ଦମ୍‌ଦାର ବିଶ୍ୱରେକର୍ଡ: ୬୧ ବର୍ଷ ଧରି କେହି ଭାଙ୍ଗିପାରୁ ନାହାନ୍ତି

କ୍ରିକେଟ ଏକ ଅନିଶ୍ଚିତ ଖେଳ। ଏଥିରେ ଅନେକ ରେକର୍ଡ ତିଆରି ହୁଏ ଓ ଭାଙ୍ଗିଯାଏ। କିନ୍ତୁ ୬୧ ବର୍ଷ ତଳେ ଜଣେ ବୋଲର ସୃଷ୍ଟି କରିଥିବା ବିଶ୍ୱରେକର୍ଡ ଏପର୍ଯ୍ୟନ୍ତ କୌଣସି ଖେଳାଳି ଭାଙ୍ଗିପାରି ନାହାନ୍ତି। କିଏ ସେହି ରେକର୍ଡ ମ୍ୟାନ୍ ଜାଣିଛନ୍ତି ? ଏ ଖେଳାଳି ଜଣକ ହେଉଛନ୍ତି ଇଂଲଣ୍ଡର ଅଫ୍ ସ୍ପିନର ଜିମ୍ସ ଚାର୍ଲସ ଲେକର। ୧୯୫୬ ମସିହାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ଆସେସ୍ ଟେଷ୍ଟ କ୍ରିକେଟ ସିରିଜରେ ଜିମ୍ସ ଏହି […]

jim

jim

Rakesh Mallick
  • Published: Monday, 31 July 2017
  • Updated: 31 July 2017, 09:24 PM IST

Sports

Latest News

କ୍ରିକେଟ ଏକ ଅନିଶ୍ଚିତ ଖେଳ। ଏଥିରେ ଅନେକ ରେକର୍ଡ ତିଆରି ହୁଏ ଓ ଭାଙ୍ଗିଯାଏ। କିନ୍ତୁ ୬୧ ବର୍ଷ ତଳେ ଜଣେ ବୋଲର ସୃଷ୍ଟି କରିଥିବା ବିଶ୍ୱରେକର୍ଡ ଏପର୍ଯ୍ୟନ୍ତ କୌଣସି ଖେଳାଳି ଭାଙ୍ଗିପାରି ନାହାନ୍ତି। କିଏ ସେହି ରେକର୍ଡ ମ୍ୟାନ୍ ଜାଣିଛନ୍ତି ?

ଏ ଖେଳାଳି ଜଣକ ହେଉଛନ୍ତି ଇଂଲଣ୍ଡର ଅଫ୍ ସ୍ପିନର ଜିମ୍ସ ଚାର୍ଲସ ଲେକର। ୧୯୫୬ ମସିହାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ଆସେସ୍ ଟେଷ୍ଟ କ୍ରିକେଟ ସିରିଜରେ ଜିମ୍ସ ଏହି ରେକର୍ଡ କରିଥିଲେ। ସିରିଜର ଚତୁର୍ଥ ମ୍ୟାଚରେ ପ୍ରଥମ ପାଳିରେ ଲେକର ୩୭ ରନ୍ ଦେଇ ୯ ୱିକେଟ୍‌ ନେଇଥିଲେ। ପୁଣି ଦ୍ୱିତୀୟ ପାଳିରେ ତାଙ୍କ ଚମତ୍କାରିତା ଥମି ନଥିଲା। ଦ୍ୱିତୀୟ ପାଳିରେ ସେ ୫୩ ରନ୍ ଦେଇ ୧୦ ୱିକେଟ୍‌ ହାତେଇଥିଲେ। ଫଳରେ ଅଷ୍ଟ୍ରେଲିଅ ପ୍ରଥମ ପାଳିରେ ହିଁ ଇଂଲଣ୍ଡଠାରୁ ହାରି ଯାଇଥିଲା। ଏହି ମ୍ୟାଚର ପ୍ରଥମ ପାଳିରେ ୧୦ ୱିକେଟ୍‌ ନେଇ ପ୍ରଥମ ବୋଲର ଭାବେ ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିଲେ ଲେକର। ଏହା ସହିତ ଗୋଟିଏ ମ୍ୟାଚରେ ୧୯ଟି ୱିକେଟ୍‌ ନେଇ ଟେଷ୍ଟ ଜଗତର ଇତିହାସ ରଚିଥିଲେ। ଯାହା ଆଜି ବି ବଳବତ୍ତର ରହିଛି। କୌଣସି ବୋଲର ଏହାକୁ ଭାଙ୍ଗି ପାରିନାହାନ୍ତି। ଯଦିଓ ୧୯୯୯ ମସିହାରେ ଭାରତୀୟ କ୍ରିକେଟ ଖେଳାଳି ଅନିଲ କୁମ୍ବଲେ ଗୋଟିଏ ପାଳିରେ ୧୦ ୱିକେଟ୍‌ ନେଇ ଲେକରଙ୍କ ସହ ଟକ୍କର ଦେଇଥିଲେ। କିନ୍ତୁ ଗୋଟିଏ ମ୍ୟାଚରେ ୧୯ଟି ୱିକେଟ୍‌ ନେବାର ରେକର୍ଡକୁ ଭାଙ୍ଗି ପାରିନଥିଲେ ଅନିଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story