେ ବୋଲି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି। ଆଣ୍ଡରସନଙ୍କ ସ୍ଥାନରେ ଲ୍ଡର୍ଡ୍ସରେ ଦ୍ୱିତୀୟ ଟେଷ୍ଟ ଖେଳିଥିବା ଜୋଫ୍ରା ଆର୍ଚର ନିଜ ପଦାର୍ପଣରେ ୫ ୱିକେଟ୍ ହାସଲ କରିଥିଲେ। ରବିବାର ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟ ଡ୍ର' ରହିଥିଲା। ଅଷ୍ଟ୍ରେଲିଆ ଏବେ ସିରିଜରେ ୧-୦ରେ ଆଗୁଆ ରହିଛି।

ଇଂଲଣ୍ଡ ସ୍କ୍ୱାଡ୍: ଜୋ ରୁଟ୍ (କ୍ୟାପଟେନ୍), ଜୋଫ୍ରା ଆର୍ଚର୍, ଜନ୍ନି ବେୟାରଷ୍ଟୋ (ୱିକେଟକିପର), ଷ୍ଟୁଆର୍ଟ ବ୍ରଡ୍, ରୋରୀ ବର୍ନସ୍, ଜୋସ୍ ବଟଲର୍, ସାମ୍ କୁରାନ୍, ଜୋ ଡେନଲୀ, ଜ୍ୟାକ୍ ଲିଚ୍, ଜେସନ୍ ରୟ, ବେନ୍ ଷ୍ଟୋକ୍ସ, କ୍ରିସ୍ ଓକ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story