ଆଇସିସି ଟେଷ୍ଟ ରାଙ୍କିଙ୍ଗ୍: ଟପ୍-୧୦ରେ ବୁମ୍ରା ଓ ରାହାଣେ

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସଦ୍ୟ ଘୋଷିତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଭାରତର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ପ୍ରଥମଥର ପାଇଁ ଟପ୍-୧୦ରେ ପ୍ରବେଶ କରିଛନ୍ତି। ତେବେ ହେଡିଂଲେ ଟେଷ୍ଟରେ ଇଂଲଣ୍ଡର ଐତିହାସିକ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିବା ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ତେବେ ରାଙ୍କିଙ୍ଗରେ ସବୁଠାରୁ ଅଧିକ ଫାଇଦା ହୋଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ବୁମ୍ରାଙ୍କ ଘାତକ ବୋଲିଂ […]

rahane

rahane

Ranjit Kumar Jena
  • Published: Tuesday, 27 August 2019
  • Updated: 27 August 2019, 05:57 PM IST

Sports

Latest News

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସଦ୍ୟ ଘୋଷିତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଭାରତର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ପ୍ରଥମଥର ପାଇଁ ଟପ୍-୧୦ରେ ପ୍ରବେଶ କରିଛନ୍ତି। ତେବେ ହେଡିଂଲେ ଟେଷ୍ଟରେ ଇଂଲଣ୍ଡର ଐତିହାସିକ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିବା ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ତେବେ ରାଙ୍କିଙ୍ଗରେ ସବୁଠାରୁ ଅଧିକ ଫାଇଦା ହୋଇଛି।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ବୁମ୍ରାଙ୍କ ଘାତକ ବୋଲିଂ ବଳରେ ଭାରତ ଆଇସିସି ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ମ୍ୟାଚ୍ ଜିତିଥିଲା। ପ୍ରଥମ ଏସୀୟ ବୋଲର ଭାବେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜରେ ୫ଟି ୱିକେଟ୍ ନେଇଥିବା ବୁମ୍ରା କ୍ୟାରିୟରର ଶ୍ରେଷ୍ଠ ୭୭୪ ପଏଣ୍ଟ ସହ ଟେଷ୍ଟ ରାଙ୍କିଙ୍ଗର ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।

ସେହିପରି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ନିଜର ୧୦ତମ ଶତକ ହାସଲ କରିଥିବା ଟିମ୍ ଇଣ୍ଡିଆ ଭାଇସ୍-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ମଧ୍ୟ ଟପ୍-୧୦ରେ ପ୍ରବେଶ କରିଛନ୍ତି। ରାହାଣେଙ୍କୁ ଗୋଟିଏ ସ୍ଥାନର ଫାଇଦା ହୋଇଛି ଏବଂ ସେ ଦଶମରେ ପହଞ୍ଚିଛନ୍ତି। ରାହାଣେ ପ୍ରଥମ ଟେଷ୍ଟରେ ଯଥାକ୍ରମେ ୮୧ ଓ ୧୦୨ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ। କ୍ୟାପଟେନ୍ ବିରାଟ୍ କୋହଲି ମାତ୍ର ୬ ପଏଣ୍ଟର ଅଗ୍ରଣୀ ସହ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ବିରାଟଙ୍କର ରେଟିଂ ପଏଣ୍ଟ ୯୧୦ ଥିବା ବେଳେ ତାଙ୍କ ପଛକୁ ଦ୍ୱିତୀୟରେ ଥିବା ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥଙ୍କ ୯୦୪ ପଏଣ୍ଟ ରହିଛି। ପ୍ରଥମ ଟେଷ୍ଟରେ ନିରାଶ କରିଥିବା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ତୃତୀୟ ସ୍ଥାନ ବଜାୟ ରଖିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଚତୁର୍ଥ ସ୍ଥାନରେ ସୁରକ୍ଷିତ ଅଛନ୍ତି।

ଅଷ୍ଟ୍ରେଲିଆ ପେସ୍ ବୋଲର ପ୍ୟାଟ୍ କମିନ୍ସ କ୍ୟାରିୟରର ଶୀର୍ଷ ରାଙ୍କିଙ୍ଗ୍ ପଏଣ୍ଟ ହାସଲ କରିଛନ୍ତି। ସେ ୯୦୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ସୁରକ୍ଷିତ ଅଛନ୍ତି। ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୨୫୦ ୱିକେଟର ମାଇଲଖୁଣ୍ଟ ଛୁଇଁଥିବା ଟ୍ରେଣ୍ଟ ବୋଲ୍ଟ ପୁଣିଥରେ ଟପ୍-୫ରେ ପ୍ରବେଶ କରିଛନ୍ତି।

ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ରାଙ୍କିଙ୍ଗରେ ବହୁତ ଫାଇଦା ହୋଇଛି। ହେଡିଂଲେ ଟେଷ୍ଟରେ ଅଷ୍ଟ୍ରେଲିଆ କବଜାରୁ ମ୍ୟାଚ୍ ଛଡ଼ାଇ ନେଇଥିବା ଷ୍ଟୋକ୍ସ ଅଲରାଉଣ୍ଡର ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଏହା ପୂର୍ବରୁ ସେ ଅଲରାଉଣ୍ଡର ତାଲିକାର ଚତୁର୍ଥ ସ୍ଥାନରେ ଥିଲେ। ଏହାଛଡ଼ା ସେ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗର ଟପ୍-୧୫ରେ ମଧ୍ୟ ଏଣ୍ଟ୍ରି କରିଛନ୍ତି।

ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଓ ଶ୍ରୀଲଙ୍କା କ୍ୟାପଟେନ୍ ଦିମୁତ କରୁଣାରତ୍ନେଙ୍କୁ ଫାଇଦା ହୋଇଛି। କଲମ୍ବୋ ଟେଷ୍ଟରେ ଅର୍ଦ୍ଧଶତକ ମାରିଥିବା କରୁଣାରତ୍ନେ ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ହେଡିଂଲେ ଟେଷ୍ଟରେ ନିର୍ଣ୍ଣାୟକ ଅର୍ଦ୍ଧଶତକ ହାସଲ କରିଥିବା ରୁଟ୍ ସପ୍ତମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story