ଜାପାନ୍ ଓପନ୍ ବ୍ୟାଡମିଣ୍ଟନ: କ୍ୱାର୍ଟରରେ ସିନ୍ଧୁ ଓ ସାଇ ପ୍ରଣୀତ

ଟୋକିଓ: ଭାରତର ଟପ୍ ଶଟଲର୍ ପିଭି ସିନ୍ଧୁ ଓ ବି. ସାଇ ପ୍ରଣୀତ ବିଜୟଧାରା ଅବ୍ୟାହତ ରଖି ଚଳିତ ଜାପାନ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି। ପଞ୍ଚମ ସିଡ୍ ସିନ୍ଧୁଙ୍କୁ ନିଜର ଦ୍ୱିତୀୟ ରାଉଣ୍ଡ ମୁକାବିଲା ଜିତିବା ସଂଘର୍ଷ କରିବାକୁ ପଡ଼ିଥିଲା। ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚରେ ସିନ୍ଧୁ ଜାପାନର ଆୟା ଓହୋରିଙ୍କୁ ୧୧-୨୧, ୨୧-୧୦, ୨୧-୧୩ ଗେମରେ ପରାସ୍ତ କରିଛନ୍ତି। ଗତ ସପ୍ତାହରେ ଅନୁଷ୍ଠିତ ଇଣ୍ଡୋନେସିଆ ଓପନରେ ମଧ୍ୟ ଓହୋରିଙ୍କ ବିରୋଧରେ […]

badminton

badminton

Ranjit Kumar Jena
  • Published: Thursday, 25 July 2019
  • Updated: 25 July 2019, 05:25 PM IST

Sports

Latest News

ଟୋକିଓ: ଭାରତର ଟପ୍ ଶଟଲର୍ ପିଭି ସିନ୍ଧୁ ଓ ବି. ସାଇ ପ୍ରଣୀତ ବିଜୟଧାରା ଅବ୍ୟାହତ ରଖି ଚଳିତ ଜାପାନ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି। ପଞ୍ଚମ ସିଡ୍ ସିନ୍ଧୁଙ୍କୁ ନିଜର ଦ୍ୱିତୀୟ ରାଉଣ୍ଡ ମୁକାବିଲା ଜିତିବା ସଂଘର୍ଷ କରିବାକୁ ପଡ଼ିଥିଲା। ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚରେ ସିନ୍ଧୁ ଜାପାନର ଆୟା ଓହୋରିଙ୍କୁ ୧୧-୨୧, ୨୧-୧୦, ୨୧-୧୩ ଗେମରେ ପରାସ୍ତ କରିଛନ୍ତି।

ଗତ ସପ୍ତାହରେ ଅନୁଷ୍ଠିତ ଇଣ୍ଡୋନେସିଆ ଓପନରେ ମଧ୍ୟ ଓହୋରିଙ୍କ ବିରୋଧରେ ସିନ୍ଧୁଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ପ୍ରଥମ ଗେମ୍ ହାରିବା ପରେ ସିନ୍ଧୁଙ୍କ ଉପରେ ଚାପ ପଡ଼ିଥିଲା। କିନ୍ତୁ ସିନ୍ଧୁ ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ଗେମକୁ ଏକତରଫା ଭାବେ ଜିତିନେଇଥିଲେ। ଓହୋରିଙ୍କ ବିରୋଧରେ ସିନ୍ଧୁଙ୍କ ବିଜୟଧାରା ରେକର୍ଡ ୮-୦ ହୋଇଛି।

ସେହିପରି ଭାରତର ଅନ୍ୟତମ ତାରକା ସାଇ ପ୍ରଣୀତ ଚଳିତ ଓପନରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଦ୍ୱିତୀୟ ରାଉଣ୍ଡରେ ଘରୋଇ ଶଟଲର୍ କାଣ୍ଟା ସୁନେୟାମାଙ୍କୁ ୨୧-୧୩, ୨୧-୧୬ ଗେମରେ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି। କ୍ୱାର୍ଟରେ ସାଇ ପ୍ରଣୀତଙ୍କ ସାମ୍ନା ଇଣ୍ଡୋନେସିଆର ଟମି ସୁଗିଆର୍ତୋଙ୍କ ସହ ହେବ।

ମିକ୍ସଡ୍ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ଦ୍ୱିତୀୟ ରାଉଣ୍ଡରେ ଚୀନର ହୁଆଙ୍ଗ କାଇ ଜିଆଙ୍ଗ ଓ ଲ୍ୟୁ ଚେଙ୍ଗଙ୍କୁ ୧୫-୨୧, ୨୧-୧୧, ୨୧-୧୯ ଗେମରେ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି। ତେବେ ପ୍ରଥମ ରାଉଣ୍ଡରେ ନିଜ ଦେଶର କିଦାମ୍ବୀ ଶ୍ରୀକାନ୍ତଙ୍କୁ ହରାଇଥିବା ଏଚଏସ୍ ପ୍ରଣୟ ଆଜି ନିଜର ପରବର୍ତ୍ତୀ ମୁକାବିଲାରେ ଡେନମାର୍କର ରାସମସ୍ ଗେମକେଙ୍କଠାରୁ ୯-୨୧, ୧୫-୨୧ ଗେମରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story